ଜୀବନଶୈଳୀ

କୁକୁର ସହ ତାଙ୍କ ଭାଷା ରେ କଥା ହୁଏ ଏହି ଛୁଆ, ଭିଡୋ ଦେଖି ଆପଣ ମଧ୍ୟ କହିବେ ୱାଃ !

ସୋଶିଅଲ ମିଡିଆ ରେ ଆସନ୍ତା ଦିନ କିଛି ନା କିଛି ଭାଇରାଲ ହେଉଛି, ଯାହା ଦେଖିଲା ପରେ ଚେହେରା ଉପରେ ଖାସ ଆସି ଯାଏ । ବର୍ତମାନ ରେ ଏମିତି ଗୋଟେ ଭିଡିଓ ଭାଇରାଲ ହୋଇଛି କ୍ୟୁଟନେସ ଭରପୁର ଏହି ଭିଡିଓ କୁ ଏପର୍ଜନ୍ତ ୨୮ ଲକ୍ଷ୍ୟ ଠାରୁ ଅଧିକ ଭ୍ୟଯ ପ୍ରାପ୍ତ ହୋଇଛି, ଏହି ଭିଡିଓ କୁ ୭୩ ହଜାର ଲୋକ ଲାଇକ କରିଛନ୍ତି । ତେବେ ସମସ୍ତେ ଏହା ଜାଣିବା ପାଇଁ ବ୍ୟସ୍ତ ଥିବେ ଯେ ଏହି ଭିଡିଓ ରେ ଏମିତି କଣ ଅଛି, ଯାହା ପାଇଁ ଏତେ ଲୋକ ଏହାକୁ ଦେଖୁଛନ୍ତି ଓ ପସନ୍ଦ କରୁଛନ୍ତି ।

ଏହି ଭାଇରାଲ ଭିଡିଓ ରେ ଗୋଟେ ୩ବର୍ଷ ଛୁଆ ନିଜ କୁକୁର ସହ କୁକୁର ଭାଷା ରେ କଥା ହବା ପାଇଁ ଚେଷ୍ଟା କରୁଛି । ଭିଡିଓ ରେ ଛୁଆ ନିଜ କୁକୁର ଯାହା ନା ହସ୍କି ଅଟେ ତା ଭଳି ମୂହ ଉପରେ କରି ଭଉ ଭଉ କରିବା ପାଇଁ ଚେଷ୍ଟା କରୁଛି । ଥରେ କୁକୁର ଭଉ ଭଉ କରୁଛି ତା ପରେ ଛୁଆ ଭଉ ଭଉ କରୁଛି ଯାହା ଦେଖିବା ପାଇଁ ବହୁତ କ୍ୟୁଟ ଲାଗୁଛି ଏହି ଭିଡିଓକୁ ୯୨ ହଜାର ଲୋକ ଶେୟର କରିଛନ୍ତି ।

ଏହି ଭାଇରାଲ ଭିଡିଓ କୁ ଆଲିକଷନ୍ଦରିଆ ସ୍ମିଥ ନାମକ ଗୋଟେ ଲୋକ ଫେସବୁକ ରେ ଶେୟର କରିଛନ୍ତି, ଏହି ଭିଡିଓ କୁ ସେ ୨୬ ଫେବୃଆରୀ ରେ ଶେୟର କରିଥିଲେ କିନ୍ତୁ ଏହି ଭିଡିଓ ଏବେ ଭାଇରାଲ ହାଉଛି, ଭିଡିଓ ଶେୟର କଲା ବେଳେ ଆଲିକଷନ୍ଦରିଆ ସ୍ମିଥ ଲେଖିଥିଲେ – ଯେତେବେଳେ ଆପଣଙ୍କ ଛୁଆ କୁ ଲାଗେ ତାକୁ ହସ୍କି ଭଳି କୁକୁଡ଼ା ଭାଷା ଆସେ ଓ ସେ କୁକୁଡ଼ା ସହ କଥା ହୋଇ ପାରିବେ ତେବେ ଏହା ହୁଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button