ରାଶିଫଳ

ଆଜି ବୃହସ୍ପତି ଚଳନ, 5ଟି ରାଶିରେ ଚଡକ 7ଟି ରାଶିରେ ଧନବର୍ଷା

ବନ୍ଧୁଗଣ ଆଜି ବୃହସ୍ପତିଙ୍କର ଚଳନ ହେବାକୁ ଯାଉଛି । ବୃହସ୍ପତି ଅଶ୍ଵିନୀ ନକ୍ଷତ୍ର ରେ ଚଳନ କରିବାକୁ ଯାଉଛନ୍ତି । ଯାହାର ପ୍ରଭାବ କିଛି ରାଶିଙ୍କ ଉପରେ ଶୁଭ ଓ ଅଶୁଭ ଭାବେ ପଡିବାକୁ ଯାଉଛି । ଆଜି ଆମେ ଆପଣଙ୍କୁ କହିବୁ ବୃହସ୍ପତି ଚଳନ କାରଣରୁ ୧୨ଟି ରାଶିଙ୍କ ଜୀବନରେ କଣ ସବୁ ହେବାକୁ ଯାଉଛି ଏବଂ କେଉଁ ରାଶିଙ୍କୁ ସତର୍କ ରହିବାର ଅଛି ।

ଆଉ କଣ ସବୁ ପ୍ରତିକାର ରହିଛି ୧୨ ଗୋଟି ରାଶିଙ୍କ ପାଇଁ । ବୃହସ୍ପତି ଗୋଚରରେ ଶୁଦ୍ଧି ଯାହାକି ବିହାର କରାଯାଉଛି ମିଥୁନ ରାଶି, ସିଂହ ରାଶି, ତୁଳା ରାଶି, ଧନୁ ରାଶି ଓ ମୀନ ରାଶିର ଗୋଚରରେ ଶୁଭ ଫଳ ପ୍ରଦାନ କରିବେ । ଅନ୍ଯାନ୍ଯ ରାଶି ପାଇଁ ଅଶୁଭ ଫଳ ସାବ୍ୟସ୍ତ ହେବ । ବୃହସ୍ପତି ଚଳନ ସମୟରେ ଚନ୍ଦ୍ର ଶୁଭ ସମାଚାର ବିଚାର କରାଯାଉଛି ।

ଏହି ସମୟରେ ମେଷ, ବୃଷ, କର୍କଟ, ସିଂହ, ବିଛା, ଧନୁ, ମକର ଓ ମୀନ ରାଶି ଙ୍କ ପକ୍ଷେ ବୃହସ୍ପତି ଶୁଭ ଫଳ ପ୍ରଦାନ କରିବେ । ବିଶେଷ କରି ମୀନ, ଧନୁ ଓ ମକର ରାଶି ପାଇଁ ବୃହସ୍ପତିଙ୍କର ଚଳନ ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରୁଛନ୍ତି । କନ୍ୟା ଓ କୁମ୍ଭ ରାଶିଙ୍କ ପାଇଁ ବୃହସ୍ପତିଙ୍କ ଚଳନ ଅଶୁଭ ଫଳ ଦେଉଛି । ଏମାନେ ବହୁତ ବିପଦର ସମୁଖିନ୍ନ ହୋଇପାରନ୍ତି ।

ବୃହସ୍ପତି ଚଳନରେ ମୀନ ରାଶି ପାଇଁ ଧନ ଲାଭ ହେବ । ଧନଧାନ୍ୟରେ ଉନ୍ନତି ଘଟିବ । ଆର୍ଥିକ ସମସ୍ଯା ଦୂର ହେବ ।

ମିଥୁନ ରାଶି ପାଇଁ ସର୍ବ ଶୁଭ ଫଳ ପ୍ରାପ୍ତ ହେବ । ପ୍ରତେକ କାମରେ ସଫଳ ହେବେ ।

ସିଂହ ରାଶି ପାଇଁ ବୃହସ୍ପତି ନବମ ହେତୁ ଅର୍ଥ ଆଗମନର ବାଟ ଖୋଲିବ । ସନ୍ତାନ ଲାଭର ସୁଯୋଗ ଆସୁଛି ।

ତୁଳା ରାଶି ପାଇଁ ବୃହସ୍ପତି ସପ୍ତମ ହେତୁ ଶୁଭ ବିଚାର କରାଯାଏ । ବିପୁଳ ଧନ ଲାଭ ହେବ । ଧନ ଜନିତ ସମସ୍ଯା ଦୂର ହେବ ।

ଧନୁ ରାଶି ବୃହସ୍ପତି ପଞ୍ଚମ ହେତୁ ଧନ, ଅର୍ଥ ଲାଭ ସଙ୍ଗେ ସନ୍ତାନ ସୁଖ ପ୍ରଦାନ କରିବ । ଧନର କ୍ଷେତ୍ରଟି ଭଲ ରହିବ ।

ମେଷ ରାଶି ପାଇଁ ବୃହସ୍ପତି ଚଳନ କାରଣରୁ ଯେଉଁ ସ୍ଥାନରେ ରହିବେ କିଛି ସମସ୍ଯା ଦେଖାଯିବ । ଦୁଖରେ ରହିବେ ।

କୁମ୍ଭ ରାଶି ପାଇଁ ବୃହସ୍ପତି ତୃତୀୟ ହେତୁ ବନ୍ଧନ ଭୟ କଷ୍ଟର ଯୋଗ ଅଛି । ଅଯଥା ବିବାଦରେ ଫସିପାରନ୍ତି ।

ମକର ରାଶି ପାଇଁ ବୃହସ୍ପତି ଚତୁର୍ଥ ହେତୁ ଗୃହ, ଭୂମି ନାସର ସ୍ଥିତି ଆସୁଛି । ଆପଣଙ୍କ ପାଇଁ ସମୟ ଭଲ ନାହି ।

କର୍କଟ ରାଶି ପାଇଁ ବୃହସ୍ପତି ଦଶମ ହେତୁ ବହୁତ ବ୍ୟସ୍ତ, ବୁଦ୍ଧି ନାସ, ଭୂମି ନାସ ହୋଇପାରେ ।

ବିଛା ରାଶି ପାଇଁ ବୃହସ୍ପତି ଷଷ୍ଠ ହେତୁ ଅପମାନିତ ହେବାର ଯୋଗ ଅଛି ।

ବୃହସ୍ପତିଙ୍କୁ ପ୍ରସନ୍ନ କରିବା ପାଇଁ ହଳଦିଆ ରଙ୍ଗର ବସ୍ତ୍ର, ଦ୍ରବ୍ଯ, ଲୁଣ, ଫୁଲ ଗୁରୁବାରରେ ପୂଜକଙ୍କୁ ଦାନ ଦିଅନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button