ବିଚାର

ଚମତ୍କାରୀ ବାବା, 7 ଫୁଟ ଉଚ୍ଚତା… ବାହାରିଛି 2ଟି ରାକ୍ଷସ ଦାନ୍ତ, ଦେଖନ୍ତୁ ମିଳିଲା ଆଶ୍ଚର୍ଯ୍ୟ କଲା ଭଳି ପ୍ରମାଣ- Malika Bachan

ବନ୍ଧୁଗଣ ଯେପରି ଭାରତର ତୀର୍ଥାଳୟ ଯେମିତି ହିମାଳୟ ଠିକ ସେହିପରି ଉତ୍କଳ ର ତୀର୍ଥସ୍ଥଳ ହେଉଛି ଖଣ୍ଡଗିରୀ । ଆଜି ବି ଅନେକ ବର୍ଷ ର ସାଧୁ ମାନେ ଜୀବିତ ଅଛନ୍ତି ଆଉ ରାତିରେ ଗୁପ୍ତ ଭାବେ ୧୨ ପ୍ରକାରର ବାଦ୍ୟ ଖଞ୍ଜଣି, ତୁରି ବଜାଇ ଥାନ୍ତି ଯାହା ଏବେ ଖୁଲାସା ହେବାରେ ଲାଗିଛି । ଏକମାତ୍ର କ୍ଷେତ୍ର ଭୁବନେଶ୍ଵର ର ଖଣ୍ଡଗିରୀ ବିଷୟରେ ମହାପୁରୁଷ ଅଚ୍ୟୁତାନନ୍ଦ ୬୦୦ ବର୍ଷ ପୂର୍ବେ ଲେଖି ଯାଇଛନ୍ତି ।

ଅହରହ ନାମ କୀର୍ତ୍ତନ ଏବେ ବି ଖଣ୍ଡଗିରୀ ଗୁମ୍ଫା ଗୁଡିକରେ ଚାଲିଛି । ଖଣ୍ଡିଗିରି ରେ କାଞ୍ଜିଆ ହ୍ରଦ ରହିଛି ଯାହା ଏବେ ବି ଗୁପ୍ତ ରହିଛି । ଆଜି ବି ସେଠାରେ ସାଧୁ ସନ୍ଥ ମାନଙ୍କର ରାତ୍ରି ସମୟରେ ଶବ୍ଦ ଶୁଣିବାକୁ ମିଳିଥାଏ । ଖଣ୍ଡଗିରୀ ରେ ୭ଟି ହ୍ରଦ ରହିଛି ଭାଲୁ ପାହାଡ ଯାଏଁ । ଖଣ୍ଡଗିରୀ ରେ ଗୁପ୍ତ ଗଙ୍ଗା, ସ୍ନାନ ମଣ୍ଡପ ମଧ୍ୟ ରହିଛି ଯାହା ମାଳିକାରେ ୬୦ ବର୍ଷ ତଳେ କେହା ଯାଇଛି ।

ମାନ୍ୟତା ଅନୁଯାୟୀ ଏଠାରେ ୫୨ଟି ଗୁମ୍ଫା ରହିଥିବାର ପରିଚୟ ମିଳିଥାଏ । ଖଣ୍ଡାଗିରି ରେ ଗୋଟେ ଛୋଟ ଗୁମ୍ଫା ଅଛି ଯେଉଁ ଟାରେ ଭଗବତ ଗୀତା ପଢାଯାଏ । ଦ୍ଵାରି ପାହାଡ ଗୁମ୍ଫା ରେ ସାଧୁ ସନ୍ଥ ମାନେ ରାତି ସମୟରେ ଆସି ତପସ୍ୟା କରିଥାନ୍ତି । ଏଠାକୁ କୁମ୍ଭ ମେଳାରେ ପ୍ରତି ବର୍ଷ ସାଧୁ ସନ୍ଥ ମାନେ ଗୁପ୍ତ ଭାବେ ଆସିଥାନ୍ତି ଆଉ ଦର୍ଶନ କରି ଯାଇଥାନ୍ତି ।

ଏ ନେଇ ଜଣେ ବାବା କହିଛନ୍ତି ଯେ “ଜଣେ ବାବା କୁମ୍ଭ ମେଳା ପରେ ଆଜିକୁ ୪ରୁ ୫ ବର୍ଷ ପୂର୍ବେ ରାତି ୧୦ଟା ସମୟରେ ଜଣେ ବାବା ଆସିଥିଲେ । ସେ ବେକରେ ମାଳୀ ପକାଇବା ସହ ହନୁମାନ ସିନ୍ଦୁର ଲଗାଇ ଥିଲେ । ବାବା ମୋତେ ଆସିକି କହିଲେ ମୋର ବ୍ୟାଗ ଅଛି ମୋତେ ଟିକେ ଉପରକୁ ଆସି ଦେଇ ଯାଅ । ମୁଁ କିନ୍ତୁ ଭୟ କରିଲି ବାବାଙ୍କୁ ଦେଖିକି । ମୁଁ ତାଙ୍କର ଭାଷା ବୁଝିପାରିଲି ନାହି ।

ସେ ଅନ୍ୟ କେଉଁ ଭାଷାରେ କଥା କହୁଥିଲି । କିନ୍ତୁ ବାବଙ୍କୁ ମୋ ସହ ରହିବାକୁ ସେ କହିଥିଲେ । କିନ୍ତୁ ସେ ହଠାତ କୁଆଡେ ଉଭେଇ ଗଲେ । ମୁଁ ବାବଙ୍କର ପଶୁ ଭଳି ଦୁଇ ଦାନ୍ତ ଦେଖିଥିଲେ ଯାହା ପାତିର ଦୁଇ ପାର୍ଶ୍ଵ ରେ ବାହାରି ଥିଲା । ତାଙ୍କର ଉଚ୍ଚତା ବିଶେଷ କରି ୭ ଫୁଟ ହେବ କିନ୍ତୁ ତାଙ୍କର ସୌନ୍ଦର୍ଜ୍ୟ ଏତେ ଚମତ୍କାର ହେଲା କି ମୁଁ ଦେଖିକି ଆଶ୍ଚର୍ଯ୍ୟ ହୋଇ ଯାଇଥିଲି ।

ଲୋକେ ମତେ ମନା କରି ଥିବାରୁ ମୁଁ ତାଙ୍କୁ ଆଉ ମୋ ଗାଡି ରେ ବସାଇ ନେଳି ନାହି । ଏବେ ବି ଖଣ୍ଡଗିରୀ ଗୁମ୍ଫା ରେ ୨୬୯ ବର୍ଷର ଜଣେ ବାବା ଅଛନ୍ତି ଯିଏ କି ତପସ୍ୟା କରୁଛନ୍ତି । ଯାହା ବିଷୟରେ ସେଠିକାର ଅନ୍ୟ ସାଧୁ ମାନେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button