କରୋନା

ଶାହିଦ ଆଫ୍ରିଦୀ ଏମିତି କାମ କରିଛନ୍ତି କରୋନା ବିରୁଦ୍ଧ ରେ, ପୁରା ଦୁନିଆ କରୁଛି ସଲାମ

ଏହି ସମୟରେ ପୁରା ଦୁନିଆ ରେ କରୋନା ଭାଇରସ ସଂକ୍ରମଣ ଦ୍ଵାରା ପୁରା ସଂସାର ଲୋକ ଡରିକି ଅଛନ୍ତି, କରୋନା ପାଇଁ ଆଇପିଏଲ ମଧ୍ୟ ସ୍ଥଗିତ କରା ଯାଇଛି, ପୁରା ଭାରତ ବର୍ଷ ୧୫ ଏପ୍ରିଲ ପର୍ଯ୍ୟନ୍ତ ସ୍ଥଗିତ କରା ଯାଇଛି କିନ୍ତୁ ଆଜି ଆମେ ଆପଣଙ୍କୁ ପାକିସ୍ତାନର ପୂର୍ବ କ୍ରିକେଟର ଶାହିଦ ଆଫ୍ରିଦୀଙ୍କ ବିଷୟରେ କିଛି ବିଶେଷ କଥା କହିବାକୁ ଯାଉଛୁ ଯାହା ଶୁଣି ଆପଣ ମଧ୍ୟ ତାଙ୍କ ପ୍ରଶଂସା କରିବେ ।

ତେବେ ଗୋଟେ ବର୍ଷରେ ୨୦୦ କୋଟି ଠାରୁ ଅଧିକ ରୋଜଗାର କରୁଥିବା କ୍ରିକେଟର ବିରାଟ କୋହଲୀ କେବଳ ସୋଶିଅଲ ମିଡିଆ ରେ ଭିଡିଓ ଶେୟର କରୁଛନ୍ତି ଲୋକଙ୍କୁ ଜାଗରୁକ କରିବା ପାଇଁ ।

ତେବେ ପାକିସ୍ତାନ ପୂର୍ବ କପ୍ତାନ ଶାହିଦ ଆଫ୍ରିଦୀ କରୋନା ଭାଇରସ ମହାମାରୀ ଠାରୁ ବଢୁଥିବା ଏହି ବିପଦ ପାଇଁ ଲୋକଙ୍କ ପାଇଁ ସାହାଯ୍ୟର ହାତ ଆଗକୁ କରିଛନ୍ତି । ଶାହିଦ ଆଫ୍ରିଦୀ ଏହି ଅସୁବିଧା ସମୟରେ ଲୋକଙ୍କ ସାହାଯ୍ୟ ପାଇଁ ଆଗକୁ ଆସିଛନ୍ତି ଓ ଲୋକଙ୍କ ଦରକାର ଅନୁଯାଇ ଜିନିଷ ତାଙ୍କୁ ପ୍ରଦାନ କରିଛନ୍ତି, ଶସ୍ତା ଖାଇବା ଜିନିଷ ମଧ୍ୟ ଯୋଗାଡ କରା ଯାଇଛି, ଏହା ଛଡା ଅନ୍ୟ ଆବଶ୍ୟକ ଜିନିଷ ଯେମିତିକି କୀଟନାଶକ ସାବୁନ, ଅନ୍ୟ ଜିନିଷ, ଖାଇବା ଜିନିଷ ଓ କରୋନା ଭାଇରସକୁ ଅଟକେଇବା ପାଇଁ ମାସ୍କ ମଧ୍ୟ ଲୋକଙ୍କୁ ଦାନ କରିଛନ୍ତି ।

ଆପଣଙ୍କୁ ଆମେ ଏହା ମଧ୍ୟ କହିବା ପାଇଁ ଚାହୁଁଛୁ ଯେ ଭାରତୀୟ କ୍ରିକେଟର ଏପର୍ଯ୍ୟନ୍ତ କେହି ବି ଲୋକଙ୍କ ସାହାଯ୍ୟ ପାଇଁ ହାତ ଆଗକୁ କରି ନାହାନ୍ତି । ତେବେ ଭାରତ ବିସିସିଆଇ ଅଧ୍ୟକ୍ଷ ସୌରବ ଗାଙ୍ଗୁଲି କରୋନା ଭାଇରସ ମହାମାରୀ କୁ ଅଟକେଇବା ପାଇଁ ହୋଇଥିବା ୨୧ ଦିନ ଲକଡାଉନ ଦ୍ଵାରା ପ୍ରଭାବିତ ହୋଇ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ନିଷ୍ପତ୍ତି କରିଛନ୍ତି ଓ ୫୦ ଲକ୍ଷ ଟଙ୍କାର ଚାଉଳ ଦାନ କରିବା ପାଇଁ କହିଛନ୍ତି ।

ବଙ୍ଗାଲ ରେ କ୍ରିକେଟ ସଂଘ ଏହା ଘୋଷଣା କଋଛନ୍ତି ଯେ ଲାଲ ବାବା ଚାଉଳ ସହ ମିଶି ଗାଙ୍ଗୁଲି ଅସହାୟ ଲୋକଙ୍କୁ ସାହାଯ୍ୟ କରିବେ ଯେଉଁ ଲୋକଙ୍କୁ ସୁରକ୍ଷା ପାଇଁ ସରକାରୀ ସ୍କୁଲ ଘରେ ରକ୍ଷା ଯାଇଛି । ତେବେ ଆମକୁ ସରକାର ସାହାଯ୍ୟ ପାଇଁ କେବଳ ଘରେ ରହିବାର ଅଛି ତାହା ମଧ୍ୟ ନିଜ ଓ ନିଜ ଲୋକଙ୍କ ଜୀବନ ବଞ୍ଚେଇବା ପାଇଁ ଯଦି ଆପଣ ଦେଶର ସେବା କରିବା ପାଇଁ ଚାହାନ୍ତି ତେବେ ଏହା ସଠିକ ସମୟ ନିଜ ପରିବାର ଓ ନିଜ ଦେଶର ରକ୍ଷା କରନ୍ତୁ ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button