ମନୋରଞ୍ଜନ

GK QUESTIONS – ଏମିତି କେଉଁ ପରିବା ଅଛି ଯେଉଁଥିରେ ତାଲା ଓ ଚାବି ଉଭୟ ଆସିଥାଏ ? 99% ଲୋକ ଜାଣନ୍ତି ନାହିଁ ଏହାର ଉତ୍ତର

ଯେଉଁ ମାନେ ଇଣ୍ଟରବିୟୁ ଦେବାକୁ ଯାଇଥାନ୍ତି ସେମାନଙ୍କୁ ଅନେକ ପ୍ରକାରର ପ୍ରଶ୍ନ ପଚରା ଯାଇତାହାଏ । କିଛି ପ୍ରଶ୍ନ ସହଜ ହୋଇଥିବା ବେଳେ ଆଉ କିଛି କଷ୍ଟକର ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ନେଇ ଆସିଛୁ । ଯାହା ଆପଣଙ୍କର ପରିକ୍ଷା ରେ ପଡିପାରେ । ତେବେ ଆସନ୍ତୁ ଆରମ୍ଭ କରିବା ।

୧- ଡାକ୍ତରଙ୍କ ହସ୍ତାକ୍ଷର ଏତେ ଖରାପ କାହିଁକି ହୋଇଥାଏ ?

ଉତ୍ତର- ୱାର୍କ ଲୋଡ କାରଣରୁ

୨- ଦୁନିଆର ସବୁଠାରୁ କଠିନ ବିଷୟ କଣ ?

ଉତ୍ତର- କିଛି ନାହି

୩- କଣ ଆମକୁ ଆଇଫୋନ ମାଗଣାରେ ମିଳିପାରେ ?

ଉତ୍ତର- ହଁ

୪- ନୀଳ ଆର୍ମଷ୍ଟ୍ରଙ୍ଗ ଚାନ୍ଦ ଉପରେ ପାଦ ରଖିବା ସମୟରେ କେତେ ସମୟ ହୋଇଥିଲା ?

ଉତ୍ତର- ୧ଟା ବାଜି ୧୭ ମିନିଟ

୫- ନୀଳ ଆର୍ମଷ୍ଟ୍ରଙ୍ଗ ଚାନ୍ଦ ଉପରେ କେତେ ସମୟ ରହିଥିଲେ ?

ଉତ୍ତର- ୬ଘଣ୍ଟା ୩୯ ମିନିଟ

୬- ଆମ୍ବୁଲାନ୍ଶ ଉପରେ ଓଲଟା ନାମ କଣ ଲେଖାଯାଏ ?

ଉତ୍ତର- କାରଣ ଆଗରେ ଗାଡି ଯାଉଥିଲେ ଜାଣି ପାରିବେ

୭- ଭାରତର ମୂଳ ନିବାସୀ କିଏ ଥିଲେ ?

ଉତ୍ତର- ଆମେରିକାନ ବା ଦକ୍ଷିଣ ଆଫ୍ରିକୀୟ

୮- ମଣିଷ ଗୋଟେ ଦିନରେ କେତେ ଲିଟର ପାଣି ପିଇଥାଏ ?

ଉତ୍ତର- ୪ଲିଟର

୯- କେଉଁ ମାସରେ ଅଧିକ ଲୋକ ଜନ୍ମ ନେଇଥାନ୍ତି ?

ଉତ୍ତର- ଅଗଷ୍ଟ

୧୦- ଫଳର ରାଜା କେଉଁ ଫଳକୁ କୁହାଯାଏ ?

ଉତ୍ତର- ଆମ୍ବ

୧୧- ଦୁନିଆରେ କେତେ ପ୍ରତିଶତ ଗଛ ସମୁଦ୍ର ଭିତରେ ରହିଛି ?

ଉତ୍ତର ୮୫%

୧୨- ମଣିଷର ସବୁଠାରୁ ଛୋଟ ହାଡ କେଉଁଠି ଅହି ?

ଉତ୍ତର- କାନ

୧୩- ଭାଲୁ ମୁହଁ ରେ କେତୋଟି ଦାନ୍ତ ଅଛି ?

ଉତ୍ତର- ୪୨ଟି

୧୪- କେଉଁ ମହାଦ୍ବୀପରେ ଆକ୍ଟିଭ ଜ୍ଵାଳାମୁଖୀ ନାହି ?

ଉତ୍ତର- ଅଷ୍ଟ୍ରେଲିୟା

୧୫- ଭାରତରେ ପ୍ରତିବର୍ଷ କେତୋଟି ଇଞ୍ଜିନିୟର ହୋଇଥାନ୍ତି ?

ଉତ୍ତର- ଆମେରିକାରୁ ଦୁଇ ଗୁଣା

୧୬- ତିତିଲି ନିଜର କେଉଁ ଅଙ୍ଗରେ ସ୍ଵାଦ ଜାଣିପାରେ ?

ଉତ୍ତର- ଗୋଡ

୧୭- ପ୍ରଥମ ଥର ଚିନୀ କେଉଁ ଦେଶରେ ହୋଇଥିଲା ?

ଉତ୍ତର- ଭାରତ

୧୮- କପି ଓ ପେଷ୍ଟର ଆବିଷ୍କାର କିଏ କରିଥିଲେ ?

ଉତ୍ତର- ଆମେରିକାର ଲେରୀ ଟେସନର

୧୯- କୋକାକୋଲାର ଅସଲ ରଙ୍ଗ କେମିତି ହୋଇଥାଏ ?

ଉତ୍ତର- ସବୁଜ ରଙ୍ଗ

୨୦- ପ୍ରତିବର୍ଷ କେତେ ମିନିଟ ଏମିତି ଅଛି ଯେଉଁଥିରେ ୬୧ ସେକେଣ୍ଡ ହୋଇଥାଏ ?

ଉତ୍ତର- ୨

୨୧- ଭାରତରେ କେତୋଟି ଦେଶକୁ ସ୍ପାଟୱେୟାର ର ନିର୍ଯ୍ୟାତ କରାଯାଏ ?

ଉତ୍ତର- ୯୦ଟି

୨୨- ବିଲ ଗେଟ୍ଶ ପ୍ରତି ଗୋଟେ ସେକେଣ୍ଡରେ କେତେ ଟଙ୍କା ରୋଜଗାର କରିଥାନ୍ତି ?

ଉତ୍ତର- ୧୨୦୦୦ ଟଙ୍କା

୨୩- ମହାତ୍ମାଗାନ୍ଧୀଙ୍କ ସ୍ତ୍ରୀ ଙ୍କ ନାମ କଣ ଥିଲା ?

ଉତ୍ତର- କସ୍ତୁରବା ଗାନ୍ଧୀ

୨୪- ଗୋଟେ ମଣିଷ ଦିନକୁ କେତେ ଥର ହସିଥାଏ ?

ଉତ୍ତର- ୧୦ ଥର

୨୫- ୟୁଟୁବରେ ଅଧିକ ଟଙ୍କା ରୋଜଗାର କରୁଥିବା ବ୍ୟକ୍ତି କିଏ ?

ଉତ୍ତର- ସୌରଭ ଯୋଶୀ

୨୬- ଭାରତର ପ୍ରଧାନମନ୍ତ୍ରୀ ହେବା ପାଇଁ କେତେ ବୟସ ହେବା ଆବଶ୍ୟକ ?

ଉତ୍ତର- ୨୫ ବର୍ଷ

୨୭- ଏମିତି କେଉଁ ପରିବା ଅଛି ଯେଉଁଥିରେ ତାଲା ଓ ଚାବି ଉଭୟ ଆସିଥାଏ ?

ଉତ୍ତର- ଲୋକି

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button