କରୋନା

ବିଦେଶରୁ ଆସିଥିବା ୧୫ ଲକ୍ଷ ଲୋକଙ୍କର ହୋଇ ନାହିଁ କରୋନା ପାଇଁ ଯାଞ୍ଚ- କହିଲେ କେବିନେଟ ସଚିବ

ଗତ ଦୁଇ ମାସରେ ବିଦେଶରୁ ଆସିଥିବା ଲୋକଙ୍କ କରୋନା ଯାଞ୍ଚ ରେ ବଡ କଥା ସାମ୍ନାକୁ ଆସିଛି, କେବିନେଟ ସଚିବ ରାଜୀବ ଗୋବା ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ପ୍ରମୁଖ ସଚିବ ମାନଙ୍କୁ ଏହା ପତ୍ର ପଠେଇଥିଲେ ଯେ ଗତ ଦୁଇ ମାସରେ ୧୫ ଲକ୍ଷ ଯାତ୍ରି ବିଦେଶରୁ ଭାରତ ଆସିଛନ୍ତି କିନ୍ତୁ ଏହି ସବୁ ଲୋକଙ୍କ କରୋନା ଭାଇରସ ଟେଷ୍ଟ ହୋଇ ନାହିଁ । କରୋନା ଭାଇରସ ଟେଷ୍ଟ ଯେଉଁ ଲୋକଙ୍କର ହୋଇଛି ଓ ପୁରା ଲୋକଙ୍କ ସଂଖ୍ୟା ଠାରୁ ବହୁତ କମ ଅଟେ, ରାଜ୍ୟ ଓ କେନ୍ଦ୍ରପ୍ରଶାସିତ ପ୍ରଦେଶ ଯାଞ୍ଚ ଉପରେ ଗତ ଦୁଇ ମାସ ଧରି ନଜର ରଖା ଯାଇଛି ।

ଗତ ୨୪ ଘଣ୍ଟା ରେ ଭାରତ ରେ କରୋନା ସଂକ୍ରମଣ ୭୫ ନୂଆ ଲୋକ ସାମ୍ନାକୁ ଆସିଛନ୍ତି ଓ ୪ ଲୋକଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି ।

ରାଜୀବ ଗୋବା ଏହା କହିଛନ୍ତି ଯେ ବ୍ଯୁରୋ ଅଫ ଇମିଗ୍ରେସନ ୧୮ ଜାନୁଆରୀ ୨୦୨୦ ଠାରୁ ୨୩ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ରିପୋର୍ଟ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ଠାରୁ ଜମା କରା ଯାଇଛି, ବିଦେଶରୁ ଆସିଥିବା ଲୋକଙ୍କ କରୋନା ଭାଇରସ ଟେଷ୍ଟ ଡିଟେଲ ଅଟେ, ଏହି ରିପୋର୍ଟ ଓ ଭାରତ ଆସିଥିବା ଲୋକଙ୍କ ସଂଖ୍ଯାରେ ବହୁତ ବଡ ଅନ୍ତର ଅଟେ ।

ଏହା ପରେ ସଚିବ ଦ୍ଵାରା କେନ୍ଦ୍ର ସରକାର ଓ ରାଜ୍ୟ ସରକାର କୁ ଏହା କୁହା ଯାଇଛି ଯେ ବାହାରୁ ଆସିଥିବା ଲୋକଙ୍କ କରୋନା ଯାଞ୍ଚ କରନ୍ତୁ, ଏହା ମଧ୍ୟ କୁହା ଯାଇଛି ଯେ ଏହି ଲୋକଙ୍କୁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ନିର୍ଦେଶ ଅନୁଯାଇ ନଜରରେ ରଖିବା ଉଚିତ । ଏହି କାମରେ ଜିଲ୍ଲା ସରକାର ଅଫିସର ଲୋକଙ୍କୁ ମଧ୍ୟ ସାହାଯ୍ୟ ପାଇଁ କୁହା ଯାଇଛି, ଖବର ଏହା ଅଟେ ଯେ ଗତ ଦୁଇ ମାସ ଭିତରେ ୧୫ ଲକ୍ଷ ଲୋକ ବିଦେଶରୁ ଫେରିଛନ୍ତି, ଏହା ପରେ ଏୟରପୋର୍ଟ ଉପରେ ଯାଞ୍ଚ ପାଇଁ ପ୍ରଶ୍ନ ଉଠୁଚି ।

କୁହା ଯାଉଛି ଯେ ଭାଇରସ ସଂକ୍ରମଣ ୧୪ ଦିନରେ ଜଣା ପଡିଥାଏ, ତେବେ ଖବର ଅନୁଯାଇ ଦେଶରେ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ୯୦୦ ଠାରୁ ଅଧିକ ବଢିଯାଇଛି । ଏହି ସଂକ୍ରମଣ ଦ୍ଵାରା ଭାରତର ୨୦ଟି ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଛି, ଏପର୍ଯ୍ୟନ୍ତ ଭାରତରେ ଯେତେ ଲୋକଙ୍କୁ ସଂକ୍ରମଣ ହୋଇଛି ସେ ବାହାରୁ ଆସିଛନ୍ତି ବା ବିଦେଶରୁ ଆସିଥିବା ଲୋକଙ୍କ ସମ୍ପର୍କରେ ରହିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button