ଜୀବନଶୈଳୀ

ଗ୍ଲୋଇଙ୍ଗ ସ୍କିନ ପାଇଁ ଲୁଣ ପାଣି ହୋଇଥାଏ ବହୁତ ଲାଭକାରୀ, ଆସନ୍ତୁ ଜାଣିବା କେମିତି କରିବା ବ୍ୟବହାର

ଲୁଣ ପାଣି ପିବା ପାଇଁ ଭଲ ଲାଗେ ନାହିଁ କିନ୍ତୁ ଏହା ତ୍ଵଚା ପାଇଁ ବହୁତ ଲାଭକାରୀ ହୋଇଥାଏ, ଲୁଣ ପାଣି ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ, ସୁନ୍ଦରତା ମଧ୍ୟ ବଢେଇବା ପାଇଁ ସାହାଜ୍ଯ କରିଥାଏ । ଲୁଣ ପାଣି ତ୍ଵଚା ସୁନ୍ଦର କରିଥାଏ କାହିଁକିନା ଏଥିରେ ଲୁଣ ଭାଗ ଅଧିକ ହୋଇଥାଏ, ସେଥିପାଇଁ ଏହା ସ୍କିନ ଗ୍ଲୋଇଙ୍ଗ ବନେଇଥାଏ, ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ସମୁଦ୍ର ପାଣି ସୁନ୍ଦରତା ବଢେଇବା ପାଇଁ ସାହାଜ୍ଯ କରିଥାଏ ।

ଲୁଣ ପାଣି ଶରୀରରେ ସୁଗାର ଲେବଲ କଣ୍ଟ୍ରଲ କରିବା ପାଇଁ ସାହାଜ୍ଯ କରିଥାଏ, ଏହି ଲୁଣ ଚୁଟି ଏବଂ ତ୍ଵଚା ସୁନ୍ଦର ରଖିବା ପାଇଁ ବହୁତ ସାହାଜ୍ଯ କାରୀ ହୋଇଥାନ୍ତି ।

ଲୁଣ ପାଣି ରେ କେତେ ପ୍ରକାର ମିନିରଲ୍ସ ହୋଇଥାନ୍ତି ଯେମିତିକି କେଲସିଆମ, ସିଲିକାନ, ସୋଡିଅମ ଏଥିରେ ଅଧିକ ମାତ୍ରା ରେ ହୋଇଥାନ୍ତି, ଯାହା ତ୍ଵଚଗା ଏବଂ ଚୁଟି ପାଇଁ ଲାଭକାରୀ ଅଟନ୍ତି, ତେବେ ଆସନ୍ତୁ ଜାଣିବା ଲୁଣ ଦ୍ଵାରା ସୁନ୍ଦରତା କେମିତି ବଢେଇବା ।

ପିମ୍ପଲ ଗାୟବ ହୋଇଥାନ୍ତି :

ଲୁଣ ପାଣି ବହୁତ ପ୍ରକାର ତ୍ଵଚା ଅସୁବିଧା ଦୂର କରିଥାନ୍ତି, ଯଦି ଆପଣଙ୍କ ପିମ୍ପଲ କାମୁ ନାହିଁ ତେବେ ଆପଣ ଅଧା କପ ପାଣି ରେ ଗୋଟେ ଚାମଚ ସମୁଦ୍ର ଲୁଣ ମିଶେଇ ନିଅନ୍ତୁ, ଏହି ଲୁଣ ପାଣି କୁ ପିମ୍ପ୍ଲ ଉପରେ ତୁଳା ଦ୍ଵାରା ଲଗାନ୍ତୁ ଏବଂ ସୁଖିବା ପାଇଁ ଛାଡି ଦିଅନ୍ତୁ, ଏହା ଶୁଖିଲା ପରେ ଏହାକୁ ଧୋଇ ନିଅନ୍ତୁ । ପ୍ରତିଦିନ ଏହି ପରି କଲେ ଦୁଇ ତିନି ଦିନରେ ପିମ୍ପଲ କମ ହବା ଆରମ୍ଭ ହୋଇଯାନ୍ତି ଓ ଆପଣଙ୍କ ତ୍ଵଚା ଚମକିବା ଆରମ୍ଭ ହୋଇଥାଏ ।

ଏକ୍ସଫାଲିଏସନ ରେ ଲାଭକାରୀ ହୋଇଥାଏ :

ଲୁଣ ପାଣି ତ୍ଵଚା ଉପରେ ରହିଥିବା ମୃତ କୋଶୀକା ଗୁଡିକ ବାହାର କରିବା ପାଇଁ ମଧ୍ୟ ସାହାଜ୍ଯ କରି ଥାନ୍ତି, ତେବେ ଏହା ସମସ୍ତେ ଜାଣିଛନ୍ତି ଯେ ଲୁଣ ଟିକେ ରଫ ହୋଇଥାଏ ଯଦି ଅଳପ ଲୁଣ ପାଣିରେ ଭେଦେଇ ଶରୀର ଉପରେ ରଗଡି ଥାନ୍ତି ତେବେ ଏହା ଦ୍ଵାରା ସବୁ ପ୍ରକାର ଅସନା ବାହାରି ଯାଇଥାଏ ଓ ତ୍ଵଚା ସୁନ୍ଦର ହୋଇଥାଏ । ଲୁଣ ପାଣି ରେ ଏକ୍ସଫାଲିଏଟ କରିବା ଦ୍ଵାରା ଆପଣଙ୍କ ଗୋଡ ସୁନ୍ଦର ଏବଂ ସଫା ହୋଇଥାଏ, କେବଳ ଏତିକି ନୁହ ଲୁଣ ପାଣି ରେ ଗୋଡ ରଖିବା ଦ୍ଵାରା ଆପଣଙ୍କ ଥକା ଶରୀରକୁ ମଧ୍ୟ ଆରାମ ମିଳିଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button