କରୋନା

ଶାସ୍ତ୍ର : କଳିଯୁଗର ଏହି ପାପ କାରଣରୁ ହୋଇଛି କରୋନା, କଣ ଏହା ଅଟେ ଦୁନିଆର ଅନ୍ତ?

ପୁରା ଦୁନିଆରେ କରୋନା ଭାଇରସ ଦ୍ଵାରା ହାହାକାର ରହିଛି, ଏମିତି ସ୍ଥିତି ରେ ବହୁତ ଲୋକଙ୍କ ମନରେ ଏହି ପ୍ରଶ୍ନ ଆସୁଛି ଯେ କଣ ହିନ୍ଦୁ ଧର୍ମ ଶାସ୍ତ୍ର ଦ୍ଵାରା କରା ଯାଇଥିବା ଭବିଷ୍ୟବାଣୀ ଅନୁଯାଇ କଳିଯୁଗ ଅନ୍ତ ସମୟ ନିକଟ ଅଟେ, କାହିଁକିନା ସୋଶିଅଲ ମିଡିଆ ଉପରେ ବହୁତ ଜ୍ୟୋତିଷ ଜାଣିଥିବା ବ୍ୟକ୍ତି ଏହା ଦାବା କରୁଛନ୍ତି ଯେ ଆଜି ଠାରୁ ଦଶ ହଜାର ବର୍ଷ ଆଗରୁ ହିନ୍ଦୁ ଧର୍ମଗ୍ରନ୍ଥ ରେ ଏହି କଥା ବର୍ଣନ କରିବାର ପ୍ରାପ୍ତ ହୋଇଛି, ପୂର୍ବ ଦେଶରୁ କୌଣସି ମହାମାରୀ ଜନ୍ମ ହବ ଯାହା ପୁରା ବିଶ୍ଵରେ ସମସ୍ୟା ଉତପନ କରିବ ।

କିନ୍ତୁ ଆପଣମାନଙ୍କୁ ଏମିତିକା ପୋସ୍ତ ଦେଖି ଡରିବା ଉଚିତ ନୁହ ଆଜି ଆମେ ଆପଣଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଉତ୍ତର ନେଇକି ଆସିଛୁ । ଆମେ ଆପଣମାନଙ୍କୁ ଏହା କହିଦବାକୁ ଚାହୁଁଛୁ ଯେ ସୋଶିଅଲମିଡିଆ ରେ ବହୁତ ଜ୍ୟୋତିଷଙ୍କ ଭିଡିଓ ଭାଇରାଲ ହୋଇଛି, ତେବେ ଜ୍ୟୋତିଷ ଏହା ଜୋର ଦେଇ କହୁଛନ୍ତି ଯେ ଯାହା ଘଟୁ ଅଛି ତାହା ହିନ୍ଦୁ ଶାସ୍ତ୍ର ଗ୍ରନ୍ଥ ରୁ ଗୋଟେ ନାରଦ ସଂହିତା ରେ ଆଜି ଠାରୁ ଦଶ ହଜାର ବର୍ଷ ଆଗରୁ ଲେଖା ହୋଇଛି ଭାରତ ପୂର୍ବ ଦିଶାରୁ କୌଣସି ଦେଶରୁ ଏହି ମହାମାରୀ ଆରମ୍ଭ ହବ ଯାହା ଦ୍ଵାରା ପୁରା ଦୁନିଆ ନଷ୍ଟ ହୋଇଯିବ, କିଛି ଲୋକ ଏହାକୁ କଳିଯୁଗ ଅନ୍ତ ବୋଲି କହୁଛନ୍ତି ।

ତେବେ ଆମେ ଆପଣଙ୍କୁ ଏହା କହିବା ପାଇଁ ଚାହୁଁଛୁ ଯେ ହିନ୍ଦୁ ଶାସ୍ତ୍ର ଅନୁଯାଇ କଲି ଯୁଗ ଅନ୍ତ ହବା ପାଇଁ ଏବେ ବହୁତ ସମୟ ସେସ ଅଟେ, କାହିଁକିନା ବ୍ରମହ୍ ପୁରାଣ ଅନୁଯାଇ କଲିଯୁଗ କାଳ ୪,୩୨,୦୦୦ ବର୍ଷ ଲମ୍ବା ଅଟେ, ବର୍ତମାନ କଳିଯୁଗ ପ୍ରଥମ ଚରଣ ଚାଲିଛି, ଏମିତି ମାନ୍ୟତା ଅଛି ଯେ କଳିଯୁଗ ପ୍ରାରମ୍ଭ ୩୧୦୨ ଇଶା ପୂର୍ବ ଠାରୁ ହୋଇଥିଲା, ଏହାର ଅର୍ଥ କଳିଯୁଗ ଏବେ ପର୍ଯ୍ୟନ୍ତ କେବଳ ୫୧୨୦ ବର୍ଷ ଯାଇଛି ଏବଂ ୪,୨୬,୮୮୦ ବର୍ଷ ଏବେ ମଧ୍ୟ ଏହି ଯୁଗରେ ବାକି ଅଛି ।

ପରନ୍ତୁ କଳିଯୁଗ ଅନ୍ତ କି ଭଳି ହବ ଏହାର ମଧ୍ୟ ବର୍ଣନ ବ୍ରମହ୍ ପୁରାଣ ରେ କରା ଯାଇଛି, ବ୍ରମହ୍ ପୁରାଣ ଅନୁଯାଇ କଲିଯୁଗ ଅନ୍ତ ରେ ମଣିଷଆୟୁ କେବଳ ୧୨ ବର୍ଷ ହୋଇବ, ଏହି ସମୟ ଲୋକଙ୍କ ମନରେ ଦ୍ଵେଷ ଏବଂ ଦୁର୍ଭାବନା ଉତପନ ହବ, କଳିଯୁଗ ବୟସ ଯେମିତି ଯେମିତି ବଢିବାକୁ ଲାଗିବ ସେମିତି ସେମିତି ନଦି, ପୋଖରୀ ଶୁଖିବାକୁ ଲାଗିବେ । ବେଇମାଣ ଏବଂ ଅନ୍ୟ ଧନ ମାରି ଖାଉଥିବା ଲୋକ ବଢିବାକୁ ଲାଗିବେ, ଟଙ୍କା ଲୋଭ ରେ ମଣିଷ କାହା ହତ୍ୟା କରିବା ପାଇଁ ମଧ୍ୟ ସଙ୍କୋଚ କରିବେ ନାହିଁ, ମଣିଷ ପୂଜା-ପର୍ବ, ବ୍ରତ ଉପବାସ ଏବଂ ସବୁ ପ୍ରକାର ଧାର୍ମିକ କାର୍ଯ୍ୟ କରିବା ଛାଡି ଦେବେ, ଗାଈ ଖିର ଦବା ଛାଡି ଡାବ, ମାନବତା ସମାପ୍ତ ହୋଇଯିବ, ଝିଅମାନେ ଜମା ବି ସୁରକ୍ଷିତ ରହିବେ ନାହିଁ, ତାଙ୍କର ନିଜ ଘରେ ଶୋଷଣ ହବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button