ମନୋରଞ୍ଜନ

କିଛି ମଜାଦାର ପହେଲି, ଦେଖିବା ଆପଣ ଏହାର ଉତ୍ତର ଦେଇ ପାରୁଛନ୍ତି କି ନାହିଁ?

ଗୋଟେ ଚୋର ଚୋରୀ କରି କାରରେ ଫେରାର ହେଉଥିଲା ଠିକ ସେହି ସମୟରେ ପୋଲିସ ତା ପିଛା କଲା କିନ୍ତୁ ହଟାତ ଗୋଟେ ବର୍ଫ ପାହାଡ ତଳେ ଚୋର ଏବଂ ପୋଲିସ ଦୁହିଙ୍କ ଗାଡି ଫଶୀ ଗଲା ଏହି ସୁଯୋଗ ଲାଭ ଉଠେଇ ଚୋର ପାଖ ଗାଁ ଘରେ ପଶି ଗଲା ଓ ପୋଲିସ ବାହାରିବା ପରେ ଚୋର ଫେରାର ଥିଲା କିନ୍ତୁ କଣ ଆପଣ ଗୋଡ ଚିହ୍ନ ଦେଖି ଏହା କହି ପାରିବେ ଯେ ଚୋର କେଉଁ ଘରେ ପଶିଥିବ ।

Image Courtesy: Google

ଚିନ୍ତା କରନ୍ତୁ ଉତ୍ତର ଆପଣଙ୍କ ଆଖି ସାମ୍ନାରେ ଅଛି, ଏଠାରେ ୪ଟି ଘରେ ଯିବାର ଚିହ୍ନ ଅଛି କିନ୍ତୁ କେବଳ ଘର A ରେ ଚିହ୍ନ ଝରକା ବାଟରେ ଯାଇଛି ଏହାର ଅର୍ଥ ଚୋର ଏ ଘରେ ଅଛି କାହିଁକିନା ଅନ୍ୟ ସବୁ ଘରେ କବାଟ ପାଖରେ ଚିହ୍ନ ଅଛି ତେବେ ବୁଝି ପାରିଲେ ଆପଣଙ୍କୁ କଣ କରିବାକୁ ହବ ଆସନ୍ତୁ ଏମିତି ଆହୁରି କିଛି ପ୍ରହେଳିକା ସମାଧାନ କରିବା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button