ଶିକ୍ଷା

ଜାଣନ୍ତୁ କିଛି ଜଣା ଅଜଣା Full Form, କଣ ଆପଣ ଜାଣିଛନ୍ତି OK ର ଫୁଲ୍ ଫର୍ମ କଣ ? ଏହା ସହ ଆହୁରି 10+ GK Quiz

ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣ ମାନଙ୍କୁ କିଛି ଏଭଳି ପ୍ରଶ୍ନ ଉତ୍ତର ଜଣାଇବା ପାଇଁ ଯାଉଛୁ ଯେଉଁ ପ୍ରଶ୍ନ ପାଇଁ ଆପଣଙ୍କ ଜ୍ଞାନର ବିକଶିତ ହେବା ସହ ଆପଣଙ୍କ ପିଲା ମାନଙ୍କ ଜ୍ଞାନ ମଧ୍ୟ ଆପଣ ମାନେ ବୃଦ୍ଧି କରାଇ ପାରିବେ । ଏହା ସହତି ଆପଣ ଅନେକ ବଡ ବଡ ପରୀକ୍ଷାରେ ମଧ୍ୟ ଜାଣି ନ ଥିବା ଏହି ଛୋଟ ଛୋଟ ପ୍ରଶ୍ନର ଉତ୍ତର ଦେଇ ଉତ୍ତୀର୍ଣ୍ଣ ହୋଇ ପାରିବେ ।

ଆପଣ ମାନଙ୍କୁ କିଛି ସମୟରେ ଏଭଳି ପ୍ରଶ୍ନର ସାମ୍ନା କରିବାକୁ ପଡିଥିବ ଯାହାର ଅର୍ଥ ଆପଣଙ୍କ ମନରେ କିଛି ଆସୁଥିବ କିନ୍ତୁ ପ୍ରକୃତ ଅର୍ଥ ବହୁତ ହିଁ ସହଜ ହୋଇଥିବ । ତାହାର ଉତ୍ତର ଜାଣିବା ଆପଣ ବହୁତ ପ୍ରଚେଷ୍ଟା କରନ୍ତି କିନ୍ତୁ ଶେଷରେ ଭୁଲ ଉତ୍ତର ଦେଇ ନିଜର ଜ୍ଞାନ ହାନୀ କରାଇଥାନ୍ତି । ତେଣୁ ଆଜି ଆମେ ଆପଣ ମାନଙ୍କୁ କିଛି ମଜ୍ଦାର ପ୍ରଶ୍ନର ଉତ୍ତର ଜଣାଇବୁ ଯାହା ଆପଣ ମାନଙ୍କ ଜ୍ଞାନର ଇନ୍ଦ୍ରିୟକୁ କେନ୍ଦ୍ରୀଭୂତ କରିବାରେ ସାହାର୍ଯ୍ୟ କରିବ । ତେବେ ଆଉ ଡେରି ନ କରି ଆସନ୍ତୁ ଜାଣିବା ।

୧- SMS ର ଫୁଲ ଫର୍ମ କଣ ?

ଉତ୍ତର- ସର୍ଟ ମ୍ଯାସେଜ ସର୍ଭିସ

୨- MMS ର ଫୁଲ ଫର୍ମ କଣ ?

ଉତ୍ତର- ମଲ୍ଟି ମିଡିଆ ମ୍ଯାସେଜିଙ୍ଗ ସର୍ଭିସ ।

୩- ATM ର ଫୁଲ ଫର୍ମ କଣ ?

ଉତ୍ତର- ଅଟୋମେଟେଡ ଟେଲର ମେସିନ ।

୪- WI-FI ର ଫୁଲ ଫର୍ମ କଣ ?

ଉତ୍ତର- ୱାୟାର ଲେସ ଫିଡିଲିଟି ।

୫- OTP ର ଫୁଲ ଫର୍ମ କଣ ?

ଉତ୍ତର- ୱାନ ଟାଇମ ପାସ ୱାର୍ଡ ।

୬- NEWS ର ଫୁଲ ଫର୍ମ କଣ ?

ଉତ୍ତର- ନର୍ଥ ଇଷ୍ଟ ୱେଷ୍ଟ ସାଉଥ ।

୭- SIM ର ଫୁଲ ଫର୍ମ କଣ ?

ଉତ୍ତର- ସବସ୍କ୍ରାଇବ ଆଇଡେଣ୍ଟିଫିକେସନ ମୋଡଲ ।

୮- PAN ର ଫୁଲ ଫର୍ମ କଣ ?

ଉତ୍ତର- ପରମାନେଣ୍ଟ ଆକାଉଣ୍ଟ ନମ୍ବର ।

୯- GOOGLE ର ଫୁଲ ଫର୍ମ କଣ ?

ଉତ୍ତର- ଗ୍ଲୋବାଲ ଅର୍ଗାନେସନ ଅଫ ଓରିଏନ୍ଟେଡ ଗ୍ରୁପ ଲାଙ୍ଗୁଏଜ ଅଫ ଆର୍ଥ ।

୧୦- KYC ର ଫୁଲ ଫର୍ମ କଣ ?

ଉତ୍ତର- ନୋ ୟୋର କଷ୍ଟମର ।

୧୧- OK ର ଫୁଲ ଫର୍ମ କଣ ?

ଉତ୍ତର- ଅଲ କରେକ୍ଟ ।

୧୨- BYE ର ଫୁଲ ଫର୍ମ କଣ ?

ଉତ୍ତର- ବି ୱୀଥ ୟୁ ଏଭରି ଟାଇମ ।

୧୩- WWW ର ଫୁଲ ଫର୍ମ କଣ ?

ଉତ୍ତର- ୱାର୍ଲ୍ଡ ୱାଇଡ ୱେବ ।

୧୪- PIN ବା ଡାକଘର ର ଫୁଲ ଫର୍ମ କଣ ?

ଉତ୍ତର- ପୋଷ୍ଟାଲ ଇଣ୍ଡେକ୍ସ ନମ୍ବର ।

Related Articles

Leave a Reply

Your email address will not be published. Required fields are marked *

Back to top button