ମନୋରଞ୍ଜନ

ସେ ରେପ୍ ସିନ ବେଳେ ହିରୋଇନ ଥିଲେ Jaya ମ୍ୟାଡ଼ାମ, ଥରେ ସେ ସିନ ବେଳେ ସତରେ… ଦେଖନ୍ତୁ Asit Patiଙ୍କ Exclusive ଇଣ୍ଟରଭିୟୁ

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଆଜି ଆମେ ଆପଣ ମାନଙ୍କୁ ଏମିତି ଜଣେ ବରିଷ୍ଠ କଳାକାର ଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଇଣ୍ଡଷ୍ଟ୍ରି ଆରମ୍ଭରୁ ରହି ଆସିଛନ୍ତି ଆଉ ନିଜର ଅଭିନୟ ଜାରି ରଖିଛନ୍ତି । 70-80 ଦଶକର ଏହି କଳାକାର ଜଣକ ଆଜି ବି ନିଜର ଲୋକପ୍ରିୟତା ଜାରି ରଖିଛନ୍ତି ।

ତେବେ ଦର୍ଶକ ବନ୍ଧୁ ଏହି ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଅସିତ ପତି । ଆପଣ ମାନେ ସମସ୍ତେ ଅସିତ ପତିଙ୍କୁ ଅନେକ ଓଡିଆ ଫିଲ୍ମରେ ଦେଖି ଥିବେ । ସେ ଓଲିଉଡ ଜଗତରେ ନିଜର ଅଭିନ ମାଧ୍ୟମରେ ଖୁବ ସୁନାମ ଅର୍ଜନ କରିଛନ୍ତି । ତେବେ ଅସିତ ଅନେକ ଫିଲ୍ମରେ ଖଳନାୟକ ଭୂମିକାରେ ଅଭିନୟ କରିବାର ନଜରା ଆସିଛନ୍ତି ।

ଆଉ ତାଙ୍କୁ ଖଳନାୟକ ଭୂମିକାରେ ଦେଖିବାକୁ ଦର୍ଶକ ମାନେ ବେସ ପସନ୍ଦ ମଧ୍ୟ କରିଛନ୍ତି । ଗତ କିଛି ସମୟ ହେବ ଅସିତ ପତିଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ନେଇ ଖୁବ ଚର୍ଚ୍ଚା ଜୋର ଧରିଛି । ଏହି ଭିଡିଓରେ ଅସିତ ପତି ଓଡିଆ ଅଭିନେତ୍ରୀ ଜୟାଙ୍କ ବିଷୟରେ କହୁଛନ୍ତି । ତା ହେଲେ ବନ୍ଧୁଗଣ ଆଉ ଡେରି ନ କରି ଆସନ୍ତୁ ଜାଣିବା ଏହା ବିଷୟରେ ।

ଅସିତ ଏହି ସାକ୍ଷାତ୍କାରରେ କହୁଛନ୍ତି ” ମୁଁ ଯେବେ କେବେ ଅଭିନୟ କରିବି ତାହା ଚିନ୍ତା କରିନ ଥିଲି । କିନ୍ତୁ ଉପରବାଲାର କଣ ହେଲା କଣ ନାହି କିନ୍ତୁ ଅଭିନୟକୁ ମୁଁ ଟାଣି ହେଇକି ଚାଲି ଆସିଲି । ହାକିମ ବାବୁ ଫିଲ୍ମରେ ହିରୋ ଥିଲେ ଅଜିତ ଦାସ, ବିଜୟ ଭାଇ, ହିରୋଇନ ଥିଲେ ଜୟା ମ୍ୟାଡମ ଆଉ ମୁଁ ଭିଲିଆନ ଥିଲି । ସେହି ଫିଲ୍ମରେ ଗୋଟେ ରେପ ସିନ୍ ଥିଲା ।

ଯେଉଁ ରେପ ସିନ୍ ଆମେ ଆରମ୍ଭ କଲୁ ଦିନ ସାଢେ 3 ଟା 4 ଟାରେ ହେଲେ ଡାଇରେକ୍ଟର ରେଡି କଲା ବେଳୁ ସନ୍ଧ୍ୟା ହେଇ ଗଲା । ଆଉ ସନ୍ଧ୍ୟା ବେଳେ ଯେବେ ଆରମ୍ଭ ହେଲା ଆରମ୍ଭ ହେଲା ପରେ ରାତି 12 ଟା 1 ଟା ହେଇ ଗଲା । ସେତେବେଳେ ମୁଁ ରେପ ସିନ୍ ଆରମ୍ଭ କଲି ଆଉ ରେପ୍ କଲା ବେଳେ ଯେଉଁ ସବୁ ଫେଷିୟାଲ ଏକ୍ସପ୍ରେସନ ଦରକାର ଥିଲା ତାକୁ ରିହଲସେଲ କରା ଯାଇଥିଲା ।

ଡାଇରେକ୍ଟର ପ୍ରଣବ ବାବୁ କିଛି ସର୍ଟ ଟେକିଂ ଦେଇ ଥିଲେ ଆଉ ସେ ସର୍ଟ ଦେଖି ଜୟା ମ୍ୟାଡମ ସେନ୍ସ ଲେସ ହୋଇ ଯାଇଥିଲେ । ପୁଣି ଶୁଟିଙ୍ଗ ବନ୍ଦ ହେଇଗଲା । ତା ପରେ ତାଙ୍କୁ ଉଠାଇକି କଫି ପିଏଇଲେ ପୁଣି ସେ ସେନ୍ସ ଲେସ ହୋଇ ଯାଇଥିଲେ । କିନ୍ତୁ କିଛି ସମୟ ପରେ ସବୁ ଠିକ ହୋଇଯାଇଥିଲା ଆଉ ତା ପରେ ପୁଣି ଶୁଟିଙ୍ଗ ଆରମ୍ଭ ହେଇଗଲା’ ।

Related Articles

Leave a Reply

Your email address will not be published. Required fields are marked *

Back to top button