ଧର୍ମ

ଶାସ୍ତ୍ର ରେ କୁହା ହୋଇଛି, ଧନ କୁ କେବେ ଅଟକେଇକି ରଖିବା କଥା ନୁହେଁ- ଏହା ଦ୍ଵାରା ମା ଲକ୍ଷ୍ମୀ ହୋଇଥାନ୍ତି ଅସନ୍ତୁଷ୍ଟ

ଯଦି ଆପଣ ଚାହାଁନ୍ତି କି ଆପଣଙ୍କ ଧନ ରେ ବୃଦ୍ଧି ହେଉ ଏବଂ ଆପଣ ସୁଖ ରେ ଜୀବନ ବ୍ୟତୀତ କରନ୍ତୁ ତାହେଲେ ଏହି ଦୁଇଟି କଥା ସବୁବେଳେ ମନେ ରଖନ୍ତୁ କାହିଁକିନା ଯିଏ ଏହି କଥା କୁ ମନେ ରଖେ ନାହିଁ ଏବଂ ନିଜ ଧନ କୁ ସମ୍ଭାଳିକି ରଖିବାକୁ ଚେଷ୍ଟା କରେ ତା ଧନ କେଉଁ ନା କେଉଁ ବାଟ ରେ ଖର୍ଚ୍ଚ ହୋଇଥାଏ । ଆସନ୍ତୁ ଜାଣିବା ଏହି କଥା ଗୁଡିକ

ଗୋଟେ ଶ୍ଳୋକରେ ଲେଖା ହୋଇଛି :-

ଦାନଂ ଭୋଗୋ ନାଶସ୍ତିସ୍ତ୍ରୋ ଗତୟୋ ଭବନ୍ତି ବିତ୍ତସ୍ଯ। ଯୋ ନ ଦଦାତି ନ ଭୁଙ୍କ୍ତେ ତସ୍ୟ ତୃତୀୟା ଗତିର୍ଭବତି॥

ଏହା ମାନେ ଧନ ର ତିନୋଟି ଗତି ହୋଇଥାଏ ଏବଂ ଯିଏ ଏହି ଅନୁସାରେ କାମ କରେ ନାହିଁ ତାଙ୍କ ଧନ ର ବିନାଶ ହୋଇଥାଏ ।

ଶାସ୍ତ୍ରରେ ଲେଖା ହୋଇଛି ମା ଲକ୍ଷ୍ମୀଙ୍କ ସ୍ଵଭାବ ଚଞ୍ଚଳ ଥାଏ ସେଥିପାଇଁ ତାଙ୍କୁ କେବେ ଅଟକେଇକି ରଖିବା ଉଚିତ ନୁହେଁ ଓ କେବେ ଭୁଲ ରେ ବି ଅଟକେଇକି ରଖନ୍ତୁ ନାହିଁ । ଧନ କୁ ନଷ୍ଟ ହବାରୁ ବଞ୍ଚେଇବା ପାଇଁ ଦୁଇଟି ଉପାୟ ଅଛି ଯେତେ ପାରୁଛନ୍ତି ଧନ କୁ ଦାନ ଦକ୍ଷିଣା ରେ ଦିଅନ୍ତୁ ନଚେତ ଯଦି ଏମିତି କରୁନାହାଁନ୍ତି ତାହେଲେ ନିଜ ସୁଖ ପାଇଁ ଉପଯୋଗ କରନ୍ତୁ ।

ଯେଉଁ ଲୋକଙ୍କ ପାଖରେ ବହୁତ ଗୁଡାଏ ଧନ ହୋଇଥାଏ କିନ୍ତୁ ସେ ସେହାକୁ ଦାନ ଧର୍ମ ରେ ଖର୍ଚ କରନ୍ତି ନାହିଁ, ସେହି ଲୋକଙ୍କ ଧନ ଏଭଳି ଭାବ ରେ ନଷ୍ଟ ହୋଇଥାଏ ଯାହା କେବେ ବି ସେ ଉପଯୋଗ କରି ପାରନ୍ତି ନାହିଁ, ସେଥିପାଇଁ ଧନ କୁ ସଠିକ କାର୍ଯ୍ୟ ରେ ଉପଯୋଗ କରନ୍ତୁ ଏବଂ ଧନ କୁ ଭଲ କାମରେ ଲଗାନ୍ତୁ ଏଭଳି କଲେ ଧନ ରେ ବୃଦ୍ଧି ହୋଇଥାଏ କିନ୍ତୁ କେବେ ଧନକୁ ଅଟକେଇକି ରଖିବାକୁ ଚେଷ୍ଟା କରନ୍ତୁ ନାହିଁ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button