କାହାର ନାମ ଭାବି କୌଣସି ଗୋଟେ କଳସ ବାଛନ୍ତୁ ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି- Love Quiz

ନମସ୍କାର ବନ୍ଧୁଗଣ ତେବେ ଆଜି ଆମେ ଆପଣଙ୍କ ପାଇଁ ଏକ ରିଡିଙ୍ଗ କରିବା ଭଳି ଗେମ ନେଇ ଆସିଛୁ । ଏଥିରେ ଆପଣଙ୍କୁ ଯେ କୌଣସି ଗୋଟିଏ କାର୍ଡ ଚୁଜ କରିବାକୁ ହେବ । ଏହା ପରେ ଆପଣ ଜାଣିପାରିବେ ଆପଣଙ୍କ ବିଷୟରେ ସେ କଣ ଭାବୁଛନ୍ତି । ଆପଣ ଯାହା ନାଁ ନେଇ ଏହି କାର୍ଡ ମଧ୍ୟରୁ ଯେ କୌଣସି ଗୋଟେ କାର୍ଡ ଚୁଜ କରନ୍ତୁ । ଦେଖିବା ସେ ଆପଣଙ୍କ ବିଷୟରେ କଣ ଭାବୁଛନ୍ତି ।
୧- ଆପଣ ପ୍ରଥମ ନମ୍ବର ଯାହା ନାଁ ଭାବି ଚୁଜ କରିଛନ୍ତି ତେବେ ସେ ଆପଣଙ୍କୁ ଏବେ ବୁଝିପାରି ନାହାନ୍ତି । ସେ କନଫିୟୁଜ ହେଉଛନ୍ତି ଆପଣଙ୍କୁ ନେଇ । କେବେ ସେ ଆପଣଙ୍କୁ ଭଲ ଭାବୁଛନ୍ତି ତ ଆଉ କେବେ ଆପଣଙ୍କୁ ଭୁଲ ଭାବୁଛନ୍ତି । ସେ ଆପଣଙ୍କୁ ତାଙ୍କ ଠାରୁ କେବେ ମହାନ ଭାବୁଛନ୍ତି ତ ଆଉ କେବେ ଆପଣଙ୍କୁ ନିଜ ଠାରୁ ନିଚ୍ଚା ଥିବାର ମନେ କରୁଛନ୍ତି । ତାଙ୍କର ଅନୁଭୂତି ଏମିତି କିଛି ରହିଛି କି ସେ ଆପଣଙ୍କୁ ଠିକ ଭାବେ ବୁଝିପାରୁ ନାହାନ୍ତି । ସେ ଯେବେ ଆପଣଙ୍କୁ ସହ ମିଶି ଯାଉଛନ୍ତି ଆପଣଙ୍କୁ ଭଲ ଭାବୁଛନ୍ତି । ଯେବେ ଦୂରେଇ ଯାଉଛନ୍ତି ସେ ଭାବୁଛନ୍ତି ଆପଣ ଠିକ ମଣିଷ ନୁହନ୍ତି ।
୨- ଆପଣ ଯାହାର ବି ନାଁ ଭାବି ଏହି ଦ୍ଵିତୀୟ ନମ୍ବର ଚୁଜ କରିଛନ୍ତି ସେ ଆପଣଙ୍କୁ ଭାବୁଛନ୍ତି ଆପଣ ବହୁତ ମେହନତ କରୁଛନ୍ତି । ବହୁତ କାମ କରୁଛନ୍ତି ଆଉ ଚିନ୍ତା ରେ ମଧ୍ୟ ରହୁଛନ୍ତି । ଜୀବନରେ ଆପଣ ବହୁତ ଦୁଖ ଦେଖିଛନ୍ତି ଆପଣଙ୍କୁ ଜୀବରେ କେବେ ଖୁସି ମିଳି ନାହି ବୋଲି ସେ ଆପଣଙ୍କ ବିଷୟରେ ଭାବୁଛନ୍ତି । ଆପଣ ଜୀବନକୁ ସର୍ବଦା ବୋଝ ଭାବେ ନେଇଥାନ୍ତି ବୋଲି ସେ ଭାବୁଛନ୍ତି ।
ସେ ଆପଣଙ୍କୁ ବୁଝାଇବାକୁ ଚାହୁଁଛନ୍ତି ଆପଣ ଜୀବନକୁ ଯେତେ ବୋଝ ଭାବୁଛନ୍ତି ଏତେ ବି ବୋଝ ନୁହେଁ । ଆପଣଙ୍କୁ ସବୁବେଳେ ବାଲାନ୍ସ ରଖିବାର ଜରୁରତ ରହିଛି । ଘର ପରିବାରରେ ଆପଣଙ୍କ ବିବାଦ ଲାଗି ରହିଥାଏ । ଏହି ସବୁ ସମସ୍ଯା ଭିତରେ ଆପଣ ନିଜର ଧ୍ୟାନ ରଖିପାରୁ ନାହାନ୍ତି ବୋଲି ସେ ଭାବୁଛନ୍ତି ।
୩- ଯଦି ଆପଣ ତୃତୀୟ ନମ୍ବର କାର୍ଡ ଚୟନ କରିଛନ୍ତି ତେବେ ଆପଣ ଯଦି ଲଭରଙ୍କ ପାଇଁ ଚୟନ କରିଛନ୍ତି ତେବେ ବହୁତ ପଜେଟିଭ ଏନର୍ଜି ରହିଛି । ଆପଣଙ୍କ ଲଭର କେବେ ବି ଆପଣଙ୍କ ହାତ ଛାଡିବେ ନାହି । ସେ ଆପଣଙ୍କର ସବୁ ଦୁଖ ନେଇ ସବୁ ଖୁସି ଆପଣଙ୍କ ପାଦ ତଳେ ଓଜାଡି ଦେବାକୁ ଚାହୁଁଛନ୍ତି । ଆପଣଙ୍କ ପାଇଁ ତାଙ୍କ ମନରେ ପଜେଟିଭ ଚିନ୍ତାଧାରା ରହିଛି । ଯଦି ବନ୍ଧୁ ପାଇଁ ଚୟନ କରିଛନ୍ତି ତେବେ ସେ ମଧ୍ୟ ଆପଣଙ୍କର ସାଥ ଜୀବନ ସାରା ଦେବେ । ସଚ୍ଚା ବନ୍ଧୁ ବା ଲାଭ ହୋଇ ପାରନ୍ତି ।