Odia Gk- ମୁଁ ସବୁଜ ମୋ ଛୁଆ କଳା, ଲୋକମାନେ ମୋତେ ଛାଡି ମୋ ଛୁଆକୁ ଖାଇଥାନ୍ତି, ତେବେ କୁହନ୍ତୁ ମୁଁ କିଏ ?

ନମସ୍କାର ବନ୍ଧୁଗଣ ତେବେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ମଜାଳିଆ ଏବଂ ଜଣା ଅଜଣା ପ୍ରଶ୍ନ ଉତ୍ତର ଏହା ଦ୍ୱାରା ଆପଣ ନିଜ ବୁଦ୍ଧି ର ବିକାଶ କରିବା ସହ ଆପଣଙ୍କୁ ଅନେକ ମଜା ବି ଲାଗିବ। ଆପଣ କିଛି ନୂଆ ପୁରୁଣା କଥା ଜାଣି ପାରିବେ ଏବଂ ଏହା ଦ୍ୱାରା ଆପଣ ନିଜର ଜ୍ଞାନ କୁ ମଧ୍ୟ ବୃଦ୍ଧି କରି ପାରିବେ।ତେବେ ଆସନ୍ତୁ ଜାଣିନେବା ସେହି ପ୍ରଶ୍ନ ଉତ୍ତର ବିଷୟରେ।
୧- ଛତିଶଗଡ଼ ର ରାଜଧାନୀ କିଏ?
ଉତ୍ତର- ରାୟପୁର।
୨- ଓଡ଼ିଶାର କେଉଁ ସ୍ଥାନରେ କାଗଜ କଳ ଅଛି।
ଉତ୍ତର- ରାୟଗଡା।
୩- ଉଡାଯାହାଜ କିଏ ଉଦ୍ଭାବନ କରିଥିଲେ।
ଉତ୍ତର- ରାଇଟ ବ୍ରଦର୍ସ।
୪- ରକ୍ତଦାନ ଦିବସ କେବେ ପାଳନ କରାଯାଏ।
ଉତ୍ତର- ଅକ୍ଟୋବର ୧।
୫- ଭାରତର ସର୍ବୋଚ୍ଚ ନ୍ୟାୟାଳୟ ର ପ୍ରଥମ ମହିଳା ବିଚାରପତି କିଏ।
ଉତ୍ତର- ଶ୍ରୀମତୀ ଫତିମା ବିବି।
୬- ଆମେରିକା ର ସ୍ୱାଧୀନତା ଦିବସ ପାଳନ କରାଯାଏ।
ଉତ୍ତର- ଜୁଲାଇ ୪।
୭- ମହାତ୍ମା ଗାନ୍ଧୀ ଙ୍କ ସମାଧି କେଉଁଠି ଅବସ୍ଥିତ।
ଉତ୍ତର- ରାଜ ଘାଟ।
୮-ଜୟ ଜବାନ ଜୟ କିଶାନ ଶ୍ଳୋଗାନ କିଏ ଦେଇଥିଲେ।
ଉତ୍ତର- ଲାଲ ବାହାଦୂର ଶାସ୍ତ୍ରୀ।
୯- ଜାହାଜରେ ପୃଥିବୀ ଭ୍ରମଣ କରିଥିବା ପ୍ରଥମ ବ୍ୟକ୍ତି କିଏ।
ଉତ୍ତର- ଫର୍ଡିନାଣ୍ଡ ମାଗେଲାନ।
୧୦- ତଅପୋଇ ଖୁଦୁରୁକୁଣୀ ଙ୍କୁ ଜଂଗଲ ରେ କେଉଁ ଭୋଗ ଦେଇଥିଲେ।
ଉତ୍ତର- ଖୁଦ ଭଜା।
୧୧- ଐରାଵତ ର ଦାନ୍ତ କେଉଁ ପର୍ବତ ରେ ବାଜି ଭାଂଗି ଯାଇଥିଲା।
ଉତ୍ତର- ମେରୁ।
୧୨- ମୁଁ ସବୁଜ ମୋ ଛୁଆ କଳା ମୋତେ ଲୋକମାନେ ଛାଡି ତାକୁ ଖାଆନ୍ତି।
ଉତ୍ତର- ଗୁଜୁରାତି।