ଜୀବନଶୈଳୀ

ଚାଣକ୍ୟଙ୍କ ଅନୁସାରେ ଯଦି ସ୍ତ୍ରୀ ମାନଙ୍କର ଏହି ୩ଟି ରହସ୍ୟ ଜାଣିଯିବେ, ତେବେ ଜୀବନରେ କେବେ ଧୋଖା ଖାଇବେ ନାହିଁ

ଚାଣକ୍ୟ ଭାରତ ଇତିହାସ ର ବହୁତ ବଡ ବିଦ୍ଵାନ ବ୍ୟକ୍ତି ଭାବେ ପରିଚିତ, ଏହି କାରଣ ପାଇଁ ଭାରତ ରେ ଆଜି ମଧ୍ୟ ଏମିତି ଲୋକ ଅଛନ୍ତି ଯିଏ ଜିତିବା ପାଇଁ ଚାଣକ୍ୟ ନୀତି ପ୍ରୟୋଗ କରନ୍ତି, ଆଜି ଆମେ ଚାଣକ୍ୟଙ୍କ ଏମିତି କିଛି ନୀତି ବିଷୟରେ କହିବାକୁ ଯାଉଛୁ ଯାହା ପରେ ଆପଣ ନିଜ ଜୀବନରେ କେବେ ଧୋଖା ଖାଇବେ ନାହିଁ । ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ବହୁତ କଥା ଶିକ୍ଷା ଦେଇଛନ୍ତି ଶେଠୀ ମଧ୍ୟରୁ ଆଜି ଆମେ ଆପଣଙ୍କୁ ଗୋଟେ ବିଷୟରେ କହିବୁ ।

Image Courtesy: Google

ଆସନ୍ତୁ ଜାଣିବା ଚାଣକ୍ୟ ନୀତି ସେଇ ସ୍ତ୍ରୀଙ୍କ ପାଇଁ ଯିଏ ଧୋଖା ଦେଇ ପାରନ୍ତି :

ଚାଣକ୍ୟ ସେହି ପୁରୁଷଙ୍କୁ ସାବଧାନ ରହିବା ପାଇଁ କହିଛନ୍ତି, ଯିଏ ମହିଳାଙ୍କ ଉପରି ସୁନ୍ଦରତା ଦେଖି ବିବାହ କରନ୍ତି । ପ୍ରାୟତଃ ପୁଅ ଝିଅ ସୁନ୍ଦରତା ଦେଖି ପ୍ରେମ ରେ ପଡି ଯାଆନ୍ତି କିନ୍ତୁ ଏହା ଉଚିତ ନୁହ ଝିଅ ସୁନ୍ଦରତା ଠାରୁ ଗୁଣ ରହିବା ଅବଶ୍ୟକ ଅଟେ, ବିବାହ ପରେ ସୁନ୍ଦରତା କାମ କରିବ ନାହିଁ ଝିଅ ଗୁଣ ଆପଣଙ୍କ ଘର ସଜେଇ ରଖିବ ନଚେତ ଘର ବର୍ବାଦ କରି ପାରେ । ଚାଣକ୍ୟଙ୍କ ଅନୁଯାଇ ସ୍ତ୍ରୀ ସୁନ୍ଦରତା ଠାରୁ ଅଧିକ ତା ଗୁଣ ଓ ବ୍ୟବହାର ଦେଖି ବିବାହ କରିବା ଉଚିତ ଅଟେ । ଚାଣକ୍ୟଙ୍କ ଅନୁଯାଇ ଝିଅ ସଂସ୍କାର ଭଲ ହେଲେ ଝିଅ ଘରକୁ ସ୍ଵର୍ଗ କରି ଦବ ଏବଂ ଯଦି ଝିଅ ସ୍ଵଭାବ ଖରାପ ହୁଏ ତେବେ ଭଲ ଘରକୁ ମଧ୍ୟ ନଷ୍ଟ କରି ପାରେ ।

Image Courtesy: Google

ଚାଣକ୍ୟ ଅନୁଯାଇ କୌଣସି ଝିଅ ସହ ବିବାହ ଆଗରୁ ଝିଅ ସୁନ୍ଦରତା ନୁହେଁ, ଝିଅ ଗୁଣ ପରୀକ୍ଷା କରିବା ଉଚିତ । ଚାଣକ୍ୟ ଅନୁଯାଇ ଝିଅ ସୁନ୍ଦର ହେଲେ ମଧ୍ୟ ଗୁଣ ଖରାପ ଥିଲେ କେବେ ବି ଭଲ ସ୍ତ୍ରୀ ହୋଇ ପାରିବ ନାହିଁ, ଓ ଘର ଲୋକଙ୍କୁ କେବେ ବି ସମ୍ମାନ ଦେଇ ପାରିବ ନାହିଁ । ଚାଣକ୍ୟ ଅନୁଯାଇ ଖରାପ ସଂସ୍କାର ଝିଅ କାହାକୁ ବି ଧୋଖା ଦବା ଆଗରୁ ଚିନ୍ତା କରେ ନାହିଁ ।

Image Courtesy: Google

ଚାଣକ୍ୟ ତୃତୀୟ ନୀତି ଅନୁଯାଇ ଯେଉଁ ଝିଅ ଅଧିକ ଟଙ୍କା କପଡା ଓ ମହଙ୍ଗା ଗହଣା ପ୍ରତି ଆକର୍ଷିତ ହୁଅନ୍ତି ଓ ଧ୍ୟାନ ଦିଅନ୍ତି, ସେ ପ୍ରାୟତଃ ବଡ ଘର ଲୋକ ପୁଅ ସହ ବିବାହ କରିବା ପାଇଁ ସ୍ଵପ୍ନ ଦେଖନ୍ତି । ସେଥିପାଇଁ ଯଦି ଏମିତିକା ଝିଅର ବିବାହ ପ୍ରସ୍ତାବ ଆସେ ତେବେ ସାବଧାନ ହୋଇ ଯାନ୍ତୁ, କାହିଁକିନା ଏମିତିକା ଝିଅ ଆପଣଙ୍କୁ ଗୋଟେ ନା ଗୋଟେ ଦିନ ନିଜର ଆଶା ମେଣ୍ଟେଇବା ପାଇଁ ଆପଣଙ୍କୁ ଧୋଖା ଅବଶ୍ୟ ଦବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button