ଧର୍ମ

ଶ୍ରୀକୃଷ୍ଣ କୁହନ୍ତି ଏହି 4ଟି ଗଛ ଘରେ ରହିବା ଦ୍ୱାରା ଧନର ନାଶ ହୋଇଥାଏ ତୁରନ୍ତ ଓପାଡି ଦିଅନ୍ତୁ..

ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ ବାସ୍ତୁ ଶାସ୍ତ୍ରର ବିଶେଷ ଜ୍ଞାନ ରଖି ଥିଲେ | ସେ ସମୟ ସମୟରେ ଯୁଧିଷ୍ଠିର ଙ୍କୁ ବାସ୍ତୁ ଶାସ୍ତ୍ରର ଜ୍ଞାନ ଦେଲେ | ଏହି ଜ୍ଞାନ ସମସ୍ତ ମନୁଷ୍ୟ ସମାଜ ପାଇଁ ମହତ୍ତ୍ୱପୂର୍ଣ୍ଣ ଓ ଫଳପ୍ରଦ ଅଟେ | ଶ୍ରୀକୃଷ୍ଣ 5ଟି ଏମିତି ଗଛ ବିଷୟରେ କହିଛନ୍ତି ଯାହା ଘରକୁ ସୀମାରେ ରହିବା ଦୁଃଖ ଏବଂ ଦରିଦ୍ରତା ଦେଇ ଥାଏ | ଏହି ଗଛ ଘର ସାମ୍ନା ରେ ହେବା ଦ୍ୱାରା ସେହି ଘରେ ବାସ କରୁଥିବା ଲୋକଙ୍କର କେବେ ଉନ୍ନତି ହୋଇନଥାଏ |

ତାଙ୍କୁ ସବୁବେଳେ ପରାଜୟ ଏବଂ ନିରାଶା ର ସାମ୍ନା କରିବାକୁ ପଡିଥାଏ | ବନ୍ଧୁଗଣ ବାସ୍ତୁଶାସ୍ତ୍ର ରେ ଘର ସାମ୍ନା ରେ ଗଛ ରହିବା ଦ୍ୱାରା ଘରର ସୌନ୍ଦର୍ଯ୍ୟ ତ ବଢିଥାଏ, ଏଥି ସହିତ ଏହା ବାତା ବରଣ କୁ ସୁଧ ରହିଥାଏ | ବୃକ୍ଷ ରୁ ସକାରାତ୍ମକ ଉର୍ଜା ର ସଂଚାର ହୋଇଥାଏ,ଏହା ମନୁଷ୍ୟ ସମାଜ ପାଇଁ ବହୁତ ଉପକାରୀ ହୋଇଥାଏ | ଏହି ବୃକ୍ଷ ମଧ୍ୟ ଅନେକ ପ୍ରକାରର ବାସ୍ତୁ ଦୋଷ କୁ ଦୂର ମଧ୍ୟ କରିଥାଏ | ସେଥିପାଇଁ ଆଜି ଆମେ ଜାଣିବା ବାସ୍ତୁ ଶାସ୍ତ୍ର ଅନୁଯାଇ କେଉଁ ବୃକ୍ଷ ଘର ସାମ୍ନାରେ ରହିବା ଉଚିତ ଆଉ କେଉଁ ବୃକ୍ଷ ରହିବା ଅନୁଚିତ..

ତେବେ ବନ୍ଧୁଗଣ ଯେମିତି ଭବନ ସାମ୍ନା ରେ କିଛି ବୃକ୍ଷ ରହିବା ଟା ଶୁଭ ହୋଇଥାଏ ଠିକ ସେମିତି ଘର ସାମ୍ନା ରେ କିଛି ଅଶୁଭ ବୃକ୍ଷ ରହିବା ଦ୍ୱାରା ଘରର ଅନିଷ୍ଟ ହୋଇଥାଏ | ତେବେ ଯଦି ଏହିପରି ବୃକ୍ଷ କିଛି ଆପଣଙ୍କ ଭବନ ସାମ୍ନା ରେ ଅଛି ତେବେ ତୁରନ୍ତ ହଟେଇ ଦିଅନ୍ତୁ |ତେବେ ଆସନ୍ତୁ ଜାଣିବା ଭଗବାନ କୃଷ୍ଣ କଣ କହିଛନ୍ତି..

ସର୍ବପ୍ରଥମ କଥା ହେଉଛି ସଦା ସର୍ବଦା ଘରର ମୁଖ୍ୟ ଦ୍ୱାରା କୁ ଲତା ଦ୍ୱାରା ସଜାଇ ରଖନ୍ତୁ | ଘରର ମୁଖ୍ୟ ଦ୍ୱାରା କୁ ଯେତେ ସଜେଇକି ରଖିବେ ଘରେ ସୁଖ ସମୃଦ୍ଧି ସର୍ବଦା ବନି ରହିବ | କିନ୍ତୁ ଧ୍ୟାନ ରଖନ୍ତୁ ଘରେ କୌଣସି ବୃକ୍ଷ ର ଛାଇ ଯେମିତି ନପଡେ | ଏଥିରେ ଘରେ କୁଛାଇ ପଡିଥାଏ ଘରର ଅନିଷ୍ଟ ହୋଇଥାଏ | ଦ୍ୱିତୀୟ ରେ ଘରର ଅଗ୍ନେୟ କୋଣ ରେ,ନୈଟିକ କୋଣ ରେ କୌଣସି ପ୍ରକାରର ଗଛ ଲଗେଇବା ଉଚିତ ନୁହେଁ |ଏହି ଥରେ ବୃକ୍ଷ ଲଗେଇବା ଦ୍ୱାରା ଏହା ସୁଖି ଯାଇଥାଏ ଏବଂ ଏହା କରିବା ଦ୍ୱାରା ଘରେ ଅନେକ ସମସ୍ୟା ଦେଖା ଦେଇଥାଏ |

ତୃତୀୟ କଥା ହେଉଛି ଘରର ଉତ୍ତର ଦିଗରେ ତାଳ ଏବଂ କନକ ଚମ୍ପା ଗଛ ଲଗେଇବାଦ୍ୱାରା ଶୁଭ ହୋଇଥାଏ | ତେବେ ଚତୁର୍ଥ କଥା ହେଉଛି ଯଦି ଘରର ମୁଖିଆ କୌଣସି ବିଜନେସ କରୁଛନ୍ତି ତେବେ ଘରର ପରିସରରେ ନିମ ଏବଂ ବେଲ ଗଛ ଲଗାଇ ଏହାର ପାଳନ ପୋଷଣ କରିବା ଉଚିତ ହୋଇଥାଏ | ଏଥିରେ ତାଙ୍କର ବ୍ୟାପାରରେ ବହୁତ ଲାଭ ହୋଇଥାଏ | ପଞ୍ଚମ କଥା ହେଉଛି ଯଦି ଘରର କାନ୍ଥ ରେ କୌଣସି ଲତା ତଳୁ ଉପରକୁ ମାଡୁଛି ତେବେ ଶୁଭ ପରିଣାମ ହୋଇଥାଏ | ଯଦି ଉପରୁ ତଳକୁ ଆସେ ତେବେ ଅଶୁଭ ହୋଇଥାଏ, ଯଦି ଏହି ଠାରେ ମନି ପ୍ଲାଣ୍ଟ ଲଗାଯାଏ ଏହା ଶୁଭ ହୋଇଥାଏ |

ଷଷ୍ଠ କଥା ହେଉଛି କଦଳୀ ଗଛ ଘରର ପଛ ରେ ଲଗାଯିବା ଉଚିତ | ଯଦି ସାମ୍ନା ରେ ଲଗାଉଛନ୍ତି ତେବେ ଏହାକୁ ତୁଳସୀ ଗଛ ପାଖରେ ଲଗାଯିବା ଉଚିତ | କାରଣ ତୁଳସୀ ଗଛରେ ମାତା ଲକ୍ଷ୍ମୀଙ୍କର ବାସ ହୋଇଥାଏ, ଏବଂ କଦଳୀ ଗଛରେ ଭଗବାନ ବିଷ୍ଣୁ ତେବେ ଏହାକୁ ଲଗେଇବା ଦ୍ୱାରା ବହୁତ ଧନ ପ୍ରାପ୍ତି ହୋଇଥାଏ | ଘରେ ସୁଖ ସମୃଦ୍ଧି ରହିଥାଏ | ଘରେ କିମ୍ବା ଅଫିସରେ କେବେ ବି କଣ୍ଟାଜାତୀୟ ବୃକ୍ଷ ଲଗେଇବା ଉଚିତ ନୁହେଁ,କାରଣ ଏହାଦ୍ୱାରା ଘରେ ଦୁଃଖର ଉପସ୍ଥିତି ବନି ରହିଥାଏ | ଗୋଲାପକୁ ଛାଡ଼ିଦେଇ ଆପଣଙ୍କୁ କୌଣସ କିମ୍ବା ଅନ୍ୟ କୌଣସି ଆକର୍ଷକ ଦେଖାଯାଉଥିବା କଣ୍ଟା ଜାତୀୟ ଗଛ ଘରେ ଲଗେଇବାରୁ ନିର୍ବୃତ୍ତ ରହିବ ଉଚିତ |

ଏମିତିରେ ତ କିଛି ଲୋକଙ୍କୁ ଖଟା ତେନ୍ତୁଳି ଖାଇବାରେ ଅନେକ ଟେଷ୍ଟି ଲାଗିଥାଏ, କିନ୍ତୁ ଏହାକୁ ଘରେ ଭୁଲ ରେ ମଧ୍ୟ ଲଗେଇବା ଉଚିତ ନୁହେଁ | ଏହି ଗଛ ଲଗେଇବା ଦ୍ୱାରା ଘରେ ଡର ଆଉ ନାକାରତ୍ମକ ମାହୋଲ ସୃଷ୍ଟି ହୋଇଯାଇଥାଏ |ଅଧିକାଂଶ ଲୋକ ଖଜୁରୀ ଗଛ ନିଜ ବଗିଚାକୁ ସୁନ୍ଦର କରିବାକୁ ଲଗେଇଥାନ୍ତି | କିନ୍ତୁ ବାସ୍ତୁ ରେ ଏହି ଗଛକୁ ବହୁତ ଅଶୁଭ ବୋଲି ବିବେଚନା କରାଯାଇଛି | ଏହି ଗଛ କୁ ଲଗେଇବା ଦ୍ଵାରା ଆର୍ଥିକ ସ୍ଥିତି ଘରର ଖରାପ ହୋଇଯାଏ | ବାସ୍ତୁ ଅନୁସାରେ, ଖଜୁରୀ ଗଛ ଲଗେଇବା ଦ୍ଵାରା ଆପଣଙ୍କ ଉପରେ କରଜ ବଢିଯାଏ | ଏହା ସାଥିରେ ହିଁ ଆପଣଙ୍କ ହାତ ରେ ପଇସା ରହେ ନାହିଁ |

Related Articles

Leave a Reply

Your email address will not be published. Required fields are marked *

Back to top button