ଜୀବନଶୈଳୀ

ଶାରୀରିକ ସମ୍ପର୍କ ପରେ କରନ୍ତୁ ଏହି କାମ ନଚେତ ପଛରେ ଅସୁବିଧା ରେ ପଡିବେ

ପରିବାର ପାଇଁ ସ୍ଵାମୀ ସ୍ତ୍ରୀ ସ-ମ୍ପ-ର୍କ ଭଲ ରହିବା ନିହାତି ଭାବେ ଦରକାର ଅଟେ । ଆମେ ଯଦି ଦେଖିବା ପାଇଁ ଯିବା ତ ଜାଣି ପାରିବା କି ଆମେ ବିବାହ କରିଥାଉ କେବଳ ବଂଶ ବଢାଇବା ପାଇଁ ନୁହେଁ । ଏହା ହେଉଛି ଏକ ସ-ମ୍ପ-ର୍କ ଯାହା ଆମକୁ ଖରାପ ସମୟରେ ଗଛ ରୁ ଛାଇ ଦେବ ଓ ଭଲ ସମୟରେ ଆମ ସହ ଠିଆ ହୋଇ ଜୀବ । ଆମେ ଯଦି କିଛି ଏହି ଭଳି କାମ କରିବା ଯାହା ଖରାପ କିମ୍ବା ଭଲ ହୋଇ ଥାଏ ଆମେ ଜାଣି ପରୁନେ ସେହି ସମୟରେ ଆମ ସହ ଆମ ଜୀବନ ସାଥି ର ଆବଶ୍ୟକତା ନିଶ୍ଚିତ ଭାବେ ଥାଏ ।

ଆଜି ଆମେ ଆଖିବା ପାଇଁ ଯାଉଛୁ କି ଆମେ ବିବାହ କରିବା ପରେ କିଛି ସ-ମ୍ପ-ର୍କ ଖୁବ କମ ଦିନରେ ଭା-ଙ୍ଗି ଯାଉଛି ଏହାର କାରଣ ଆମେ ଆପଣଙ୍କୁ କହିବା ପାଇଁ ଗଲେ ଅନେକ ଅକରଣ ଅଛି କିନ୍ତୁ ଆଜି ଆମେ ଖିବୁ କି ମୂଳ କାରଣ କଣ ଥାଏ । ଦେଖନ୍ତୁ ସ୍ଵାମୀ ହେଉ କିମ୍ବା ସତରେ ସେମାନେ ନିଜର ଦରକାର ଜିନିଷ କୁ ନିଜ ଜୀବନ ସାଥି ଙ୍କ ପାଖରୁ ପାଇ ଥାନ୍ତି ସାଧାରଣ ଭାବେ ଦେଖିବା ପାଇଁ ଗଲେ ଆମେ ଜାଣି ପାରିବା କି ଯଦି ମନ ମିଶୁଛି ଦୁଇ ଜଣଙ୍କ ମଧ୍ୟରେ କଥା ମଧ୍ୟ ଭଲ ଅଛି ତଥାପି ଏହା ଖରାପ ହୋଇ ଥାଏ । କିନ୍ତୁ ଯଦି ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ପ୍ରେମ ନାଇ କିମ୍ବା ଶାରୀରିକ ସ-ମ୍ପ-ର୍କ ନାଇ ତେବେ ଏହା ଖରାପ କଥା ହୋଇ ଥାଏ ଓ ଏହି ସ-ମ୍ପ-ର୍କ ଖୁବ କମ ଦିନରେ ଭା-ଙ୍ଗି ଯାଇ ଥାଏ ।

ଏହି ଭଳି ସ-ମ୍ପ-ର୍କ ରେ ଆଉ କେହି ଜଣେ ଆସିଯାଇ ଥାଏ ତୃତୀୟ ବ୍ୟକ୍ତି କିମ୍ବା ମହିଳା । ତେଣୁ ଏହା ପାଇଁ ଆପଣ ମାନେ ଧ୍ୟାନ ଦେବେ । ଯେଉଁ ମାନେ ଶା-ରୀ-ରି-କ ସ-ମ୍ପ-ର୍କ କୁ ରଖିବା ସଠିକ ବୋଲି ଭାବୁ ନାହାଁନ୍ତି ସେମାନେ ଭୁଲ ଥାନ୍ତି । ଏହା ସେହି ଭଳି ବାହାବେ ଦରକାର ଯେଉଁ ଭଳି ଭାବେ ମନ ମିଶିବା ଦରକାର । ଏହା ପରେ ଆସେ କି ଆମେ ସ-ମ୍ପ-ର୍କ ସ୍ଥାପନା କରିବା ପରେ ମଧ୍ୟ କିଛି ଲୋକମାନେ ଭୁଲ କରି ଥାନ୍ତି ଯାହା ଦ୍ଵାରା ଖରାପ ପ୍ରଭାବ ପଡି ଥାଏ ଗ୍ରହ ମାନଙ୍କ ର । ଯେଉଁ ମାନେ ସ-ମ୍ପ-ର୍କ ସ୍ଥାପନା କରନ୍ତି କିନ୍ତୁ ଏହା ପରେ ଶୌଚ ହୁଅନ୍ତି ନି ସେମାନେ ଅସୁବିଧା ଭୋଗ କରି ଥାନ୍ତି ।

ଆପଣ ମାନେ ତ ଜାଣି ଥିବେ କି ଏହା ଅକରିବା ଦ୍ଵାରା ଆମ ଶରୀର ରେ ବିଭିନ୍ନ ପ୍ରକାର ନକାରତ୍ମକ ଶକ୍ତି ପ୍ରବାହିତ ହୋଇ ଥାଏ ଓ ଏହା ସହ ବିଭିନ୍ନ ରୋ-ଗ ମଧ୍ୟ ହୋଇ ଥାଏ । ଏହା ପାଇଁ ଦେଖିବା କୁ ଗଲେ ଆମେ ଜାଣି ପାରିବା କି ଆମେ ବିବାହ ପରେ ସ-ମ୍ପ-ର୍କ ରଖିବା ଆମ ଉପରେ ରହିଲା ଓ ପରିଷ୍କାର ଭାବେ ରଖିବା ଆଡବାରା ଆମ ଜୀବନରେ ସମସ୍ଯା ମାନ ଦୂର ହୋଇ ଯାଇ ଥାଏ । ଏହା ଆପଣ ମାନେ ଜାଣିବା ନିହାତି ଭାବେ ଦରକାର ଅଟେ ।

Related Articles

Leave a Reply

Your email address will not be published. Required fields are marked *

Back to top button