ଜୀବନଶୈଳୀ

Omega 3 ଖାଇବାର ଫାଇଦା ଜାଣି ବିଶ୍ଵାସ ହେବନି, ବାସ ଦିନକୁ 1 ଗ୍ରାମ ଖାଆନ୍ତୁ ତା ପରେ ଦେଖନ୍ତୁ(Healthy Tips)

ଆଜି କାଲିର ଲୋକ ମାନେ ଫ୍ୟାଟ ର ନାମ ଶୁଣିବା ମାତ୍ରେ ଡରି ଯାଉଛନ୍ତି କିନ୍ତୁ ଆମେ ଆପଣଙ୍କୁ କହି ରଖିବା ପାଇଁ ଚାହୁଁ କି ଫ୍ୟାଟ ମଧ୍ୟ ସେହି ଭଳି ଦରକାର ଯେ ଭଳି ଭାବେ ଆମକୁ ଅଲଗା ପୋଷାକ ତତ୍ଵ ର ଆବଶ୍ୟକତା ଅଛି । ଏହା ଭିତରୁ ଓମେଗା – 3 ଫ୍ୟାଟି ଏସିଡ ଏକ ଅଲଗା ନାମ । ଏହା ଆମ ଶରୀର ପାଇଁ ଖୁବ ଆବଶ୍ୟକ ଅଟେ । ଏହା ର ଫାଇଦା ବିଷୟରେ ଜାଣିବା ପରେ ଆପଣ ମାନେ ନିଶ୍ଚୟ ଭାବେ ଏହାକୁ ନେବା ଆରମ୍ଭ କରିଦେବେ ।

ଏହା ତିନି ପ୍ରକାରର ଅଟେ ALA, APA, DHA । ALA ଫ୍ୟାଟି ଏସିଡ ସବୁ ପ୍ରକାର ମଞ୍ଜିରେ ଦେଖିବା ମିଳେ ଜେଭଳି ଅକରୁଟ, ଚିଆ ମଞ୍ଜି, ରାଶି, ଚୀଜ ଏହି ସବୁ ରେ ଏହା ଦେଖିବା ପାଇଁ ମିଳେ । APA, DHA ଏହି ଦୁଇଟି ଫ୍ୟାଟି ଏସିଡ ନନଭେଜ ରେ ଦେଖିବା ପାଇଁ ମିଳେ । ମାଛ ମାନଙ୍କ କଥା କହିଲେ ସାଲମାନ, ଟୁନା, ମାକେରେଲ, ଅଞ୍ଚୋଭି ଭଳି ମାଛରେ ଏହା ଅଧିମ ପରିମାଣ ରେ ଥାଏ ।

ଏହାକୁ କିଭଳି ଏହାକୁ ଖାଇବେ । ଆପଣ ଏହାକୁ ଯଦି ନିଜ ଖାଦ୍ଯରରେ ସାମିଲ କରି ପାରୁ ନାହାଁନ୍ତି କେଉଁ ଭି କାରଣରୁ ତେବେ ଆପଣ ନିଶ୍ଚିତ ଭାବେ ଏହାର ସପଲିମେଣ୍ଟ କୁ ନେଇ ପାରିବେ ଏହା ବଜାର ରେ ମିଳିଯିବ । ଏବେ ଆସନ୍ତୁ ଜାଣିବା ଏହା ଆମ ଶରୀର ରେ ଥିବା କେଉଁ କେଉଁ ଜାଗାରେ କେଉଁ କେଉଁ ଅଙ୍ଗକୁ ଭଲ ଶକ୍ତି ପ୍ରଦାନ କରିଥାଏ ।

ପ୍ରଥମେ ହାର୍ଟ ଆପଣ ଯଦି କିଛି ଭି ହାର୍ଟ ରୋଗରେ ପୀଡିତ କିମ୍ବା ଆପଣ ଙ୍କ ବ୍ଲଡ଼ ପ୍ରେସର ଅଛି କିମ୍ବା ଆଗରୁ ଆପଣ ଙ୍କୁ ହାର୍ଟ ଆଟାକ ଆସିଛି ତେବେ ଆପଣ ଏହାକୁ ସେବନ କରି ପାରିବେ ଏହା ଶରୀର ରେ ଥିବା ଖରାପ ଫ୍ୟାଟ କୁ କମେଇକି ଭଲ ଫ୍ୟାଟ କୁ ତିଆରି କରିଥାଏ । ଏହା ବ୍ଲଡ଼ ପ୍ରେସର କୁ କଣ୍ଟ୍ରୋଲ କରି ଥାଏ ।

ଯଦି ଆପାଙ୍କୁ ଆଖିକୁ କମ ଦେଖା ଯାଏ ତେବେ ଆପଣ ଏହାକୁ ସବୁ ଦିନ ଖାଇବା ଦ୍ଵାରା ଆପଣଙ୍କ ଆଖିରେ ଥିବା ସମସ୍ଯା ସବୁ ଧୀରେ ଧୀରେ ଭଲ ହେବା ପାଇଁ ଲାଗିବ । ଏହା ସହ ଏହା ଆମ ଶରୀର ରେ ଥିବା ଫ୍ୟାଟି ଲିଭର ପ୍ରୋବ୍ଲେମ କୁ ସମାଧାନ କରିଥାଏ । ଯଦି ଆମର ଶରୀର ରେ ଫ୍ୟାଟ କମ ହୋଇ ଯାଏ ତ ଆମ ଶରୀର ରେ ଥିବା ଲ୍ଲିଭର ଫ୍ୟାଟି ହୋଇ ନଥାଏ ।

ଆପଣଙ୍କ ଶରୀରରେ କେଉଁ ଜାଗା ଯଦି ଫୁଲୁ ଥିବ କିମ୍ବା ବିନ୍ଧା ବିନ୍ଧି ହେଉଥାଏ ଏହା ତାକୁ କମ କରେଇ ଦିଏ କାରଣ ଏଥିରେ ଆଣ୍ଟି-ଇନଫ୍ଲାମେଣ୍ଟୋରୀ ଗୁଣ ଥାଏ । ଏହା ଆମ ସ୍କିନ କୁ ଖୁବ ଭଲ କରିଥାଏ । ଏହା ଆମ ଶରୀର ରେ ଥିବା ତେଲ କୁ ନିୟନ୍ତ୍ରଣ କରିଥାଏ । ଏହାର ଆଉ ଏକ ଗୁଣ ଏହା ଆମ ମସ୍ତିସ୍କ କୁ ଖୁବ ପ୍ରଖର କରି ଦେଇଥାଏ ।

ଯେଉଁ ମହିଳା ମାନେ ପିଲାମାନନ୍କୁ ଜନ୍ମ ଦେବା ପାଇଁ ଯାଉଛନ୍ତି ସେମାନେ ଏହାକୁ ସେବନ କରିବା ଦ୍ଵାରା ତାଙ୍କ ପିଲା ମାନେ ତାଙ୍କ ଆଖ ପାଖରେ ଥିବା ପିଲା ମାନଙ୍କ ଅପେକ୍ଷା ଖୁବ ପ୍ରଖର ବୁଦ୍ଧିର ହୋଇଥାନ୍ତି । ଏହା ଆମ ଶରୀର ରେ କମ ହେବା ଦ୍ଵାରା ଆମକୁ ଭଲ ନିନ୍ଦ ହୋଇ ନ ଥାଏ , ସ୍କିନ ଖରାପ ହୋଇଯିବା, ମୋଟା ହେବାର ଲକ୍ଷଣ, ଆହୁରି ଅନେକ ଲକ୍ଷଣ ମଧ୍ୟ ଅଛି ।

Related Articles

Leave a Reply

Your email address will not be published. Required fields are marked *

Back to top button