ମହିଳାଙ୍କ ଚୁଡ଼ିରେ ଲୁଚିଛି ନିଜ ସ୍ୱାମିର ଭାଗ୍ୟ –

ଆମ ହିନ୍ଦୁ ଧର୍ମରେ ବହୁତ ନୀତି ନିୟମ ସବୁ ରହିଛି । ଯାହାକୁ ପାଳନ କଲେ ଆମେ ଆମ ଜୀବନରେ ବହୁତ ଉନ୍ନତି କରି ପାରିବା । ସେହିଭଳି କିଛି ନିୟମ ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ । ଯାହା ହେଉଛି ଆମ ହିନ୍ଦୁ ଧର୍ମର ନାରୀ ମାନଙ୍କ ପାଇଁ । ଯେତେବେଳେଳ ଗୋଟେ ଝିଅ ବିବାହ କରେ ତା ହାତରେ ଚୁଡି ମଥାରେ ସିନ୍ଦୁର ଆଦି ଲଗାଇ ଥାଏ । ଯାହାକି ତାର ସୁହାଗର ପ୍ରତୀକ ଅଟେ । ଗୋଟେ ନାରୀ ଏହି ସବୁ ଜିନିଷ ପିନ୍ଧିଥିଲେ ଜାଣିବେ ଯେ ସେ ବିବାହିତ ଓ ସଧବା ମଧ୍ୟ । ତେବେ ଆଜି ଆମେ ଆପଣଙ୍କୁ ସେହି ଚୁଡି ସମ୍ପର୍କରେ କିଛି ଖାସ କଥା କହିବୁ ।କେମିତି ଗୋଟେ ସଧବା ନାରୀର ଚୁଡି ତା ସ୍ଵାମୀର ଭାଗ୍ୟ ପରିବର୍ତ୍ତନ କରିପାରେ ଆସନ୍ତୁ ଜାଣିବା ।
ମହିଳାମାନେ ତାଙ୍କର ଦୁଇ ହାତରେ ସମାନ ଚୁଡି ପିନ୍ଧିବା ଅନୁଚିତ । ଅର୍ଥାତ ଯଦି ଡାହାଣ ହାତରେ ଯେତେ ଚୁଡି ପିନ୍ଧିଥିବେ ତେବେ ବାମ ହାତରେ ତା ଠାରୁ ଗୋଟିଏ ଚୁଡି ଅଧିକ ପିନ୍ଧିବା ଉଚିତ । ଏହା ଦ୍ୱାରା ସ୍ଵାମୀଙ୍କୁ ବହୁତ ଫାଇଦା ମିଳିଥାଏ ।
ବିବାହିତ ମହିଳାଙ୍କୁ ତମ୍ବାର କୌଣସି ବି ଆଭୁସଣ ପିନ୍ଧିବା ଅନୁଚିତ ବିଶେଷ କରି ଚୁଡି ଏବଂ ମୁଦି ତ ବିଲକୁଲ ପିନ୍ଧିବା କଥା ନୁହଁ । ଏହା ଦ୍ଵାରା ବହୁତ କ୍ଷତି ହୋଇଥାଏ