ଜୀବନଶୈଳୀ

ଏମିତି କିଛି ଉପାୟ ଯାହା ଦ୍ଵାରା ଆପଣଙ୍କ ଚୁଟି ଝଡ଼ିବା, ଚୁଟି ଧଳା ହବା ଭଳି ସମସ୍ୟା ମୂଳରୁ ସମାପ୍ତ ହୋଇଥାଏ

ଆପଣ ମାନେ ସମସ୍ତେ ଚୁଟି ସମସ୍ୟା ରୁ ବହୁତ୍ ଅସୁବିଧା ରେ ଥିବେ ତେବେ ଆଜି ଆମେ ଆପଣଙ୍କ ପାଇଁ ଏମିତି କିଛି ଉପାୟ ଆଣୀଚୁ ଯାହା ଆପଣଙ୍କ ଚୁଟି ପାଇଁ ରାମବାନ ଚିକିତ୍ସା ହୋଇଥାଏ ଏହି ଚିକିତ୍ସା ଦ୍ବାରା ଆପଣଙ୍କ ସବୁ ଚୁଟି ସମସ୍ୟା ବହୁତ୍ ଶିଘ୍ର ଦୁର ହୋଇଥାଏ । ତେବେ ଆପଣ ମାନେ ନିମ୍ବ ଗଛ ବିଷୟରେ ବେସ ଭଲ ଭାବରେ ଜାଣିଥିବେ ଏହା ଏକ ଏମିତିକା ଗଛ ଯେଉଁ ଥିରେ କଣ ସି ପ୍ରକାର ରୋଗ ହୋଇନଥାଏ ଓ କିଛି ବି ଏହି ଗଛକୁ ନଷ୍ଟ କରି ନଥାଏ ।

ଆପଣଙ୍କୁ ଯଦି ଭଲ ଚୁଟି ଆବଶ୍ୟକ ଅଛି ଓ ଆପଣ ନିଜ ଚୁଟି ଉପରେ ଧ୍ୟାନ ଦେବାକୁ ଇଚ୍ଛା କରୁଛନ୍ତି ତେବେ ଆପଣଙ୍କୁ କିଛି ବିଶେଷ ଆବଶ୍ୟକ ନାହିଁ ଆପଣଙ୍କୁ କେବଳ ନିମ୍ବ ପତ୍ର ଆବଶ୍ୟକ ଅଟେ । ନିମ୍ବ ପତ୍ର ସବୁ ପ୍ରକାର ସ୍କିଂ ଅସୁବିଧା ପାଇଁ ନିମ୍ବ ବହୁତ୍ ଲାଭକାରୀ ହୋଇଥାଏ, ଯଦି ଆପଣଙ୍କୁ ମଧ୍ୟ ଶରୀର ରେ କିଛି ପିମ୍ପଲ ବା ଅନ୍ୟ ଅସୁବିଧା ହୁଏ ତେବେ ଆପଣଙ୍କୁ ନିମ୍ବ ପତ୍ର ବାଟି ସେହି ଜାଗାରେ ଲଗାଇବା ଉଚିତ୍।

ଏହାକୁ ଲଗାଇବା ଦ୍ୱାରା ଆମ ସବୁ ପ୍ରକାର ଚର୍ମ ରୋଗ ଦୂର ହୋଇଥାଏ । ନିମ୍ବ ପତ୍ର ପେଟ ପାଇଁ ମଧ୍ୟ ବହୁତ୍ ଲାଭକାରୀ ହୋଇଥାଏ, ଯାହା ପେଟରେ କୁର୍ମି ବା ଅନ୍ୟ ରୋଗ ହୋଇଥାଏ ଏହି ଭଳି ଲୋକଙ୍କୁ ନିମ୍ବ କହଁଳିଆ ପତ୍ର ଖାଇବାକୁ ଦିଆ ଯାଏ ଓ ତାଙ୍କ ରୋଗ ଭଲ ମଧ୍ୟ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏହି ନିମ୍ବ ପତ୍ର ଉପାୟ ଚୁଟି ପାଇଁ କହିବାକୁ ଯାଉଛୁ ଯାହା କରିବା ଦ୍ୱାରା ଆପଣଙ୍କ ସବୁ ଅସୁବିଧା ଦୁର ହୋଇଥାଏ ।

ଆପଣଙ୍କୁ ନଡ଼ିଆ ବା ଯେଉଁ ତେଲ ଆପଣ ନିଜ ଚୁଟି ପାଇଁ ବ୍ୟବହାର କରୁଛନ୍ତି ତାକୁ ଗୋଟେ ତାଟିଆ ନବାକୁ ହବ ତା ପରେ ତାକୁ ନେଇ କଢ଼େଇ ରେ କିଛି ଗରମ କରନ୍ତୁ ଏହା ପରେ ସେଥିରେ ୧୦ ରୁ ୧୫ ଟି ନିମ୍ବ ପତ୍ର ସେଥିରେ ପକାଇ ତାକୁ ଅଳପ ଗରମ କରି ରଖି ଦିଅନ୍ତୁ ସବୁଜ ପତ୍ର ବ୍ରାଉନ ହେଲା ପରେ ତାକୁ ଗୋଟେ ବାସନ ବା ଡବା ରେ ଛାଣି ନିଅନ୍ତୁ ।

ଏହା ପରେ ତାକୁ ସବୁଦିନ ଅଳପ ଅଳପ ଚୁଟି ରେ ଲଗାଇ ଭଲ ଭାବରେ ମାସାଜ୍ କରନ୍ତୁ ଦେଖିବେ କିଛି ଦିନ ଭିତରେ ଆପଣଙ୍କ ଚୁଟି ବହୁତ୍ ଗହବା ହବା ସହ ବହୁତ୍ ସୁନ୍ଦର ମଧ୍ୟ ହୋଇଯିବ ଓ ଆପଣଙ୍କୁ କିଛି ଅସୁବିଧା ମଧ୍ୟ ହବ ନାହିଁ । ଆପଣଙ୍କ ଚର୍ମ ସବୁ ସମସ୍ୟା ମଧ୍ୟ ଦୁର ହୋଇଯିବ ଓ ଆପଣଙ୍କୁ ବହୁତ୍ ଭଲ ଅନୁଭବ ହବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button