ଦେଶ ବିଦେଶ

5 ଟଙ୍କାର କଏନ ବନେଇ ଘରେ ବସି ରାତାରାତି ବନିଗଲେ କୋଟିପତି, ଯେତେବେଳେ ସତ ସାମ୍ନାକୁ ଆସିଲା ତ ସମସ୍ତଙ୍କ ହୋସ ଉଡିଗଲା…

ବନ୍ଧୁଗଣ, ଆପଣ ମାନେ ନିଶ୍ଚିତ ଭାବରେ ନକଲି ନୋଟ ସମ୍ବନ୍ଧରେ ଜାଣିଥିବେ । ମାତ୍ର କ’ଣ ଆପଣ ନକଲି କଏନ ସମ୍ବନ୍ଧରେ ଜାଣିଛନ୍ତି ? ମାତ୍ର ଆପଣ ମାନେ ଜାଣିନଥିବେ ଯେ ଏହି ଛୋଟ ଛୋଟ କଏନ ଦ୍ଵାରା ମହିଳା ଜଣଙ୍କ ୩୦ କରୋଡ ଟଙ୍କା କମେଇ ଦେଇଥିଲା । ଭାରତର ସବୁଠାରୁ ସଫଳ ଫ୍ୟାକ୍ଟରୀ ହେଉଛି ଏହି କଏନ ର ଫ୍ୟାକ୍ଟରୀ । ଏହି ଫ୍ୟାକ୍ଟରୀ ରୁ ଏହି ମହିଳା ଏବଂ ତାଙ୍କର ସାଥିମାନେ ୩ ମାସରେ ୩୦ କରୋଡ ଲାଭ କରିଛନ୍ତି । ଏମାନେ କେବଳ କଏନ ସାହାର୍ଯ୍ୟରେ ବହୁତ ଶୀଘ୍ର ଧନୀ ହୋଇଗଲେ ।

ତାହା ପୁଣି କିଛି ଛୋଟ ମୋଟ ଧନୀ ନୁହେଁ ବରଂ କରୋଡପତି ବନିଯାଇଥିଲେ । ତାହା କିଭଳି ଆସନ୍ତୁ ଜାଣିନେବା ସେ ସମ୍ବନ୍ଧରେ । ଫରିଦାବାଦର ପୋଲିସ କୁ ଏକ ଖବର ମିଳିଲା ଯେ ସବୁଦିନ ଗୋଟିଏ ଗାଡି ଆସି ନକଲି କଏନର ସପ୍ଲାଏ କରୁଅଛି । ପୋଲିସ ଏହି ସମ୍ବନ୍ଧରେ ଯେତେବେଳେ ସନ୍ଧାନ କରିଲେ ସେତେବେଳେ ଶୁଣିବାକୁ ପାଇଲେ ଯେ ଏହି ଖବର ସଂପୂର୍ଣ୍ଣ ଭାବରେ ସତ ଅଟେ ।

ଏହା ଦେଖି ପୋଲିସ ସମସ୍ତ ଟୋଲଗେଟ ରେ ହାଜର ହୋଇଗଲେ ଏବଂ ପୋଲିସ ଙ୍କର ସନ୍ଧାନ କ୍ରମେ ଯେତେବେଳେ ଏହି ଗାଡି ଆସିଲା ସେତେବେଳେ ସେମାନେ ଏହି ଗାଡି କୁ ଅଟକାଇ ପଚରା ଉଚରା କରିଲେ । ଆରମ୍ଭରୁ ଏହି ଗାଡି କୌଣସି ଘରୋଇ ପରିବାରର ଲାଗୁଥିଲା ମାତ୍ର ସନ୍ଦେହ ହେବାରୁ ପୋଲିସ ତଲାସି ନେବା ଆରମ୍ଭ କରିଦେଲେ ଏବଂ ସେ ଦେଖିବାକୁ ପାଇଲେ ଯେ ବ୍ୟାଗ ରେ ଏତେ ମାତ୍ରାରେ କଏନ ଯେ ସେ କଏନ ଦ୍ଵାରା ଏକ ନୂଆ ଗାଡି କିଣାଯାଇପାରିବ ।

ଫ୍ୟାକ୍ଟରୀରେ କଏନ ବନାଇ ସାରିବା ପରେ ମହିଳା ଜଣଙ୍କ ନିଜ ସାଥି ମାନଙ୍କ ସହିତ ଏହି କଏନ କୁ ବାଣ୍ଟିବାକୁ ଲାଗିଗଲେ । ମାତ୍ର ଏହି କାମ ମଧ୍ୟ ସେ ବହୁତ ଲିଗାଲ ଭାବରେ କରୁଥିଲେ । ଟୋଲଗେଟ ରେ ସାଧାରଣତ କଏନ ଆବଶ୍ୟକ ହୋଇଥାଏ ମାତ୍ର ତାହା ବଦଳରେ କମିଶନ ମଧ୍ୟ ନେଉଥିଲା । ପୋଲିସ ଯେତେବେଳେ ଆରୋପି ମହିଳା ଙ୍କୁ ପଚରା ଉଚରା କରିଲେ ସେତେବେଳେ ତାଙ୍କର ଏହି ନକଲି କଏନ ସମ୍ବନ୍ଧରେ ସବୁକିଛି ଜାଣିନେଲେ । ମହିଳା ଜଣଙ୍କ କହିଲେ ଯେ ୩ ସାଥି ଙ୍କ ସହିତ ମିଶି ଏହିଭଳି ନକଲି କଏନ ବନାଉଥିଲେ ।

ଏହାପରେ ପୋଲିସ ତାଙ୍କ ର ୩ ଟି ସାଥି ଙ୍କୁ ଧରିନେଲେ । ଅନେକ ଦିନରୁ ସେ ଏହିଭଳି ନକଲି କଏନ ବନାଇବାରେ ଲାଗିଛନ୍ତି । ପୋଲିସ ନକଲି କଏନ ବନାଉଥିବା ମେସିନ ତଥା କମ୍ପାନୀ କୁ ସଂପୂର୍ଣ୍ଣ ଭାବରେ ସିଜ କରିଲା ଏବଂ ଜଣା ପଡିଲା ଯେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ୩୦ କରୋଡ ଲାଭ କରିସାରିଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button