ମନୋରଞ୍ଜନ

ପାଠ କରିକି ଆସିନଥିବା କୁନି ଝିଅକୁ, ଶିକ୍ଷକ ଜଣକ ମାଡ଼ ମାରିବା ବଦଳରେ ଏପରି କଲେ ଦେଖିବା ପରେ ଆପଣଙ୍କ ହୃଦୟ ମଧ୍ୟ ତରଳି ଯିବ। ଦେଖନ୍ତୁ ଭିଡ଼ିଓ

କାହିଁ ପ୍ରାଚୀନ କାଳରୁ ଗୁରୁ ଶିଷ୍ୟ ମଧ୍ୟରେ ଏକ ଉତ୍ତମ ସମ୍ପର୍କ ଗଢି ଉଠିଥାଏ। ଗୁରୁ ନିଜ ଶିଷ୍ୟ ମାନଙ୍କୁ ଉଚିତ ମାର୍ଗ ଦେଖାଇ ଥାଏ। ଶିଷ୍ୟ ସବୁବେଳେ ଗୁରୁଙ୍କ କଥା ମାନି ଚଳି ଥାଏ। ଗୁରୁଙ୍କୁ ମଧ୍ୟ ଉଚ୍ଚ ଆସନ ଦିଆଯାଏ। କାରଣ ଶିକ୍ଷକ ଶିଷ୍ୟକୁ ଅନ୍ଧରରୁ ଆଲୋକକୁ ବାଟ ଗୁରୁ ହିଁ ଦେଖାଇଥାଏ। ହେଲେ ଗୁରୁ ଏପରି ରୂପ ନେବ ତାହା କେହି ବିଶ୍ୱାସ କରି ପାରୁ ନାହାନ୍ତି। ବର୍ତ୍ତମାନ ସମାଜରେ କିଛି ଶିକ୍ଷକଙ୍କ ପାଇଁ ପୂରା ଶିକ୍ଷକ ସମାଜ ବଦନାମ ହେଉଛି। ନିଜର ଯୌ-ନ ଭୋକ ମେଣ୍ଟାଇବା ପାଇଁ ଛାତ୍ରୀ ମାନଙ୍କ ସହ ଖରାପ କାମ କରିବାକୁ ପଛାଉ ନାହାଁନ୍ତି।

ବିଦ୍ୟାଳୟକୁ ଯଦି ମନ୍ଦିର ବୋଲି ମନେ କରାଯାଏ ତେବେ ସେଠାରେ ଶିକ୍ଷାଦାନ କରୁଥିବା ଶିକ୍ଷକ ହେଉଛନ୍ତି ଦେବତା ସହିତ ସମାନ। କାହିଁ ପ୍ରାଚୀନ କାଳରୁ ଗୁରୁ ଶିଷ୍ୟ ମଧ୍ୟରେ ଏକ ଉତ୍ତମ ସମ୍ପର୍କ ଗଢି ଉଠିଥାଏ। ଗୁରୁ ନିଜ ଶିଷ୍ୟ ମାନଙ୍କୁ ଉଚିତ ମାର୍ଗ ଦେଖାଇ ଥାଏ। ଶିଷ୍ୟ ସବୁବେଳେ ଗୁରୁଙ୍କ କଥା ମାନି ଚଳି ଥାଏ। ଗୁରୁଙ୍କୁ ମଧ୍ୟ ଉଚ୍ଚ ଆସନ ଦିଆଯାଏ। କାରଣ ଶିଷ୍ୟକୁ ଅନ୍ଧରରୁ ଆଲୋକକୁ ବାଟ ଗୁରୁ ହିଁ ଦେଖାଇଥାଏ।

ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେଉଛି ଯାହାକୁ ଦେଖିବା ପରେ ଲୋକଙ୍କ ହୃଦୟ ତରଳି ଯାଉଛି ଏବଂ କହୁଛନ୍ତି ଆଜି ମଧ୍ୟ ଶିକ୍ଷକତା ବଞ୍ଚି ରହିଛି। ତେବେ ଆପଣମାନେ ଜାଣିଛନ୍ତି ଯେ ଶିକ୍ଷକ ଦେଇଥିବା ପାଠ ଯଦି କରିକି ନ ଆସିବା ତେବେ ଏହା ବଦଳରେ ଆମକୁ ମାଡ଼ ପଡିଥାଏ। ମାଡ଼ ଖାଇବା ପରେ ପାଠ କରିକି ଆଣିଥାନ୍ତି। କିନ୍ତୁ ବହୁତ କମ୍ ଶିକ୍ଷକ ଅଛନ୍ତି ଯିଏକି ମାଡ଼ ମାରିବା ବଦଳରେ ଆଗ ପିଲାଙ୍କୁ ବୁଝାଇଥାନ୍ତି।

ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏହା ସହ ଜଡିତ ଏକ ଭିଡ଼ିଓ ଭାଇରାଲ ହେଉଛି। ତେବେ ଏହି ଭିଡ଼ିଓରେ ଆପଣ କୁନି ଝିଅ ଏବଂ ଶିକ୍ଷୟିତ୍ରୀ ଙ୍କୁ ଦେଖିବାକୁ ପାଇବେ। କୁନି ଝିଅଟି ପାଠ କରି କି ଆସି ନଥିବାରୁ ଶିକ୍ଷୟିତ୍ରୀ ଜଣକ ମାଡ଼ ନ ମାରି ବୁଝେଇବାକୁ ଚେଷ୍ଟା କରୁଛନ୍ତି।

ଶିକ୍ଷକ ଏତେ ସ୍ନେହପୂର୍ଣ୍ଣ ଏବଂ ବୁଦ୍ଧିମାନ ଭାବରେ କଥାବାର୍ତ୍ତା କରନ୍ତି ଯେ କୁନି ଝିଅଟି ପରବର୍ତ୍ତୀ ସମୟରୁ ହୋମୱାର୍କ କରିବାକୁ ପ୍ରତିଜ୍ଞା କରିବାକୁ ଲାଗିଲା। ଲୋକମାନେ ଶିକ୍ଷୟିତ୍ରୀ ଜଣଙ୍କ ପିଲାମାନଙ୍କୁ ନିୟନ୍ତ୍ରଣ କରିବାର ଏହି ଉପାୟକୁ ପସନ୍ଦ କରୁଛନ୍ତି। ସମସ୍ତେ କହୁଛନ୍ତି ଯେ ସମସ୍ତ ଶିକ୍ଷକ ଏହି ଭଳି ଭାବରେ ସମାନ ହୁଅନ୍ତୁ।

ଆଇପିଏସ ଅଫିସର ହେଲେ ପ୍ରଭାବିତ

 

ହୃଦୟ ଜିତିଲା ଭଳି ଭିଡିଓକୁ ଟ୍ୱିଟରରେ ଆଇପିଏସ୍ ଅଧିକାରୀ ଦିପାନସୁ କାବ୍ରାଙ୍କ ଦ୍ୱାରା ସେୟାର କରାଯାଇଛି। ଏହି ଭିଡିଓ ସହିତ ସେ କ୍ୟାପସନରେ ଲେଖିଛନ୍ତି ଯେ, କୁନି ଝିଅ ଟି ହୋମୱାର୍କ କରି ନାହିଁ। ବିରକ୍ତ ହେବା ଏବଂ ଗାଳିଗୁଲଜ କରିବା ପରିବର୍ତ୍ତେ, ଶିକ୍ଷକ ପ୍ରେମ ସହିତ ବୁଝାଇଲେ ଏବଂ ତାଙ୍କ ମୁହଁରେ ହସଖୁସି ସଜାଇଲେ ଏବଂ ତାଙ୍କୁ ହୋମୱାର୍କ କରିବାକୁ ମଧ୍ୟ ଶିଖାଇଲେ। ବହୁତ ସୁନ୍ଦର ଏବଂ ନିରୀହ ସଂଳାପ… ନିଶ୍ଚିତ ଭାବରେ ଶୁଣ। ”

ତେବେ ଏହି ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା ପରେ ଖୁବ ମାତ୍ରାରେ ଭାଇରାଲ ହେବାରେ ଲାଗିଛି। ଲୋକମାନେ ଏହି ଭିଡ଼ିଓକୁ ବହୁତ ପସନ୍ଦ ମଧ୍ୟ କରୁଛନ୍ତି। ଭିଡ଼ିଓ ଦେଖିବା ପରେ ଲୋକମାନେ ନିଜ ନିଜର ମତାମତ ଦେଉଛନ୍ତି। ଅନେକ ଲୋକ ଶିକ୍ଷୟତ୍ରୀ ଙ୍କ ପାଠ ପଢା ବୁଝେଇବାର ଉପାୟ କୁ ପସନ୍ଦ କରୁଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button