କାହାର ନାମ ଚିନ୍ତା କରନ୍ତୁ ବାଛନ୍ତୁ ଗୋଟେ ନମ୍ବର ତାଙ୍କ ମନରେ କଣ ଅଛି ତାଙ୍କର ଆଗାମୀ ପଦକ୍ଷେପ କଣ ହେବ-Tarto Card Reading

ନମସ୍କାର ବନ୍ଧୁଗଣ, ନିଜର ହସ ଖୁଶିର ସଂସାର ଗଢିବା ପାଇଁ ସମସ୍ତଙ୍କର ଇଚ୍ଛା ରହିଥାଏ । ହେଲେ ଭାଗ୍ୟ କେତେବେଳେ ବଇରୀ ପାଲଟିଯାଏ କାହାର ସାଥ ଦିଏ ତ ଆଉ କାହାର ଦିଏ ନାହି । ତଥାପି ସବୁ ଲୋକ ନିଜର ଅନ୍ଧକାରମୟ ଜୀବନରେ ସୁଖର ଆଲୋକ ଉଦୟ ହେବାକୁ ଅପେକ୍ଷା କରିଥାନ୍ତି । ଆଜି ଆପଣଙ୍କ ଅପେକ୍ଷା ଶେଷ କରିବା ପାଇଁ ଯାଉଛୁ କାରଣ ଆଜି ଆପଣ ନିଜେ 3ଟି ନମ୍ବର ବାଛି ଜାଣିବାକୁ ପାଇବେ ଆପଣଙ୍କ ପର୍ଶନ ଆପଣଙ୍କ ବିଷୟରେ କଣ ଭାବୁଛନ୍ତି । ତେବେ ଆସନ୍ତୁ ଆରମ୍ଭ କରିବା ।
୧- ଯଦି ଆପଣ ପ୍ରଥମ ନମ୍ବର ଟି ଅଧିକ ପସନ୍ଦ କରିଛନ୍ତି ତେବେ ଆପଣଙ୍କ ସାଥି ଆପଣଙ୍କୁ ନେଇ ପଜେଟିଭ ଅଛନ୍ତି । ଯେମିତି ଆପଣ ଭାବୁଛନ୍ତି ସେମିତି ସେ ବି ଭାବୁଛନ୍ତି । ସେ ସବୁ କିଛି ଛାଡି ଆପଣଙ୍କ ପାଖକୁ ଆସିବାକୁ ଚାହାଉନ ଛନ୍ତି । ଆପଣଙ୍କ ସହ ସମ୍ପର୍କ ବନାଇବାକୁ ଚାହୁଁ ଛନ୍ତି । ଏମିତି ଲାଗୁଛି ଆପଣଙ୍କର ତାଙ୍କ ସହ ସମ୍ପର୍କ ଏତେ ଭଲ ନ ଥିଲେ ସମ୍ପର୍କ ମଜବୁତ ଅଛି । ଆପଣ ଦୁହେଁ ଅନେକ ଥର ଭବିଛନ୍ତି ସମ୍ପର୍କ ଶେଷ କରିବାକୁ କିନ୍ତୁ ଇଶ୍ଵର ଙ୍କ କୃପାରୁ ଏମିତି ହୋଇପାରୁ ନାହିଁ । ଆପଣ ଦୁହିଙ୍କୁ ଆଉ ଗୋଟେ ମୌକା ମିଳିବା ଦରକାର ।
୨- ଆପଣଙ୍କୁ ଦ୍ଵିତୀୟ ନମ୍ବରଟି ଅଧିକ ଆକର୍ଷିତ କରିଥିଲେ ତାଙ୍କ ମନରେ ଆପଣଙ୍କୁ ନେଇ ନିରାଶ ଅଛନ୍ତି । ସେ ଆପଣଙ୍କ ଆଡକୁ ଆସିବାକୁ ଚାହୁଁଛନ୍ତି କିନ୍ତୁ ସ୍ଥିତି ସୁଧାରିବାକୁ ସମୟ ଲାଗୁଛି । ତାଙ୍କର ଆଗାମୀ ସ୍ଟେପ ବହୁତ ବୁଦ୍ଧିମାନର ହେବ । ଆପଣ ଦୁହିଙ୍କର ସମ୍ପର୍କ ବହୁତ ମଜବୁତ ଅଛି । ଆପଣ ତାଙ୍କର ଅପେକ୍ଷା କରିଛନ୍ତି ମିସ କରୁଛନ୍ତି । ଆପଣ ଯାହା ଚାହୁଁଛନ୍ତି ତାହା ନିଶ୍ଚୟ ହେବ । କିନ୍ତୁ ସେ ଯାହା ବି କରୁଛନ୍ତି ଭାବି ଚିନ୍ତି କରୁଛନ୍ତି । ବର୍ତ୍ତମାନ ସେ ନିଜର କାମ ଓ କ୍ଯାରିୟରକୁ ନେଇ ଧ୍ୟାନ ଡୁଛନ୍ତି । ତାପରେ ସେ ଆପଣଙ୍କୁ ନେଇ କିଛି ଭାବିବେ । ସେ ଆପଣଙ୍କୁ ବହୁତ ପସନ୍ଦ କରୁଛନ୍ତି ।
୩- ଆପଣ ଯାହାଙ୍କ ପାଇଁ ତୃତୀୟ ନମ୍ବରଟି ଚୁଜ କରିଛନ୍ତି ତେବେ ସେ ଆପଣଙ୍କ ସହ ଭଲ ସମୟ ବିତାଇବାକୁ ଚାହୁଛନ୍ତି । କିନ୍ତୁ ଯାହା ଚାଲି ଯାଇଛି ତାହାକୁ ମନେ ନ ପକାଇ ଜୀବନରେ ଆଗକୁ ବଢନ୍ତୁ । ଅଚାନକ ସେ ଆପଣଙ୍କୁ ନେଇ ଭଲ ସ୍ଟେପ ନେବେ ଯାହା ପଜେଟିଭ ରହିବ ।
ସେ ନିରାଶ ଅଛନ୍ତି କାରଣ ତାଙ୍କୁ ଲାଗୁଛି ସେ ବହୁତ କିଛି ହରାଇଛନ୍ତି । ତାଙ୍କର କୌଣସି ସମ୍ପର୍କ ତାଙ୍କର ସାଥ ଦେଇ ନାହାନ୍ତି । ସେ ସମସ୍ତଙ୍କୁ ସମୟ ଦେଇଛନ୍ତି କିନ୍ତୁ ତାଙ୍କୁ କେହି ବୁଝିପାରିଲେ ନାହିଁ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।