ଦେଶ ବିଦେଶ

ଆଜି ଚିତାଲାଗି ଅମାବାସ୍ୟା, 500 ବର୍ଷ ପରେ ମହାସଂଯୋଗ ଏହି 6ଟି ରାଶି ହେବେ ମାଲାମାମ ।

ବନ୍ଧୁଗଣ ଆସନ୍ତା କାଲି ହେଉଛି ଚିତାଲାଗି ଅମାବାସ୍ୟା ବା ଚିତଉ ଅମାବାସ୍ୟା । ଏହି ଅମାବାସ୍ୟା ଠାରୁ 5ଟି ରାଶିଙ୍କର ଭାଗ୍ୟ ବଦଳିବାକୁ ଯାଉଛି । ଏମାନଙ୍କ ଉପରେ ମହାଦେବ ଓ ପ୍ରଭୁ ଜଗନ୍ନାଥଙ୍କ କୃପା ବର୍ଷା ହେବାକୁ ଯାଉଛି । ଏମାନଙ୍କର ଭାଗ୍ଯର କବାଟ ଖୋଲିବାକୁ ଯାଉଛି । ଦୁଃଖର ଦିନ ଶେଷ ହେବାକୁ ଯାଉଛି । ଏହି 6ଟି ରାଶି ଯିଏ କି କୋଟିପତି ହେବାର ରାସ୍ତାରେ ଚାଲୁଛନ୍ତି । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।

ତୁଳା ରାଶି : ଆପଣଙ୍କୁ ଜୀବନରେ ଅପାର ସଫଳତା ମିଳିବାର ସମ୍ଭାବନା ନଜର ଆସୁଛି । ଆପଣଙ୍କ ଘରେ ସୁଖ ସମୃଦ୍ଧି ଓ ଧନର ଆଗମନ ହେବ । ଏହି ଅମାବାସ୍ୟା ଠାରୁ କିଛି ନୂଆ କରି ଦେଖାଇପାରନ୍ତି । ବେରୋଜଗାର ଯୁବକଙ୍କୁ ଭଲ ଚାକିରି ମିଳିବାର ଯୋଗ ଅଛି । ନୂଆ କାମରେ ଆସୁଥିବା ବିଘ୍ନ ଦୂର ହେବାକୁ ଯାଉଛି ।

ବୃଷ ରାଶି : ଆପଣଙ୍କୁ ଆର୍ଥିକ କ୍ଷେତ୍ରରେ ବହୁତ ଉନ୍ନତି ହାସଲ ହେବ । ଆଗାମୀ ସମୟ ବହୁତ ଶୁଭ ରହିବ । ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଧନ ଲାଭ ହେବାର ସମ୍ଭାବନା ଅଛି । ଏହି ସମୟରେ ଯାତ୍ରା ଲାଭଦାୟକ ସିଦ୍ଧ ହେବ । ସବୁ ଦୁଃଖ କଷ୍ଟର ଅନ୍ତ ହେବାକୁ ଯାଉଛି । ଚାକିରି କରୁଥିବା ବ୍ୟକ୍ତିଙ୍କ ପାଇଁ ସମୟ ଭଲ ରହିବ ।

ସିଂହ ରାଶି : ଏହି ରାଶିର ବ୍ୟକ୍ତିଙ୍କ ଉପରେ ମା ଲକ୍ଷ୍ମୀ ଓ ପ୍ରଭୁ ଜଗନ୍ନାଥଙ୍କ କୃପା ଦ୍ରୁଷ୍ଟି ରହିବ । ଜୀବନରେ ସଫଳତା ମିଳିବାର ଯୋଗ ଅଛି । ଆର୍ଥିକ ସଙ୍କଟରୁ ମୁକ୍ତି ମିଳିବ । ଦିନ ରାତି ପରିଶ୍ରମ କରି ଉନ୍ନତି କରିବା ସହ ନୂଆ ପରିଚୟ ସୃଷ୍ଟି କରିବେ । ଆଗାମୀ ସମୟରେ ଆପଣଙ୍କର ଭାଗ୍ୟ ଘୋଡା ଠାରୁ ଅଧିକ ଦୌଡିବାକୁ ଲାଗିବ ।

କନ୍ୟା ରାଶି : ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଓ ଧନର ଆଗମନ ହେବ । ଯାହା ଫଳରେ ସାମାଜିକ ପ୍ରତିଷ୍ଠାରେ ଆପଣଙ୍କର ଭାଗ୍ୟ ଖୋଲିଯିବ । ଆପଣଙ୍କୁ ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଲାଭ ହେବାର ସମ୍ଭାବନା ଅଛି । ଚାକିରି କ୍ଷେତ୍ରରେ ଉନ୍ନତିର ବଡ ଖୁସି ଖବର ପ୍ରାପ୍ତ ହୋଇପାରେ । ଧନର ଅପାର ବୃଦ୍ଧି ହେବାର ଯୋଗ ଅଛି । କୌଣସି ମାଙ୍ଗଳିକ କାର୍ଯ୍ୟର ଆୟୋଜନ ହୋଇପାରେ ।

ମେଷ ରାଶି : ପ୍ରଭୁ ଜଗନ୍ନାଥ ଙ୍କ କୃପାରୁ ଆପଣଙ୍କ ଜୀବନରେ ସବୁ ପ୍ରକାରର ଖୁସି ଆସିବାକୁ ଯାଉଛି । ଆପଣ କଠିନରୁ କଠିନ କାମକୁ ଅତି ସହଜରେ କରି ଆଗକୁ ଆଗକୁ ବଢି ଚାଲିବେ । ପରିଶ୍ରମ ଓ ଶ୍ରମିକ କାମ କରୁଥିବା ବ୍ୟକ୍ତିଙ୍କୁ ପ୍ରଭୁ ଜଗନ୍ନାଥ ଙ୍କ କୃପାରୁ ଅମାବାସ୍ୟା ଠାରୁ ଅଧିକ ଧନ ଲାଭ ହେବ ।

କୁମ୍ଭ ରାଶି : ବ୍ୟାପାର ବାଣିଜ୍ୟ କରୁଥିବା ବ୍ୟକ୍ତିଙ୍କୁ ଚିତାଲାଗି ଅମାବାସ୍ୟା ଠାରୁ ଅଧିକ ଧନ ଲାଭ ହେବ । ଆପଣଙ୍କ ସଫଳତା ଦେଖି ଶତ୍ରୁ ଈର୍ଷା କରିବେ । ଶତ୍ରୁ ସେମାନଙ୍କର ଚେଷ୍ଟାରେ ବିଫଳ ହେବେ । ବିଦ୍ୟାର୍ଥୀଙ୍କୁ ଗୁରୁଜନଙ୍କ ଠାରୁ ବଡ ସମ୍ମାନ ମିଳିପାରେ । ଘର ପରିବାରରେ ସ୍ତ୍ରୀଙ୍କ ସହଯୋଗ ମିଳିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button