ଜୀବନଶୈଳୀ

କେଉଁ ଫଳ ଖାଇବା ଦ୍ଵାରା ଛୁଆ ଗୋରା ଜନ୍ମ ହୋଇଥାଏ ? ଏହା ସହ ଆହୁରି 10+ GK Quiz

ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣ ମାନଙ୍କୁ କିଛି ଏଭଳି ପ୍ରଶ୍ନ ଉତ୍ତର ଜଣାଇବା ପାଇଁ ଯାଉଛୁ ଯେଉଁ ପ୍ରଶ୍ନ ପାଇଁ ଆପଣଙ୍କ ଜ୍ଞାନର ବିକଶିତ ହେବା ସହ ଆପଣଙ୍କ ପିଲା ମାନଙ୍କ ଜ୍ଞାନ ମଧ୍ୟ ଆପଣ ମାନେ ବୃଦ୍ଧି କରାଇ ପାରିବେ । ଏହା ସହିତ ଆପଣ ଅନେକ ବଡ ବଡ ପରୀକ୍ଷାରେ ମଧ୍ୟ ଜାଣି ନ ଥିବା ଏହି ଛୋଟ ଛୋଟ ପ୍ରଶ୍ନର ଉତ୍ତର ଦେଇ ଉତ୍ତୀର୍ଣ୍ଣ ହୋଇ ପାରିବେ ।

ଆଜି ଆପଣ ମାନେ ଆମର ଏହି ପୋଷ୍ଟ ମାଧ୍ୟମରେ ଜାଣିବା ପାଇଁ ପାଇବେ କିଛି ଅଜଣା ପ୍ରଶ୍ନର ଉତ୍ତର । ଯାହା ଆପଣଙ୍କ ପାଠ ପଢାରେ ଖୁବ ସହାୟ ହେବ । ଯାହା ଫଳରେ ଆପଣ ଆହରଣ କରିଥିବା ଜ୍ଞାନ ବଳରେ ଅନ୍ୟ କାହାର ମଧ୍ୟ ସାହାର୍ଯ୍ୟ କରି ପାରିବେ । କାରଣ ଜ୍ଞାନ ବାଣ୍ଟିବା ଦ୍ଵାରା ବଢିଥାଏ ।

ସେଥିପାଇଁ ତ ଆଜି ଆମେ ଆପଣ ମାନଙ୍କ ସହ ଆମର କିଛି ଜ୍ଞାନ ବାଣ୍ଟିବା ପାଇଁ ଯାଉଛୁ । ଏହି ସବୁ ସାଧାରଣ ଜ୍ଞାନ ଆପଣ ମାନଙ୍କର ପ୍ରତେକ ସମୟରେ କାମରେ ଆସି ପାରିବ । ଏହାକୁ ଜାଣି ପାରିଲେ ଛାତ୍ର ଛାତ୍ରୀ ମାନେ ସହଜରେ କୌଣସି ବି ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇ ପାରିବେ । ତେବେ ଏହି ସବୁ ପ୍ରଶ୍ନ ଓ ତାହାର ଉତ୍ତର ବିଷୟରେ ହୁଏ ତ ଖୁବ ଲୋକ ଲୋକ ଜାଣିଛନ୍ତି । ତେବେ ଆଉ ଡେରି ନ କରି ଆସନ୍ତୁ ଜାଣିବା ।

୧- କେଉଁ ଫଳ ଖାଇବା ଦ୍ଵାରା ଦାନ୍ତ ସଫା ହୋଇଥାଏ ?

ଉତ୍ତର- ସେଓ ।

୨- କେଉଁ ଫଳରେ ସବୁ ପ୍ରକାର ଭିଟାମିନ ଥାଏ ?

ଉତ୍ତର- ଅମୃତଭଣ୍ଡା ।

୩- ଗେଣ୍ଡା ମାଂସ ଖାଇବା ଦ୍ଵାରା କେଉଁ ରୋଗ ଭଲ ହୋଇଥାଏ ?

ଉତ୍ତର- ହଇଜା ବା ଝାଡା ।

୪- ସୂର୍ଯ୍ୟ ଦେବତା ଙ୍କ ବଡ ପୁତ୍ର ଙ୍କ ନାମ କଣ ?

ଉତ୍ତର- ଯମରାଜା ।

୫- ଆଚାର ଅଧିକ ଖାଇବା ଦ୍ଵାରା କେଉଁ ରୋଗ ହୋଇଥାଏ ?

ଉତ୍ତର- ଏସିଡିଟି ।

୬- କେଉଁ ଫଳରେ ପୋକ ଲାଗି ନ ଥାନ୍ତି ?

ଉତ୍ତର- କଦଳୀ ।

୭- କେଉଁ ଜୀବ ବିନା ମୁଣ୍ଡ ରେ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ବଞ୍ଚି ପାରେ ?

ଉତ୍ତର- ଅସରପା ।

୮- ବେଲପଣା ପିଇବା ଦ୍ଵାରା କଣ ଲାଭ ହୋଇଥାଏ ?

ଉତ୍ତର- ପେଟ ଥଣ୍ଡା ।

୯- କେଉଁ ଫଳ ଗଛ ବିନା ସୂର୍ଯ୍ୟ କିରଣ ରେ ବଞ୍ଚି ଥାଏ ?

ଉତ୍ତର- ବେଗୁନିଆ ।

୧୦- କେଉଁ ଫଳ ଖାଇବା ଦ୍ଵାରା ଛୁଆ ଗୋରା ଜନ୍ମ ହୋଇଥାଏ ?

ଉତ୍ତର- କମଳା ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button