ଦେଶ ବିଦେଶ

ଏହି ପାଞ୍ଚଟି ରାଶିର ପୁଅମାନେ ପାଇଥାନ୍ତି ସବୁଠାରୁ ସୁନ୍ଦର ସ୍ତ୍ରୀ।

ଶାସ୍ତ୍ର ଅନୁଯାଇ ବିବାହ ହେଉଛି ସବୁଠୁ ପବିତ୍ର ବିଧି। ଏହି ବିବାହିତ ସମ୍ପର୍କ କୁ ସବୁଠାରୁ ପବିତ୍ର ସମ୍ପର୍କରେ ପରିଗଣିତ କରାଯାଏ।ଏହି ପବିତ୍ର ସମ୍ପର୍କରେ କିପରି ବାଧା ନପହଁଞ୍ଚୀବ ସେଠୀ ପ୍ରତି ସବୁବେଳେ ଧ୍ୟାନ ଦିଆଯାଇଥାଏ। ସେଥିପାଇଁ ବିବାହ ପୂର୍ବରୁ ଉଭୟ ପୁଅ ଏବଂ ଝିଅର ଜାତକ ମେଳ କରାଯାଇଥାଏ। ଏହି ଜାତକ ଦେଖିବା ଦ୍ୱାରା ସେମାନଙ୍କ ଆଗାମୀ ଦିନ କିପରି କଟିବ ଏହା ବିଚାର କରାଯାଏ। କିନ୍ତୁ ବର୍ତ୍ତମାନ ସମୟରେ ବହୁତ କମ ଲୋକ ଜାତକ ମିଳାଇବା କାର୍ଯ୍ୟ କରୁଛନ୍ତି।

ପୁଅ ମାନଙ୍କ ରାଶି ଅନୁଯାଇ ସେମାନଙ୍କୁ କେତେ ସିନ୍ଦର ସ୍ତ୍ରୀ ମିଳିବ ତାହା ମଧ୍ୟ ବିଚାର କରାଯାଇଥାଏ। ପ୍ରଥମେ ହେଉଛି ମିଥୁନ ରାଶିର ବ୍ୟକ୍ତି, ଏହି ବ୍ୟକ୍ତି ମାନେ ସାଧାରଣତଃ ସୁନ୍ଦରୀ ସ୍ତ୍ରୀ ପାଇଥାନ୍ତି ।ଦ୍ୱିତୀୟ ହେଉଛି ସିଂହ ରାଶି । ଏହି ରାଶିର ବ୍ୟକ୍ତି ମାନେ ନିଜ ସ୍ତ୍ରୀ କୁ ବହୁତ ଅଧିକ ଭଲ ପାଇଥାନ୍ତି ।

 

ତୃତୀୟ ହେଉଛି କନ୍ୟା ରାଶି । ଏହି ରାଶିର ପୁଅମାନେ ସାଧାରଣତଃ ବହୁତ ସୁନ୍ଦର ହୋଇଥାନ୍ତି ସେଥିପାଇଁ ସେମାନଙ୍କୁ ସୁନ୍ଦର ସ୍ତ୍ରୀ ମିଳିବା ସ୍ୱାଭାବିକ।

 

ଚତ୍ରୁର୍ଥ ରେ ହେଉଛି ମକର ରାଶି।ଏହି ରାଶିର ପୁଅମାନେ ଝିଅ ମାନଙ୍କୁ ଅଧିକ ଆକର୍ଷିତ କରିଥାନ୍ତି । ପଞ୍ଚମ ଏବଂ ଶେଷ ରସିଟି ହେଉଛି ମୀନ ରାଶି। ଏହି ରାଶିର ବ୍ୟକ୍ତି ମାନେ ସୁନ୍ଦର ସହିତ ବହୁତ ଭାଗ୍ୟଶାଳି ହୋଇଥାନ୍ତି। ଉପରେ ଥିବା ଏହି ପାଞ୍ଚୋଟି ରାଶିର ବ୍ୟକ୍ତି ମାନେ ସାଧାରଣତଃ ସୁନ୍ଦର ସ୍ତ୍ରୀ ପାଇଥାନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button