ଜୀବନଶୈଳୀ

ଏହି କାରଣ ପାଇଁ କମ ହାଇଟ ଥିବା ଝିଅଙ୍କୁ ବିବାହ କରିବା ଦରକାର, ଫାଇଦା ଜାଣି ଆପଣ ବିଶ୍ବାସ କରିପାରିବେ ନାହିଁ

ଏହା ଆମେ ସମସ୍ତେ ଜାଣିଛୁ କି ବିବାହ ଆମ ଜୀବନର ସବୁଠୁ ବଡ ନିସ୍ପତି ଅଟେ ଯାହା ବହୁତ ବୁଝି ବିଚାରୀ ନେବା ଦରକାର କାରଣ ଏହି ଗୋଟିଏ ନିଷ୍ପତ୍ତି ରେ ମଣିଷର ଜୀବନ ବଦଳି ଯାଇ ଥାଏ ସେ ଝିଅ ହେଉ ବା ପୁଅ ଏହାବି ସତ କି ବିବାହ ଜୀବନର ଏକ ଆବଶ୍ୟକୀୟ ଅଙ୍ଗ ଯାହା ବିନା ମଣିଷ ଜୀବନର କଳ୍ପନା ବି କରାଯାଇ ପାରିବ ନାହିଁ ।

ଆମ ସମାଜରେ ଆଜି ବି କିଛି ଲୋକ ଅଛନ୍ତି ଯିଏ ଆରେଞ୍ଜ ବିବାହରେ ଭରଷା କରନ୍ତି ଏବଂ ଏମିତି କିଛି ଲୋକ ଅଛନ୍ତି ଯିଏ କି ଭଲ ପାଇ ବିବାହ କରିବାକୁ ଭଲ ପାଆନ୍ତି ।

କଣ ଆପଣ ଜାଣିଛନ୍ତି କମ ହାଇଟ ଥିବା ଝିଅ ମାନେ ପୁଅମାନଙ୍କୁ ନିଜ ଆଡକୁ ବହୁତ ଆକର୍ଷିତ କରିଥାନ୍ତି । ଏହି କଥା ସତ ଅଟେ ଆଜି ଆମେ ଆପଣଙ୍କୁ ଏହାର ଏମିତି ଫାଇଦା କହିବୁ ଯାହା ଆପଣଙ୍କୁ ଜଣାନଥିବା । ଯଦି ଆପଣ ନିଜ ପାଇଁ ଝିଅ ଖୋଜୁଛନ୍ତି ତାହେଲେ କମ ହାଇଟର ଝିଅ ହିଁ ଖୋଜନ୍ତୁ ଏଥିରେ ଆପଣ ଖୁସି ରହିବେ । ଝୋଟ ହାଇଟ ଥିବା ଝିଅମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି ଏବଂ ଏହା ସହିତ ବହୁତ ସରଳ ବି ହୋଇଥାନ୍ତି । ସେମାନେ ବହୁତ ଭାବୁକ ହୋଇଥାନ୍ତି । ସେ କମ ଖର୍ଚି ହୋଇଥାନ୍ତି ଏବଂ ଆପଣଙ୍କ ଭଲ ପାଇବାରେ ସନ୍ତୁଷ୍ଟ ରହିବେ ।

ସେମାନଙ୍କୁ ନିଜ ଅପେକ୍ଷା ନିଜ ସାଥିଙ୍କର ବହୁତ ଯତ୍ନ ନେଇଥାନ୍ତି । ସେ କେବେବି ଆପଣଙ୍କୁ ଉଦାସ ଥିବାର ଦେଖି ପାରିବେ ନାହିଁ । ଯେତବେଳେ କୌଣସି ଝିଅ ଗୋଟେ ପୁଅର ବହୁତ ଧ୍ୟାନ ରଖିବ ତାହେଲେ ସେ ଜୀବନରେ ସବୁବେଳେ ଖୁସି ରହିବ ।

ଆପଣ କୌଣସି କାମ କରୁଛନ୍ତି ଏବଂ ତାହା ଆପଣଙ୍କ ଦ୍ଵାରା ଶୀଘ୍ର ହେଇପାରୁ ନାହିଁ ,ଏହା ଦେଖି ଆପଣଙ୍କର ସାହାଜ୍ଯ କରିବା ପାଇଁ ଆପଣଙ୍କ ଛୋଟ ଗାର୍ଲଫ୍ରେଣ୍ଡ ଯେତବେଳେ ଆସିଥାଏ ସେହି ସମୟରେ ଆପଣ ନିଜକୁ ତାଙ୍କୁ ଭଲ ପାଇବାକୁ କାବେବି ନିଜକୁ ଅଟକାଇ ପାରିବେ ନାହିଁ । ଆପଣଙ୍କୁ ଏକ ଖାସ କଥା ଜଣାଇବୁ ଯେ ଛୋଟ ହାଇଟର ଝିଅମାନେ ଆରମରେ ଆପଣଙ୍କ ହୃଦୟର କଥା ଶୁଣି ନେଇଥାନ୍ତି । ଏମିତିରେ ସବୁଠାର ଛାତିରେ ଲଗାଇବା ସମୟରେ ଆପଣଙ୍କ ହୃଦୟର କଥା ଶୁଣି ପାରିଥାନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button