ବିଚାର

ହୀରାକୁଦ ଜଳଭଣ୍ଡାର ସମ୍ଭାଳିବା ଅସମ୍ଭବ, ଏଣୁ ଗେଟ୍ ଖୋଳୁଛୁ, ଏବେ ଯାହା ହେବ ଭଗବାନଙ୍କ ହାତରେ…

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଚଳିତ ବର୍ଷର ମୌସୁମୀ ବର୍ଷା ଆରମ୍ଭ ହେବାକୁ ହୀରାକୁଦର ଜଳଭଣ୍ଡାର ଦିନକୁ ଦିନ ବୃଦ୍ଧି ହେବାକୁ ଲାଗିଲାଣି । ତେଣୁ ହୀରାକୁଦର କର୍ତ୍ତୁପକ୍ଷରୁ ନିଷ୍ପତି ନିଆଯାଇଥିଲା ଯେ ହୀରାକୁଦ ପାଣି ନିଷ୍କାସନ କରାଯିବ । ତେଣୁ ଏହି ନିଷ୍ପତି ବାବଦରେ ପୂର୍ବରୁ ସୂଚନା ଦିଆଯାଇଥିଲା ବେଳେ  ସ୍ପଷ୍ଟ ରୂପେ ଲିଖିତ କରିଥିଲେ କି ଯଥା ହୀରାକୁଦର ଜଳକୁ ନିୟନ୍ତ୍ରଣ  ରଖିବା ଅସମ୍ଭବ  ତେଣୁ କରି ହୀରାକୁଦ ନଦୀବନ୍ଧର ଗେଟ୍ ଖୁଲାଯିବ ତେଣୁ ପୂର୍ବରୁ କୁହାଯାଉଛି କି ଯଦି ଏଥିରେ କୋଣସି ଅଘଟଣ ଘଟେ ତେବେ ଏଥିପାଇ  ହୀରାକୁଦ କର୍ତ୍ତୁପକ୍ଷ ଦାୟୀ ନୁହେଁ ।

କାରଣ ଜଳକୁ ସମ୍ଭାଳିକି ରଖିବା ଅସମ୍ଭବ ହେଲାଣି ଯେକୋଣସି ସମୟରେ ପାଣି ବାହାରକୁ ବାହାରିବାର ସମ୍ଭାବନା ଦେଖାଦଉଛି । ତେବେ ଆଜି ସକାଳ 9 ଟା ସମୟରେ ହୀରାକୁଦ ପାଣି ନିଷ୍କାସନ କରାଯିବ । ହୀରାକୁଦ କର୍ତ୍ତୁପକ୍ଷର ସୂଚନା ଅନୁଯାୟୀ 5 ଟି ଗେଟ୍  ଖୋଲାଯିବ । ହୀରାକୁଦର ଗୋଟିଏ ଗେଟ୍ ଖୋଲିବା ପାଇଁ 23 ମିନିଟ୍ ର ସମୟ ଲାଗେ ତେବେ ପାଞ୍ଚ ଟି ଗେଟ୍ ପାଇଁ ଦୀର୍ଘ ଦୁଇ ଘଣ୍ଟା ସମୟ ଲାଗିବ ।

କର୍ତ୍ତୁପକ୍ଷ ଅଧିକାରୀଙ୍କ କହିବା ଅନୁସାରେ ଗେଟ୍ କୁ ଖୋଲିବା ପୂର୍ବରୁ ପୂଜାଅର୍ଚନା କରାଯିବ । ତେବେ ଆପଣ ଭାବୁଥିବେ ପୂଜା କଣ ପାଇଁ ହେବ ଆମ ହିନ୍ଦୁ ଶାସ୍ତ୍ର ରୀତି ଅନୁଯାୟୀ କୋଣସି କାମ କରିବା ପୂର୍ବରୁ ଭଗବାନଙ୍କ ସାହାଯ୍ୟ ମାଗିଥାଉ ଯଥା ଯେପରି କୋଣସି ପ୍ରକାରର ଅଘଟଣ ନ ଘଟେ ସେଥି ନିମନ୍ତେ ପୂଜା କରାଯାଏ । ଏହା ବ୍ୟତୀତ କର୍ତ୍ତୁପକ୍ଷ କିଛି ପୂର୍ବରୁ ଲୋକମାନଙ୍କୁ ଅଟୋ ବସି ମାଇକ ଦ୍ଵାରା ସୂଚନା ପ୍ରଦାନ କରୁଛି ।

ଗେଟ୍ ଖୋଲା ଯାଇଥିବା ପାଞ୍ଚଟି ଜିଲ୍ଲାର ରାଜ୍ୟପାଳକୁ ସୂଚନା ଜାରି କରି କହୁଛନ୍ତି । ହେ ସେହି ଅଞ୍ଚଳରେ ଯେପଣି କୋଣସି କ୍ଷତି ନ ହୁଏନ ଏଥି ପ୍ରତି ଧ୍ୟାନ ଦେବେ ଆବଶ୍ୟକ ସ୍ଥଳେ ସମସ୍ତ ପ୍ରକାର ସୁବିଧା ସୁଯୋଗ ତକ୍ଷଣ ଯୋଗାଇବେ ।

ତେବେ 23 ତାରିଖ ସକାଳ 9 ଟା ବେଳକୁ ହୀରାକୁଦର ପାଞ୍ଚଟି ଗେଟ୍ ଖୋଲାଯିବ ବୋଲି ହୀରାକୁଦ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button