ଧର୍ମ

ଗୃହକୁ ମା ଲକ୍ଷ୍ମୀ ଆସିବାର 5ଟି ସଂକେତ ! ଶୀଘ୍ର ଦେଖନ୍ତୁ ଆପଣଙ୍କୁ ମିଳୁଛି କି ଏହି ସବୁ ସଂକେତ

ବନ୍ଧୁଗଣ ପ୍ରତେକ ବ୍ୟକ୍ତି ଜୀବନରେ ମା ଲକ୍ଷ୍ମୀ ଙ୍କ କୃପା ପାଇବାକୁ ଇଚ୍ଛା ରଖିଥାଏ । କିନ୍ତୁ ଏହା ସେତେବେଳେ ସମ୍ଭବ ହୋଇପାରେ ଯେବେ ମନୁଷ୍ୟ ଭଲ କର୍ମ କରିଥାଏ ଏବଂ ମା ଲକ୍ଷ୍ମୀ ଙ୍କ ପୂଜା ଆରାଧନା ନିଷ୍ଠା ର ସହ କରିଥାଏ । ତେବେ ମା ଲକ୍ଷ୍ମୀ କୌଣସି ବ୍ୟକ୍ତିଙ୍କ ଘରକୁ ଆଗମନ କରିବା ପୂର୍ବରୁ କିଛି ସଂକେତ ପଶୁପକ୍ଷୀ ବା ପ୍ରକୃତି ଦ୍ଵାରା ଦେଇଥାନ୍ତି ଯାହାକୁ ସାଧାରଣ ମଣିଷ ମାନେ ବୁଝିପାରନ୍ତି ନାହି । ଆଜି ଆମେ ଆପଣଙ୍କୁ ସେହି ସବୁ ସଂକେତ ବିଷୟରେ କହିବାକୁ ଯାଉଛୁ ।

୧- ଅମାବାସ୍ୟା ଦିନ ଯଦି ଘରେ ପେଚା ଦେଖନ୍ତି, ବିଲେଇ ଘରେ ପଶି କ୍ଷୀର ପିଏ, ଘରେ ମୂଷା ବା ଚୁଚୁନ୍ଦ୍ରା ଦେଖନ୍ତି ତେବେ ଏହା ଗୃହକୁ ମା ଲକ୍ଷ୍ମୀ ଙ୍କ ଅଗମନର ସୂଚନା ଦେଇଥାଏ ।

୨- ଗୁରୁବାର ଦିନ ଓ ଶନିବାର ଦିନ ଘରର କୌଣସି ପ୍ରକାରର ସାମଗ୍ରୀ ଭୁଲରେ ବି ବିକ୍ରି କରନ୍ତୁ ନାହି । ଏହା ଦ୍ଵାରା ମା ଲକ୍ଷ୍ମୀ ଗୃହ ଛାଡି ଚାଲି ଯାଇଥାନ୍ତି ।

୩- ଘରେ ଯଦି ସର୍ବଦା ଅଭାବ ଲାଗି ରାହୁଥାଏ ବା ଯେତେ ରୋଜଗାର କରିଲେ ବି ସର୍ବଦା ନିଅଣ୍ଟ ଲାଗି ରାହୁଥାଏ ତେବେ ଛୋଟ ପିତଳ ଢାଳ ରେ ଖୁଚୁରା ମୁଦ୍ରା ଭର୍ତ୍ତି କରି ଘରର ପଶ୍ଚିମ ଦିଗରେ ରଖିବା ସହ ପ୍ରତି ଦିନ ମୁଣ୍ଡିଆ ମାରନ୍ତୁ । ଏହା ଦ୍ଵାରା ସବୁ ଅଭାବ ବହୁତ ଜଲ୍ଦି ଦୂର ହୋଇଥାଏ ।

୪- ଘରର ସାମ୍ନା ରେ ପଥର ବା କଣ୍ଟା ଗଛ ଜମା କରି ରଖନ୍ତୁ ନାହି । ଗରୁଡ ଚିହ୍ନ ଥିବା ଘଣ୍ଟି ଠାକୁର ଘରେ ବାଜିଲେ ଅଗ୍ନି ଓ ବଜ୍ର ଭୟ ରହି ନ ଥାଏ ।

୫- କୌଣସି ଯାନବାହାନ ବା ଲୁହା ଜିନିଷ ବିକ୍ରି କରୁଥାନ୍ତି ମଙ୍ଗଳବାର ଦିନ କରନ୍ତୁ ନାହି । କୌଣସି ବି ପରିସ୍ଥିତିରେ ଜମି ବିକ୍ରି ଆଦି ଗୁରୁବାର ଦିନ କରନ୍ତୁ ନାହି ।

୬- ଧଳା ପେଚା ଘରେ ବସିବାର ବା ରାସ୍ତାରେ ଯିବା ସମୟରେ ଦେଖନ୍ତି ତେବେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ସଂକେତ ହୋଇଥାଏ । ଘରେ ନେଉଳ, ଧଳା ପାରା ବା ଧଳା ପାରା ର ମୂର୍ତ୍ତି ଟିର ରଖନ୍ତି ତେବେ ଘରର ସର୍ବ ବିଧ ମଙ୍ଗଳ ଅଇଥାଏ ।

୭- ଗୃହର ଦକ୍ଷିଣ ଦିଗରେ ତୁଳସୀ ଗଛ ରଖନ୍ତୁ । ଯାତ୍ରା ସମୟରେ ତୁଳସୀ ମାଟି ମୁଣ୍ଡ ରେ ଲଗାନ୍ତୁ ଯାତ୍ରା ସଫଳ ହେବ । ଅଗ୍ନି କୋଣରେ ଘର କରନ୍ତୁ ନାହି । ଏରୁଣ୍ଡି ବନ୍ଧରେ ପାଦ ରଖନ୍ତୁ ଆହି ।

୮- ରୋଷେଇ ଘରେ କେବେ ବି ଝାଡୁ ରଖିବେ ନାହି । ଝାଡୁକୁ ସର୍ବଦା ଲୁଚାଇ ରଖିବେ ଯେମିତି କାହାର ଦ୍ରୁଷ୍ଟି ପଡୁ ନ ଥିବ । ଏହି କେତୋଟି ନିୟମ ଯଦି ଆପଣ ପାଳନ କରିଥାନ୍ତି ତ ଆପଣଙ୍କ ଗୃହ ଜଲ୍ଦି ଧନ ସମାପ୍ତି ରେ ଭରିଯିବ ଓ ସବୁ ପ୍ରକାରର ସମସ୍ଯା ଦୂର ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button