ଆଜି 30 ବର୍ଷ ପରେ ଶନି ଚଳିଲେ କୁମ୍ଭ ରାଶି କୁ, ଏହି ରାଶି ଉପରେ ହେବ 33 ବର୍ଷ ପର୍ଯ୍ୟନ୍ତ ଧନର ବର୍ଷା

ବନ୍ଧୁଗଣ ଗ୍ରହ ମାନଙ୍କର ଚଳନ ଏପରି ହୋଇଥାଏ କି ଆମେ ଯେତେ ଅଧିକ ପରିଶ୍ରମ କରିଲେ ବି କିମ୍ବା ଚେଷ୍ଟା କରିଲେ ବି ସଫଳ ହୋଇ ନ ଥାଉ । କିନ୍ତୁ ବେଳେବେଳେ ଏପରି ସମୟ ଆସିଥାଏ ଅଳ୍ପ ପ୍ରୟାସ ଦ୍ଵାରା ବହୁତ କିଛି ମିଳି ଯାଇଥାଏ । ଏହାର କାରଣ ଗ୍ରହ ନକ୍ଷତ୍ର ମାନଙ୍କର ଗତି ବିଧିରେ ପରିବର୍ତ୍ତନ ହୋଇଥାଏ । ଯାହାର ପ୍ରଭାବ ରାଶି ମାନଙ୍କ ଉପରେ ପଡିଥାଏ । ଗ୍ରହ ମାନଙ୍କର ଚଳନ ମନୁଷ୍ୟଙ୍କ ଜୀବନରେ ସଫଳତା ଓ ବିଫଳତା ଆଣିଥାଏ । ଏହାର କାରଣ ଆଜିର ସମୟରେ ରାଶିଚକ୍ରକୁ ଦେଖା ଯାଇଥାଏ ।
ତେବେ ଆସନ୍ତୁ ଜାଣିବା କେଉଁ ରାଶିଙ୍କ ଜୀବନରେ କଣ ସବୁ ପରିବର୍ତ୍ତନ ହେବାକୁ ଯାଉଛି । ତୁଳା ରାଶି : ମାତା ଲକ୍ଷ୍ମୀଙ୍କ ଅଶେଷ କୃପା ଆପଣଙ୍କ ଉପରେ ରହିବ । ଧନ ଲାଭ ହେବ । କାର୍ଯ୍ୟ ସ୍ଥଳରେ ଉନ୍ନତି କରିବେ । ଆୟରେ ବୃଦ୍ଧି ହେବ କାରଣରୁ ପୁରୁଣା କାମ ଶେଷ ହେବ । ନୂଆ କାମ ଆରମ୍ଭ କରିବେ । ସମାଜରେ ମନ ସମାନ ପ୍ରାପ୍ତ ହେବ । ଅଟକି ରହିଥିବା ଧନ ଫେରି ପାଇବେ ।
ସିଂହ ରାଶି : ମା ଲକ୍ଷ୍ମୀଙ୍କ ବିଶେଷ କୃପା କାରଣରୁ ସମୟ ଶୁଭଦାୟକ ରହିବାକୁ ଯାଉଛି । ପୁରୁଣା କରଜ ରୁ ମୁକ୍ତି ପାଇବେ । ବ୍ୟବସାୟରେ ଉନ୍ନତି ହେବ । କାର୍ଯ୍ୟ କ୍ଷେତ୍ରରେ ସହଯୋଗୀ ମାନେ ସମର୍ଥନ କରିବେ । ଆସନ୍ତା ସମୟ ବହୁତ ଖାସ ରହିବ ।
ବିଛା ରାଶି : ମା ଲକ୍ଷ୍ମୀଙ୍କ କୃପାରୁ ଖରାପ ସମୟ ଏବେ ଶେଷ ହେବାକୁ ଯାଉଛି । ଆଗାମୀ ସମୟ ଅନୁକୂଳ ରହିବ । ଚାକିରି ଓ ବ୍ୟାପାର କ୍ଷେତ୍ରରେ ଅର୍ଥ ଲାଭ କରିବେ । ପରିଶ୍ରମର ଭଲ ଫଳ ମିଳିବ । ଚାକିରିରେ ପ୍ରମୋଶନ ହୋଇପାରେ । ବ୍ୟବସାୟରେ ଲାଭବାନ ହେବେ । ନୂତନ କାର୍ଯ୍ୟରେ ସଫଳ ହେବେ ।
କର୍କଟ ରାଶି : ଆପଣଙ୍କର ବିଜନେସରେ ଭଲ ଲାଭ ପ୍ରାପ୍ତ ହେବ । ପିତା ମାତାଙ୍କ ସ୍ଵାସ୍ଥ୍ୟରେ ସୁଧାର ଆସିବ । ଯାନବାହନର ବିଚାର ଏହି ସମୟରେ କରିବେ । ପୁରୁଣା ରୋଗରୁ ଉପଶମ ପାଇବେ ।
ମିଥୁନ ରାଶି : ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା କାରଣରୁ କାର୍ଯ୍ୟରେ ଉନ୍ନତି କରିବେ । ନୂଆ ବ୍ୟବସାୟ କରିବେ । ସମାଜରେ ମାନ ସମାନ ବଢିବ । ପୁରୁଣା କାମ ପୁଣି ଥରେ ଆରମ୍ଭ ହେବ । ନୂଆ ବାହନ କ୍ରୟ କରିବେ ।
କୁମ୍ଭ ରାଶି : ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ସର୍ବଦା ଲାଗି ରହିଛି । ପ୍ରେମ ପ୍ରସଙ୍ଗରେ ଚାଲିଥିବା ବାଧା ଦୂର ହେବ । ମହିଳା ମାନେ ନିଜର ସମୟକୁ ହସ ଖୁଶିର ବିତାଇବେ । କର୍ମ କ୍ଷେତ୍ରରେ ପଦୋନ୍ନତି ପାଇବେ ।
ମୀନ ରାଶି : ସେୟାର ବଜାରରେ ନିବେଶ କରିଥିଲେ ଭରପୁର ମାତ୍ରାରେ ଲାଭ ପାଇବେ । ଭାଗ୍ୟ ସଂପୂର୍ଣ୍ଣ ବଦଳିଯିବ । ବିଦ୍ୟାର୍ଥୀ ସଫଳତା ହାସଲ କରିବେ । ଦାଂପତ୍ଯ ଜୀବନ ଖୁଶିମୟ ହେବାକୁ ଯାଉଛି । ଯାହା ବି ସମସ୍ଯା ରହିଥିଲା ତାହା ଦୂର ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।