ବିଚାର

କାହାର ନାମ ଭାବି ବାଛନ୍ତୁ ଗୋଟେ ନମ୍ବର ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି ? Tarot Card Reading

ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ୫ଟି ନମ୍ବର ନେଇ ଆସିଛୁ । ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି ଆପଣ ତାହା ଜାଣି ପାରିବେ । ସେ ଆପଣଙ୍କର ପରିବାରର କୌଣସି ସଦସ୍ୟ, ବନ୍ଧୁ ବା ଲାଇଫ ପାର୍ଟନର ହୋଇ ପାରନ୍ତି । ଏଥିପାଇଁ ଆପଣଙ୍କୁ ୫ଟି ନମ୍ବର ମଧ୍ୟରୁ ଯେ କୌଣସି ଗୋଟିଏ ଚୟନ କରିବାକୁ ହେବ । ଆପଣ ଚାହିଁଲେ ଯେ କୌଣସି ଗୋଟିଏ ବ୍ୟକ୍ତି ଙ୍କ ପାଇଁ କିମ୍ବା ୫ ଜଣଙ୍କ ପାଇଁ ଚୁଜ କରିପାରିବେ । ତେବେ ଆସନ୍ତୁ ଆରମ୍ଭ କରିବା ।

୧-  ପ୍ରଥମ ନମ୍ବର : ଯଦି ଆପଣ ପ୍ରଥମ ନମ୍ବର ଚୟନ କରିଛନ୍ତି ତେବେ ସେ ଭାବୁଛନ୍ତି ଆପଣ ତାଙ୍କୁ ବୁଝୁ ନାହାନ୍ତି । ଆପଣ ସାମନାବାଲାକୁ ଅଧିକ ଜଜ କରିଥାନ୍ତି । ଆପଣ କାହା ଉପରେ ଧ୍ୟାନ ଦିଅନ୍ତି ନାହି ସେ ଭାବୁଅଛନ୍ତି । ଆପଣ ଯାହା ଅଛନ୍ତି ତାହା ଦେଖାନ୍ତି ନାହି ବୋଲି ସେ ଭାବୁଅଛନ୍ତି । ଆପଣ କାହା ସହ କେବେ ଭୁଲ କରିବେ ଅନହି ।

୨- ଦ୍ଵିତୀୟ ନମ୍ବର : ଯଦି ଆପଣ ଦ୍ଵିତୀୟ ନମ୍ବର ଚୟନ କରିଛନ୍ତି ତେବେ ସେ ଆପଣଙ୍କ ପଜେଟିଭ ଚିନ୍ତା କରୁଛନ୍ତି । କିନ୍ତୁ ସେ ଅଭୁତ ଜିଦିଆ ଅଟନ୍ତି । ଆପଣ ତରବର ହୋଇ ଏଇଠି ନିସ୍ପତି ନେଇଥାନ୍ତି କିମ୍ବା ସବୁ କିଛି ପାଇବାକୁ ଜଲ୍ଦି କରିଥାନ୍ତି ବୋଲି ସେ ଭାବୁଛନ୍ତି । ଆପଣ ନିଜର ଫାଇଦା ପାଇଁ ଭୁଲ କରିପାରନ୍ତି ବୋଲି ସେ ଭାବୁଛନ୍ତି ।

୩- ତୃତୀୟ ନମ୍ବର : ଯଦି ଆପଣ ତୃତୀୟ ନମ୍ବର ଚୁଜ କରିଛନ୍ତି ତେବେ ସେ ଆପଣଙ୍କ ବିଷୟରେ ପଜେଟିଭ ସିନ୍ତା କରୁଛନ୍ତି । ଆପଣ ଜୀବନରେ ଦୁଖୀ ଅଛନ୍ତି ସମସ୍ତେ ଆନଙ୍କୁ ଧୋକା ଦେଇଛନ୍ତି ବୋଲି ସେ ଭାବୁଛନ୍ତି । କିନ୍ତୁ ଆପଣଙ୍କୁ ଯିଏ ସଚ୍ଚା ପ୍ରେମ ଦେଇପାରିବ କିମ୍ବା ଯିଏ ଆପଣଙ୍କର ନିଜର ଥିବ ଆପଣ ତାକୁ ସମ୍ମାନ ଦେଉ ନାହାନ୍ତି କିମ୍ବା ଦେଖୁ ଅନାହାନ୍ତି । ଆପଣ ଅତୀତରେ ବଞ୍ଚୁଛନ୍ତି ଆଉ ଭାବୁଛନ୍ତି ।

୪- ଚତୁର୍ଥ ନମ୍ବର : ଆପଣ ଯଦି ଚତୁର୍ଥ ନମ୍ବର ଚୁଜ କରିଛନ୍ତି ତେବେ ଆପଣଙ୍କୁ ଜୀବନରେ କଣ କରିବାର ଅଛି କଣ ନିସ୍ପତି ନେବାର ଅଛି କିଛି ବି ଭାବି ନାହାନ୍ତି ବୋଲି ସେ ଚିନ୍ତା କରୁଛନ୍ତି । ଆପଣଙ୍କୁ ବହୁତ ଭଲ ପାଉଛନ୍ତି କିନ୍ତୁ ଜୀବନରେ ଆପଣ କଣ କରିବେ ତାହା ଯାଇ ନାହାନ୍ତି । ଆପଣ ସିରିଏସ ନୁହନ୍ତି ସବୁ ମଜାରେ ଉଡାଇ ଦେଇଥାନ୍ତି ।

୫- ପଞ୍ଚମ ନମ୍ବର : ଯଦି ଆପଣ ପଞ୍ଚମ ନମ୍ବର ଚୁଜ କରିଛନ୍ତି ତେବେ ଆପଣଙ୍କ ନିଜ ଲୋକ ଆପଣଙ୍କର ଶତ୍ରୁ ଅଟନ୍ତି କିନ୍ତୁ ଆପଣ ଦେଖିବାକୁ ଚାହୁଁ ନାହାନ୍ତି । ଆପଣଙ୍କ ଡୁଖା କାରଣ ହୋଇପାରେ ସେଥିପାଇଁ ସେ ଚାହୁଁଛନ୍ତି ଆପଣ ଜୀବନର ସତକୁ ସାମନା କରନ୍ତୁ । ସେ ଆପଣଙ୍କୁ ବହୁତ ଭଲ ପାଉଛନ୍ତି ।

ଆପଣଙ୍କ ସାଥି ଯଦି କିଛି କହୁଛନ୍ତି ତେବେ ତାହା ଶୁଣିବାକୁ ଚେଷ୍ଟା କରୁଛନ୍ତି । ସବୁ କିଛି ବୁଝିବାକୁ ଚେଷ୍ଟା କରନ୍ତୁ ବୋଲି ସେ ଭାବୁଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button