ତରଳି ଗଲା କଠୋର ହୃଦୟ! ଯାହାକୁ ଦିନେ ଛାଡି ଚାଲିଯାଇଥିଲେ ଆଜି ତା ପାଇଁ ମୁଣ୍ଡ ପିଟି କାନ୍ଦୁଛନ୍ତି… ଦେଖନ୍ତୁ Video

ବନ୍ଧୁଗଣ ପିଣ୍ଟୁ ନନ୍ଦ ଓ ସ୍ତ୍ରୀ ପ୍ରତିଭା ଙ୍କ ମଧ୍ୟରେ ମନୋମାଳିନ୍ୟ ପରେ ଅଲଗା ରହୁଥିଲେ । ନଭେମ୍ବର ରୁ ସ୍ଵାମୀ ସ୍ତ୍ରୀ ଅଲଗା ରହୁଥିଲେ । ହେଲେ ସ୍ଵାମୀଙ୍କ ମୃ-ତ୍ୟୁ ପରେ ଆଉ ନିଜକୁ ସମ୍ଭାଳି ପାରି ନ ଥିଲେ ପତ୍ନୀ । କଠୋର ହୃଦୟ ତରଳି ଯାଇଥିଲା । ଶେଷରେ ଜାମ୍ମୁ ରେ ରହୁଥିବା ପତ୍ନୀ ଆସି ଭୁବନେଶ୍ଵର ରେ ପହଞ୍ଚି ଥିଲେ । ଜୁ-ଇ ରେ ଜ-ଳୁ-ଥା-ଏ ପିଣ୍ଟୁ ଙ୍କ ଚି-ତା ଆଉ ଏପଟେ ସ୍ତ୍ରୀ ହ-ରା-ଇ ବସୁଥାନ୍ତି ଚେତା ।
ସ୍ବାମୀଙ୍କ ଶେଷ ବିଦାୟ ବେଳେ କେଉଁ ସ୍ତ୍ରୀ ବା ନିଜକୁ ସମ୍ଭାଳି ପାରିବ ? ଅଭିନେତା ପିଣ୍ଟୁ ନନ୍ଦ କ ଶେ-ଷ-କୃ-ତ୍ୟ ସମୟରେ ଏମିତି କିଛି ଦ୍ରୁଶ୍ଯ ସମସ୍ତଙ୍କ ଅନକୁ ଆନ୍ଦୋଳିତ କରୁଥାଏ । ଅଗ୍ନି କୁ ସାକ୍ଷୀ ରଖି ପ୍ରତିଭାଙ୍କ ହାତ ଧରିଥିଲେ ପିଣ୍ଟୁ । 12 ବର୍ଷର ବୈବାହିକ ଜୀବନ ସୁଖରେ କାଟିବା ପରେ ହଠାତ ସମ୍ପର୍କରେ ସୃଷ୍ଟି ହୋଇଥିଲା ଫାଟ ।
ସ୍ତ୍ରୀ ପ୍ରତିଭା ପେଷାରେ ଜଣେ ଆର୍କେଟେକ ହୋଇଥିବାରୁ ନିଜ ପ୍ରୋଫେସନ ପାଇଁ ଅଧିକ ସମୟ ଦେଉଥିଲେ । ମନୋମାଳିନ୍ୟ ପରେ ଗତ ନଭେମ୍ବର ମାସରେ ଉଭୟ ଅଲଗା ହୋଇଥିଲେ । ସେବେ ଠାରୁ ସାନ ପୁଅକୁ ସାଥିରେ ନେଇ ଜାମୁ ଚାଲି ଯାଇଥିଲେ ସ୍ତ୍ରୀ ପ୍ରତିଭା । ସେଠାରେ NIT ରେ ଆସିଷ୍ଟାନ୍ଟ ପ୍ରଫେସର ଭାବେ କାମ କରୁଥିଲେ । ଆଉ ବଡ ପୁଅ ସାଇ ସହ ଭୂନେଶ୍ଵର ରେ ରହୁଥିଲେ ପିଣ୍ଟୁ ।
ତେବେ ସ୍ବାମୀଙ୍କ ଦେ-ହା-ନ୍ତ ଖବର ଶୁଣିବା ପରେ ନିଜକୁ ଆଉ ସମ୍ଭାଳି ପାରି ନ ଥିଲେ ପ୍ରତିଭା । ସବୁ ପଛ କଥା ଭୁଲି ଶେଷ ଥର ପାଇଁ ଦେଖିବାକୁ ଆସିଥିଲେ ପିଣ୍ଟୁ ଙ୍କୁ । ଆଉ ଶେଷ ଦର୍ଶନର ଦ୍ରୁଶ୍ଯ ର ଭିଡିଓ ଏବେ ଭାଇରାଲ ହୋଇଛି । ପିଣ୍ଟୁ ଙ୍କୁ ଛାଡୁ ବାକୁ ଚାହୁଁ ନାହାନ୍ତି କିନ୍ତୁ ତାଙ୍କ ସହ ବିତାଇଥିବା ସବୁ ସ୍ମରଣୀୟ ମୂହୁର୍ତ୍ତ ଆଖି ଆଗରେ ନାଚି ଯାଉଛି ।
ମିଠା କଥା ରାଗ ରୁଷା କଥାକୁ ମନେ ପକାଇ ନିଜକୁ ଆଉ ସମ୍ଭାଳି ପାରୁ ନାହନ୍ତି ସ୍ତ୍ରୀ । କାନ୍ଦି କାନ୍ଦି ଲୋଟି ପଡ଼ୁଛନ୍ତି ଆଉ ନିଜକୁ ଧିକାର କରୁଛନ୍ତି ସ୍ତ୍ରୀ । ପିନରୁ ଙ୍କ ସହ ସ୍ଵ-ର୍ଗ-ଦ୍ଵା-ର ଯାଏଁ ଯାଇଥିଲେ । ବାହୁନି ହେଉଥିଲେ ଠାକୁରଙ୍କ ପାଖରେ ଅଳି ବି ହେଉଥିଲେ । ମନେ ମନେ କହୁଥିଲେ ଫେରି ଆସ ପିଣ୍ଟୁ । ପଛ କଥା ଭୁଲି ପୁଣି ଏକାଠି ରହିବା ଆମେ ସଂସାରକୁ ଆଗକୁ ନେବା ।
କିନ୍ତୁ ପିଣ୍ଟୁ ଅଫେରା ରାଇଜକୁ ବାଟୋଇ ହୋଇ ଯାଇଥିଲେ । ବୋଧ ହୁଏ ନିସ୍ପତି ନେବାରେ ଡେରି କରି ଦେଲେ ପ୍ରତିଭା । ଏମିତି କିଛି ଭାବିବା ବେଳକୁ ଜୁ-ଇ ରେ ଚି-ତା ଜ-ଳି-ବା ଆରମ୍ଭ ହୋଇ ସାରିଥାଏ । ସାମ୍ନା ରେ ଏହା ଦେଖି ବାରମ୍ବାର ଚେତା ହରାଇ ବସୁଥାନ୍ତି ପ୍ରତିଭା । ବୋଧ ହୁଏ ସ୍ତ୍ରୀ ଙ୍କ ପାଇଁ ଏହା ଭୁଲିବା ସହଜ ଥିଲା ।