ଦେଶ ବିଦେଶ

ପୁତୁରା ମୋ ଛାତିକୁ ଚିପି ତଳିପେଟକୁ… ପୁତୁରା ନାଁ ରେ ସାଂଘାତିକ ଅଭିଯୋଗ ଆଣିଲେ ଖୁଡୀ… କାନ୍ଦି କାନ୍ଦି ଯାହା କହୁଛନ୍ତି ଶୁଣି ଆପଣଙ୍କ ରକ୍ତ ଗରମ ହୋଇଯିବ

ଦର୍ଶକ ବନ୍ଧୁ ଆଜିର ସମୟରେ ପାରିବାରିକ ବିବାଦ ପ୍ରାୟତଃ ଦେଖା ଯାଉଛି । ନିଜ ଲୋକଙ୍କ ମଧ୍ୟରେ ବିବାଦ ଏତେ ବଢି ଯାଉଛି କି ଲୋକେ ମାରିବାକୁ ବି ପଛାଉ ନାହାନ୍ତି । ତେବେ ଏମିତି ଏକ ଘଟଣା ଏବେ ସାମ୍ନା କୁ ଆସିଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସୂଚନା ଅନୁଯାୟୀ ପାରିବାରିକ ବିବାଦ ଉଗ୍ର ରୂପ ନେଲା । କ୍ରୋଧ ଆଗରେ ତୁଛ ହୋଇଗଲା ସମ୍ପର୍କ । ଖୁଡୀ କୁ ଆ-କ୍ର-ମ-ଣ କରିଲା ପୁତୁରା ।

ତା ପରେ ହିତାହିତ ଜ୍ଞାନ ଭୁଲି ଦୁ-ଷ୍କ-ର୍ମ କରିବାକୁ ଉଦ୍ୟମ କରିଲା ପୁତୁରା । କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଚାନ୍ଦୋଳ ଫାଣ୍ଡି ଅଞ୍ଚଳ ଡେରାବେଶ ବ୍ଲକ ର ସୋରିଷିଆ ଗାଁ ରୁ ଏଭଳି ଲଜ୍ୟାଜନକ ଖବର ସାମ୍ନା କୁ ଆସିଛି । ଜଣେ ମହିଳା ଙ୍କୁ ତାଙ୍କ ନିଜ ପୁତୁରା ଓ ପୁତୁରା ର ଦୂର ସହଯୋଗୀ ମାନେ ଆ-କ୍ର-ମ-ଣ କରିଥିଲେ । ତା ପରେ କୁ-କ-ର୍ମ କରିବାକୁ ଚେଷ୍ଟା କରିଥିବା ସଦର ଥାନାରେ ଅ-ଭି-ଯୋ-ଗ କରିଛନ୍ତି ମହିଳା ।

ଦୁଇ ଦିନ ତଳେ ସୋରିଷିଆ ଗାଁ ରେ ଅପର୍ଣ୍ଣା ନାୟକ ଙ୍କ ଘରେ କୌଣସି କାରଣ ବଶତ ପରିବାରରେ କଳହ ଲାଗି ରହିଥିଲା । ଘରେ କେହି ନ ଥିବାର ସୁଯୋଗ ନେଇ ଅପର୍ଣ୍ଣା ଙ୍କ ପୁତୁରା ଜିତେନ୍ଦ୍ର ଆଉ କିଛି ଦୂର ସମ୍ପର୍କୀୟ ମିଶି ମା-ଡ ମା-ରି ତାଙ୍କୁ ତଳେ ପକାଇବା ସହ ଦୁ-ଷ୍କ-ର୍ମ କରିବାକୁ ଚେଷ୍ଟା କରିଥିଲେ । ଏହା ସହ ଅପର୍ଣ୍ଣା ତାଙ୍କ ପୁତୁରା ଓ ସହଯୋଗୀ ମାନେ ଜୀବନରୁ ମା-ରି ଦେବାକୁ ମଧ୍ୟ ଧ-ମ-କ ଦେଇଥିଲେ ।

ଖୁଡୀ ଅପର୍ଣ୍ଣା ଆ-ହ-ତ ହୋଇ ଡାକ୍ତରଖାନା ରେ ଚିକିତ୍ସିତ ହୋଇଥିଲେ । ଘଟଣା ଘଟିବା ପରେ ମହିଳା ଜଣକ ସଦର ଥାନା ରେ ଚାନ୍ଦୋଳ ଫାଣ୍ଡି ର ଦ୍ଵାରସ୍ଥ ହୋଇ ଆ-କ୍ର-ମ-ଣ କାରୀ ପୁତୁରା ଓ ତାଙ୍କ ସହଯୋଗୀ ତାଙ୍କ ବିରୁଦ୍ଧରେ ଏତାଲା ଦେଇଛନ୍ତି । ଆଉ ଏହା ପରେ ଅ-ଭି-ଯୁ-କ୍ତ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟ ଅନୁଷ୍ଠାନ ନେବାକୁ ଦାବି କରିଛନ୍ତି ପରିବାର ଲୋକେ ।

ଆଉ ଘଟଣାକୁ ଗୁରୁତର ସହ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ଅପର୍ଣ୍ଣା ଙ୍କ ସହ ଯାହା ବି ଘଟିଗଲା ତାହା ଅତି ଲଜ୍ୟାଜନକ କଥା । କାରଣ ଜଣେ ପୁତୁରା ଯିଏ ପୁଅ ସମାନ ହେବ ସେ ତା ଖୁସି ସହ ଏଭଳି କୁ-କ-ର୍ମ କରିବା ତାହା ବିଶ୍ଵାସ କରି ହେଉ ନାହି । ବାସ୍ତବରେ ଏହି ଘଟଣା ଅତି ନିନ୍ଦନୀୟ ଅଟେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button