ମନୋରଞ୍ଜନ

ପୁଲୱାମା ଆକ୍ରମଣ ପରେ ପାକିସ୍ତାନ ଆକ୍ଟରକୁ ବଲିଉଡରୁ କରାଗଲା ବ୍ୟାନ, ଏହା ପରେ ପାକିସ୍ତାନ ଅଭିନେତ୍ରୀ କାନ୍ଦି କାନ୍ଦି ଦେଲେ ଏହି ବଡ ବୟାନ – କହିଲେ ଭାରତକୁ ଛାଡି ମୁଁ ବଞ୍ଚି ପାରିବିନି

ପୁଲବାମା ଆତଙ୍କ ଆକ୍ରମମ କୁ ନେଇ ସାରା ଭାରତବାସୀ ରାଗରେ ଅଛନ୍ତି ଏବଂ ତାହାର ପ୍ରତିଶୋଧ ନିମନ୍ତେ ସମସ୍ତ ଦେଶବାସୀ ଯବାବକୁ ଅପେକ୍ଷା କରିଛନ୍ତି ।  ପୁଲୱାମା ଆକ୍ରମଣ ଆଜକୁ ପାଞ୍ଚଦିନ ହୋଇଗଲା ହେଲେ ଭାରତୀୟବାସୀଙ୍କ ହୃଦୟରୁ ଲିଭିନାହିଁ କ୍ରୋଧର ନିଆଁ । ଭାରତ ଆଜିବି ହରାଇଥିବା ସୈନ୍ୟପୁଅଙ୍କର ସହୀଦରେ ଦୁଖିତ ଏବଂ ପ୍ରତିଶୋଧ ନିମନ୍ତେ ସେନାଙ୍କୁ ଦେଉଛନ୍ତି ସନ୍ଧେଶ । କହାର ଭାଇ ପୁଣି କାହାର ସ୍ବମୀ ଓ କହାର ପୁଅ ତେବେ ତାଙ୍କର ଘରଲୋକଙ୍କୁ ଏପରି ସମସୟରେ କିଏ ସାହାରା ଦେବ ଅନ୍ଧାରରୁ ଆଲୋକିତ କରିମାର୍ଗ ଦେଖାଇବ ।

ଏପରି ଜଳନ୍ତାନିଆଁ ରେ କଣ ପାକିସ୍ଥାନ ଜଳିପୁଡି ଛାରକାର ହୋଇଯିବ କେବେ ମଳିବ ପାକିସ୍ଥାନଙ୍କୁ ତାହାର ଯବାବ । ଆଜି ସାରା ଭାରତ ପାକିସ୍ଥାନ ର ଆକ୍ରମଣ ହାମଲର ଯବାାବ ମାଗୁଛି ସମସ୍ତଙ୍କ ମନରେ ଭରିଦେଇଛି କ୍ରୋଧ ରାଜନୈତିକ ଠାରୁ ଆରମ୍ଭ କରି ବ୍ୟବସାୟ ତଥା ଫିଲ୍ମଜଗତ ପର୍ଯ୍ୟନ୍ତ ବଡ ଚିନ୍ତାରେ ପକାଇଛି ପ୍ରାକ୍ ଉପରେ ଭାରତ । ଏବେ ପାକିସ୍ଥାନ ର ଜଣେ ଫିଲ୍ମ କ୍ୟାରେକ୍ଟର ଭାରତବର୍ଷରେ ନିଜର ଫିଲ୍ମ କ୍ୟାରିୟର ବନାଇଥିଲେ କିନ୍ତୁ ଭାରତ ପାକିସ୍ଥାନ ପ୍ରତିଶୋଧ ନିମନ୍ତେ ସେ ପାକିସ୍ଥାନ ଆକ୍ଟରଙ୍କୁ କଲେ ବ୍ୟାନ ।

 

ତେବେ ଆସନ୍ତୁ ଜାଣିବା ସେ ଫିଲ୍ମ ଅଭିନେତ୍ରୀ ଜଣଙ୍କ କିଏ ଏବଂ ତାଙ୍କର ଏଭଳି ବ୍ୟାନକୁ ନେଇ ସେ ଜନସାଧାରଣଙ୍କ ଆଗରେ କଣ ପ୍ରକାଶ କରିଛନ୍ତି । ଭାରତୀୟ ସିନେମାରୁ ବ୍ୟାନ ହେବା ପରେ ପାକିସ୍ତାନି ଅଭିନେତ୍ର ମାଓଓରା ହୋକେନ, ସୋସିଆଲ ମିଡିଆରେ ନିଜର ଦୁଖଃ ପ୍ରକାଶକରି କହିଛନ୍ତି ଯେ ଭାରତ ଉପରେ ଏତେ ବଡ ଆକ୍ରମଣକୁ ନେଇ ମୁଁ ଦୁଖିତ ଏବଂ ପାକିସ୍ଥାନ କୁ ମୁଁ ଦୋଷି ବୋଲି ମାନୁଛି ଯାହା ଭାରତୀୟ ଙ୍କ ପାଇଁ ଏକ ଦୁଖର ବିଷୟ ।

 

ମାଓଓରା ଭାରତୟ ନହେଲେ ମଧ୍ୟ ସେ ଭାରତୀୟ ପରମ୍ପରା ସଂସ୍କୃତି ନୀତିନୀୟମ ଅନୁଯାୟୀ ଚଳିଆସୁଥିଲେ । ତାଙ୍କର ଏବିଷୟ ସୋସିଆଲ ମିଡିଆରେ ମଧ୍ୟ ଚର୍ଚ୍ଚା ହେବାକୁ ଲାଗିଛି କି ମାଓଓରା ଭାରତୀୟ ନହେଲେ ମଧ୍ୟ ତାଙ୍କର ଭଲପାଇବା ସବୁବେଳେ ରହିଆସିଛି । ସେ ମଧ୍ୟ ନିଜେ ଆତ୍ମପ୍ରକାଶ କରିଛନ୍ତି କି ଭାରତ ମୋପାଇିଁ ପୂର୍ଣ୍ଣ ଅଟେ ମୁଁ ପାକିସ୍ଥାନରେ ଜନ୍ମଗ୍ରହଣ କରିଥିଲେ ମୁଁ ଭାରତକୁ ଛାଡି ବଞ୍ଚିପାରିବି ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button