କେଉଁ ତେଲ ମୁଣ୍ଡରେ ଲଗାଇଲେ ଭାଗ୍ୟ ଉଦୟ ହୋଇଥାଏ ? ଏହା ସହ ଆହୁରି କିଛି ବଛା ବଛା Anuchinta

ନମସ୍କାର ବନ୍ଧୁଗଣ, ଆମେ ଆମ ପ୍ରତ୍ୟକ ଦିନ କାର୍ଯ୍ୟରେ ଅନେକ କାର୍ଯ୍ୟ କରିଥାଉ ଯାହାର ହିସାବ ଆମ ପାଖରେ ରହିନଥାଏ । କିନ୍ତୁ ଆମେ କରୁଥିବା ପ୍ରତ୍ୟକ ଦିନର କାର୍ଯ୍ୟରେ ଅଜାଣତରେ କିଛି ନା କିଛି ଭୁଲ ନିଶ୍ଚୟ କରିଦେଇଥାଏ । ଯାହାର ଖରାପ ପ୍ରଭାବ ଆମକୁ ଭୋଗ କରିବା ପାଇଁ ପଡିଥାଏ । ତେଣୁ ଆପଣ ନିଜ ଜୀବନକୁ ସୁଧାରିବା ପାଇଁ ଚାହୁଁଥିଲେ ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ନିହାତି ଦେଖନ୍ତୁ , କାରଣ ଆଜି ଆମେ ଆପଣ ମାନଙ୍କୁ କିଛି ଉପାକାରୀ ଅନୁଚିନ୍ତା ସମ୍ପର୍କରେ ଜଣାଇବା ପାଇଁ ଯାଉଛୁ ।
ପ୍ରଥମ: ଶନିବାର ଦିନ ସୋରିଷ ତେଲ ନିଜ ମୁଣ୍ଡରେ ଲଗାନ୍ତୁ । ଏହା ବହୁତ ମଙ୍ଗଳକାରୀ ହୋଇଥାଏ । ଏବଂ ଆପଣଙ୍କ ଭାଗ୍ୟରେ ସୂର୍ଯ୍ୟ ଉଦୟ ହୋଇଥାଏ । ଧନ ରୋଜଗାର କରିବାର ଅନେକ ମାର୍ଗ ଆପଣ ହାସଲ କରିବା ପାଇଁ ପାଇଥାନ୍ତି । ଏହାସହ ଆପଣଙ୍କ ଜୀବନରେ ଚାଲିଥିବା ବିଭିନ୍ନ ଅସୁବିଧା ମଧ୍ୟ ଦୂର ହୋଇଥାଏ ।
ଦିତୀୟ: ଯଦି ଆପଣ ଧାର କରଜରେ ବୁଡି ରହିଛନ୍ତି ତେବେ ଆପଣ ଶନିବାର ଦିନ ଖିଲି ପାନ ଗୋଟିଏ ସନ୍ଧ୍ୟା ସମୟରେ ନେଇ ଭଗବାନ ହନୁମାନଙ୍କୁ ଅର୍ପଣ କରନ୍ତୁ । ଶୋଇବା ଘରେ କେବେ ମଧ୍ୟ ଝାଡୁ କିମ୍ବା ପୋଛା କପଡା ରଖିବା ଉଚିତ ହୋଇନଥାଏ । ଏହାଦ୍ୱାରା ଘରେ କଳି ଝଗଡା ଲାଗି ରହିଥାଏ । ଘରେ କେବେ ମଧ୍ୟ ବେଶି ପୁରୁଣା ହୋଇଯାଇଥିବା ଝାଡୁ ରଖିବା ଉଚିତ ନୁହେଁ । ଏହାଦ୍ୱାରା ଅଯଥା ଖର୍ଚ ବଢିଥାଏ ।
ତୃତୀୟ: ଯଦି ଆପଣଙ୍କ କାର୍ଯ୍ୟରେ ବାଧା ଆସୁଥାଏ ତେବେ ଆପଣ ଶୋଉଥିବା ତକିଆ ତଳେ ଗୁଜୁରାତି ରଖି ଶୋଇବା ଦରକାର । ଏବଂ ସେହି ଗୁଜୁରାତିକୁ ବାହାର ଲୋକଙ୍କୁ ଖାଇବାକୁ ଦେବା ଉଚିତ । ଏହାଦ୍ୱାରା ଆପଣଙ୍କ ଅଟକି ରହିଥିବା କାର୍ଯ୍ୟ ପୁରା ହୋଇଥାଏ । ଚତୁର୍ଥ: ଘର ପୋଛିବା ସମୟରେ ପାଣିରେ ଫିଟିକିରି ପକାଇ ଘର ପୋଛିବା ଦରକାର । ଏହାଦ୍ୱାରା ଘରର ଅଶୁଭ ଶକ୍ତି ଦୂର ହୋଇଥାଏ ।
ପଞ୍ଚମ: ଯଦି କାହା ଦେହରେ ଅଶୁଭ ଶକ୍ତିର ପ୍ରଭାବ ରହିଥାଏ ତେବେ ଆପଣ ପାଣିରେ ତୁଲସୀ ପତ୍ର ପକାଇ ସେହି ପାଣିକୁଆ ତାଙ୍କ ଦେହରେ ଛିଞ୍ଚନ୍ତୁ । ଏବଂ ତାଙ୍କୁ ପିଇବାକୁ ମଧ୍ୟ ଦିଅନ୍ତୁ । ଏହା ଫଳରେ ଆପଣଙ୍କର ସେହି ସମସ୍ୟା ଦୂର ହୋଇଥାଏ । ଷଷ୍ଠ: ହୃଦରୋଗ ସହ ଜଡିତ ଥିବା ବ୍ୟକ୍ତି ପ୍ରତିଦିନ ନିୟମିତ ଭାବରେ 5ଟି ତୁଲସୀ ପତ୍ର ଚୋବାଇ ଖାଇବା ଉଚିତ । ଏହାଫଳରେ ଶରୀରରେ କୋଲେଷ୍ଟ୍ରଲ କମ ହୋଇଥାଏ ।
ସପ୍ତମ: ଘରର ପୂର୍ବ ଦିଗରେ ସୂର୍ଯ୍ୟଙ୍କ ଯନ୍ତ୍ର ସ୍ଥାପନ କରିବା ଉଚିତ । ଅଷ୍ଟମ: ଘରର ଉତ୍ତର ଦିଗରେ ଏବଂ ପୂର୍ବ ଦିଗରେ ଆଇନା ଲଗାଇବା ଉଚିତ ଏହା ଶୁଭ ହୋଇଥାଏ । ଏବଂ ଧନ ବୃଦ୍ଧି କରିବାରେ ସାହାର୍ଯ୍ୟ କରିଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।