ଜୀବନଶୈଳୀ

ଏବେ ଆଉ ହସୁନି Gopal, ଜେଲରେ କାହା ସହ କଥା ହେଉନି ଗୋପାଳ, ହୋଇଯାଇଛି ଗୁମସୁମ… ଏବେ 3ନମ୍ବର ସେଲ ହୋଇଯାଇଛି ଗୋପାଳର ନୂଆ ଠିକଣା

ନମସ୍କାର ବନ୍ଧୁଗଣ, ଖବର ଅନୁଯାୟୀ ଏତେ ବଡ କାଣ୍ଡ ଘଟାଇବା ପରେ ହସୁଥିବା ଗୋପାଳ ଏବେ ହଠାତ ଚୁପ ହୋଇଯାଇଛି । ନା କାହାକୁ କିଛି କହୁଛି ନା ଆଉ ତା ଓଠରେ ହସ ଅଛି । ସବୁବେଳେ ଜେଲ ଭିତରେ ଗୁମସୁମ ହୋଇ ବସି ରହୁଛି ଗୋପାଳ । ତେବେ ଗୋପାଳର ଆଚରଣରେ ଏଭଳି ପରିବର୍ତ୍ତନ ପଛରେ ରହିନାହିଁ ତ ବଡ ଷ-ଡ-ଯ-ନ୍ତ୍ର । ଗୋପାଳର ଏହି ଆଚରଣକୁ ନେଇ ଆହୁରି ବି କିଛି କଥା ରହିଛି ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ସେହିସବୁ କଥା ସମ୍ପର୍କରେ ।

ଗୋପାଳ ଅସୁରକ୍ଷିତ ମନେ କରିବାରୁ ତାକୁ ଝାରସୁଗୁଡା ଜେଲରେ ଚୌଦ୍ବାର ଜେଲ ଅଣା ଗଲା । ସେବେ ପର୍ଯ୍ୟନ୍ତ ଗୋପାଳ ଠିକ ଥିଲା । ଯେତେବେଳେ ଗୋପାଳ ଘଟଣାର ରିକ୍ରିଏସନ ଦେଖାଉଥିଲା ସେତେବେଳେ ମଧ୍ୟ ଗୋପାଳ ବିନା ଭୟରେ ଖୁସିର ସହ ତାହାକୁ ଉପଭୋଗ କରି କ୍ରା-ଇ-ମ-ବ୍ରା-ଞ୍ଚ ତଦନ୍ତକାରୀଙ୍କ ସମ୍ମୁଖରେ ପରିବେଷଣ କରୁଥିଲା ।

ଆଉ ନାର୍କୋ ଟେଷ୍ଟିଙ୍ଗ ପାଇଁ ଯେତେବେଳେ ଗୋପାଳକୁ ଗୁଜୁରାଟ ନିଆ ଯାଉଥିଲା । ସେତେବେଳେ ମଧ୍ୟ ଗୋପାଳ ଏୟାରପୋର୍ଟରେ ବସି ଠୋ ଠୋ ହୋଇ ଆନନ୍ଦରେ ହସୁଥିଲା । କିନ୍ତୁ ଚୌଦ୍ବାର ଜେଲର 3 ନମ୍ବର ସେ ଗୋପାଳର ନୂଆ ଠିକଣା ପାଲଟିବା ପରେ ଗୋପାଳର ହସ ଖୁସି ଗାୟବ ହୋଇଯାଇଛି । ସେ କାହାକୁ ଅନାଉ ନାହିଁ କିମ୍ବା ନିଜେ ନିଜେ ବି ଯେଉଁ ଖୁସି ହୁଏ ବା ହସେ ତାହା ମଧ୍ୟ ସେ ଆଉ କରୁ ନାହିଁ ।

ବାସ ସବୁବେଳେ ମନ ଦୁଃଖ କରି ଗୁମସୁମ ହୋଇ ବସି ରହୁଛି ଗୋପାଳ । ଗୋପାଳ ପାଖକୁ ଅନୁ କୌଣସି କଏଦୀ ଯିବାର ଅନୁମିତ ନାହିଁ । ଏହି କଥା ସମ୍ପର୍କରେ ଚୌଦ୍ଵାର ଜେଲରେ ଜାମିନ ହୋଇ ବାହାରିଥିବା ଜଣେ କଏଦୀ କହିଛନ୍ତି । ସମସ୍ତଙ୍କ ଭଳି ଯାହା ଦିଆଯାଉଛି ତାହା ଖାଉଛନ୍ତି । ତାଙ୍କୁ ହାଇ ସିକ୍ୟୁରିଟିରେ ରଖାଯାଇଥିବା କଥା ସେ କହିଛନ୍ତି ।

ତେବେ ଆଗରୁ ଖୁସି ଥିବା ଗୋପାଳ ଏବେ ଚୁପ ହୋଇ ଆନୌ ଅନୁତାପ କରୁନାହିଁ । ଏହି ଅନୁତପ୍ତ ଅବସ୍ତାରେ ସେ ଆଉ ସତ ଓଗାଳି ଦେବନି ତ ! ମନ୍ତ୍ରୀଙ୍କ ଘଟଣାକୁ ଦିନ ବିତିବା ସହ ଗୋପାଳର ଖବର ଦିନକୁ ଦିନ ଚାଞ୍ଚଲ୍ୟ ସୃଷ୍ଟି କରିବାରେ ଲାଗିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button