ମନୋରଞ୍ଜନ

ସୁନ୍ଦରତାରେ Malaika Aroraଙ୍କୁ ମାତ ଦେଉଛନ୍ତି Salman Khanଙ୍କ ନୂଆ Hot ଭାଉଜ Giorgia Andriani

ବଲିଉଡ କଳାକାର ମାନେ ନିଜର ଜବରଦସ୍ତ ଅଭିନୟ ପାଇଁ ଯେତିକି ଚର୍ଚ୍ଚା ରେ ରହିତହନ୍ତି ନିଜର ପର୍ଶନାଲ ଲାଇଫକୁ ନେଇ ମଧ୍ୟ ବେଶ ଚର୍ଚ୍ଚା ରେ ରହିଥାନ୍ତି । ଅଭିନେତା ଅରବାଜ ଖାନଙ୍କ ରିୟୁମର ଗାର୍ଲଫ୍ରେଣ୍ଡ ଜର୍ଜିୟା ଏଣ୍ଡରାନି ଏକ ଘରୋଇ function ରେ ଚାର ଚାନ୍ଦ ଲଗାଇ ଦେଇଛନ୍ତି ।

ଏହି  function ରେ ଜର୍ଜିୟା ନିଜର ସୁନ୍ଦରତା ସହ ନିଜର ନୂଆ ଡ୍ରେସ ଷ୍ଟାଇଲରେ ବେଶ ଚର୍ଚ୍ଚା ରେ ରହିଛନ୍ତି ଯାହାର ଭିଡିଓ ଗଣ ମାଧ୍ୟମରେ ଖୁବ ଜୋରସୋର ରେ ଭାଇରାଲ ହେବାରେ ଲାଗିଛି । ଜର୍ଜିୟା ନିଜର ଏକ୍ନେଥିକ ଲୁକରେ ବ୍ଲାକ ଆଣ୍ଡ ୱ୍ହାଇଟ ଲେହେଙ୍ଗାରେ ପାର୍ଟିରେ ସମସ୍ତଙ୍କର ଆକର୍ଷକ ହୋଇ ପାରିଥିଲେ ।

ଅଭିନେତା ସଲମାନ ଖାନଙ୍କ ଘର ପାର୍ଟିରେ ଅରବାଜ ଖାନଙ୍କ ସହ ଜର୍ଜିୟାଙ୍କୁ କଭର କରା ଯାଇଥିଲା । ଜର୍ଜିୟା ନିଜର ହଟ ଲୂକ ପାଇଁ ବେଶ ଚର୍ଚ୍ଚା ରେ ରହିଛନ୍ତି । ଏଥର ପାର୍ଟିରେ ଜର୍ଜିୟା ନିଜର ହେଭି ଲୂକ ସହ ବହୁତ ଗ୍ଲାମରିୟସ ଲାଗୁଛନ୍ତି ।

ସେ ବଲିଉଡରେ ନିଜର ଅନ୍ଦାଜ ଅଲଗା ଢଙ୍ଗରେ ପେଶ କରିଛନ୍ତି । ଯାହାକୁ ଦର୍ଶକ ମାନେ ବେଶ ପସନ୍ଦ କରିବାର ନଜର  ଆସିଥାନ୍ତି । ଏହି ଭିଡିଓ ରେ ଜର୍ଜିୟା ଅରବାଜଙ୍କ ସହ ବହୁତ ସୁନ୍ଦର ପୋଜ ଦ୍ବାରା ମଧ୍ୟ ନଜର ଆସୁଛନ୍ତି । ସେ ପିନ୍ଧିଥିବା ଲେହେଙ୍ଗା ର ବ୍ୟାକ ନେକ ଓ ଚୂନରୀ ଏତେ ସୁନ୍ଦର ହୋଇଛି ଯାହା ପାଇଁ ସେ ଚର୍ଚ୍ଚା ରେ ରହିଛନ୍ତି ।

ଜର୍ଜିୟାଙ୍କ ଲେହେଙ୍ଗା ଛୋଲିରେ ବ୍ୟାକ୍ଳେଶରେ କ୍ଲାଇଣ୍ଡ ଲୁକ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ର ବିଷୟ ହୋଇଛି । ସେ ସୋସିଆଲ ମିଡିଆରେ ପ୍ରାୟ ସମୟରେ ନିଜର ମଜାଦାର ଭିଡିଓ ଓ ଫୋଟ ସେୟାର କରିବାର ନଜର ଆସିଥାନ୍ତି । ଅରବାଜଙ୍କ ସହ ସମ୍ପର୍କ ଥିବା ନେଇ ଜର୍ଜିୟା ଅନେକ ସମୟରେ ସାମନାକୁ ଆସିଥାନ୍ତି । ଗତ କିଛି ଦିନ ଅରବାଜ ଜର୍ଜୀୟାଙ୍କ ସହ ଛୁଟି ମନେଇବାକୁ ଯାଇଥିଲେ ଯାହାର କିଛି ଭିଡିଓ ଓ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ଅଭିନେତ୍ରୀ ଜର୍ଜିୟା “ୱେଲକମ ଟୂ ବଜରଙ୍ଗପୁର” ଫିଲ୍ମରେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସେ ୱେବ ସିରିଜ ମଧ୍ୟ ଡେବ୍ୟୁ କରିଛନ୍ତି । ସେ ସିଙ୍ଗର ମିକ୍କା ସିଂ ଙ୍କ ସହ “ରୂପ ତେରା ମସ୍ତାନା” ଗୀତରେ ଜବରଦସ୍ତ ପର୍ଫୋମାଂସ ଦେଇ ସାରିଛନ୍ତି । ସେ ବହୁତ ଜଲ୍ଦି “ତ୍ରୀଦେବୀ ବାଙ୍ଗାଲୋ” ଫିଲ୍ମ ରେ ଅଲଗା ଅନ୍ଦାଜ ରେ ନଜର ଆସିବାକୁ ଯାଉଛନ୍ତି । ଏହି ଫିଲ୍ମରେ ସେ ଧମାକାଦାର ଆଇଟମ ଗାର୍ଲ ଭାବେ ନଜର ଆସିବେ ଏହି ଫିଲ୍ମରେ ଜର୍ଜିୟାଙ୍କ ସହ ଅରବାଜ ଖାନ ଓ ପ୍ରିୟା ପ୍ରକାଶ ନଜର ଆସିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button