ବିଚାର

ଚନ୍ଦ୍ର ଗ୍ରହଣ ପରେ, ଚନ୍ଦ୍ର ଦେବ ଦେଇଗଲେ ଏହି ୪ଟି ରାଶିକୁ ବରଦାନ – ହେବେ କୋଟିପତି

ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ ଚନ୍ଦ୍ର ଗ୍ରହଣ ବିଷୟରେ କିଛି ବିଶେଷ କଥା କହିବାକୁ ଯାଉଛୁ । ଚନ୍ଦ୍ର ଗ୍ରହଣ ଯିବା ପୂର୍ବରୁ ଚନ୍ଦ୍ର ଦେବ ଏହି ସବୁ ରାଶି ମାନଙ୍କୁ ଦେଇଛନ୍ତି ବରଦାନ । ସମସ୍ତେ ଆଜିକାଲି ଗ୍ରହଚଳନ କୁ ନେଇ ସବୁବେଳେ ଚିନ୍ତା ରେ ରୁହନ୍ତି କି କେଉଁ ଗ୍ରହ କି ପ୍ରଭାବ ପକାଇବେ । ତେବେ ଏଥର ଚନ୍ଦ୍ର ଗ୍ରହଣ ପରେ ଚନ୍ଦ୍ର ଦେବ ଏହି ସବୁ ରାଶିର ଭାଗ୍ୟରେ ବଡ ପରିବର୍ତ୍ତନ ଆସିଛି । ତେବେ ଆସନ୍ତୁ ଜଣାଇବା କିଏ ସେହି ଭାଗ୍ଯବାନ ରାଶି ମାନେ ଯାହା ଭାଗ୍ୟ ବଦଳିବ ।

ମେଷ-

ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଦେଖାଦେବ । ଉଚ୍ଚ ସମ୍ମାନ ଲାଭ, ମନରେ ଉତ୍ସାହ ଓ ମିଷ୍ଠାନ୍ନ ଭୋଜନ ପ୍ରାପ୍ତି ହେବ। ଚିତ୍ତ ପ୍ରସନ୍ନ ରହିବ ଓ କାର୍ଯ୍ୟ ସିଦ୍ଧି ହେବ । ପୂରାତନ ବନ୍ଧୁ ଓ ମିତ୍ରଙ୍କ ସହଯୋଗ ଅଧିକ ଲାଭଦାୟକ ହେବ। ପ୍ରେମିକ ପ୍ରେମିକାମାନେ ପ୍ରେମକ୍ଷେତ୍ରରେ ସଫଳତା ଲାଭ କରିବେ । ଶିକ୍ଷାକ୍ଷେତ୍ରରେ ସଫଳତା ଅର୍ଜନ କରିବେ। ମାନସିକ ଏକାଗ୍ରତା ରଖି ପାରିବେ। ଶୁଭ ସମ୍ବାଦପାଇ ଖୁସିହେବେ ।

କନ୍ୟା-

ନିଜର ଧନ ସହିତ ଜଡିତ ସବୁ ଅସୁବିଧାରୁ ମୁକ୍ତି ମିଳିଯିବ. ଆପଣଙ୍କ ମନ ଧାର୍ମିକ କାମ ପ୍ରତି ଅଧିକ ଧ୍ୟାନ ରହିବ. ବ୍ୟାପାର ବାଣିଜ୍ୟରେ ଲୋକଙ୍କ ସଫଳତାର ଦ୍ୱାର ଖୋଲିଯିବ. ଆଉ ଆପଣଙ୍କୁ ଅନେକ ଉପାୟରୁ ଆୟ ହେବ. ପାରିବାରିକ ଜୀବନ ଆନନ୍ଦମୟ ଓ ଦାମ୍ପତ୍ୟଜୀବନ ରେ ଖୁସି ଆସିବ । ଦୂରଯାତ୍ରାର ସୁଯୋଗ ପାଇ ସଫଳତା ମିଳିବ। ପରିବାରରେ ଶାନ୍ତି ବିରାଜମାନ କରିବ। ରାଜନୈତିକ କ୍ଷେତ୍ରରେ ଏମିତି କାର୍ଯ୍ୟ କରିବେ ଯାହାକି ଭବିଷ୍ୟତ ଆକାଂକ୍ଷାକୁ ପୂର୍ଣ୍ଣ କରିବ । ବ୍ୟବସାୟରେ ଆର୍ଥିକ ଉନ୍ନତି ଓ ଅଚାନକ ଧନ ପ୍ରାପ୍ତି ହେବା ସହ ମାନ ସମ୍ମାନ ବୃଦ୍ଧିହେବ ।

ତୁଳା-

ଶୁଭ ସମାଚାର ମିଳିବ ଓ ନିଜଲୋକ ସାହାଯ୍ୟ କରିବେ । ସମ୍ପତ୍ତି ସମ୍ବନ୍ଧୀୟ ବିବାଦ ଠିକ୍ ଲୋକ ମଧ୍ୟସ୍ଥିରେ ସମାଧାନ ହେବ । ରାଜନୀତିରେ ସହକର୍ମୀମାନଙ୍କଠାରୁ ସାହାଯ୍ୟ ସହଯୋଗ ପାଇ ଲୋକପ୍ରିୟତା ହାସଲ କରି ନୂତନ ଯୋଜନାକୁ କ୍ରିୟାନ୍ୱିତ କରିବେ ଓ ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ । ସରକାରୀ କର୍ମଚାରୀମାନଙ୍କର କର୍ମକ୍ଷେତ୍ରରେ ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବାକୁ ପ୍ରୟାସରତ ହେବେ। ମାନସିକ ବୌଦ୍ଧିକ ଓ ଭାବନାତ୍ମକ ରୂପରେ ଅଧିକ ସକ୍ଷମ ଓ ଅନୁଭବି ହେବେ ।

ଧନୁ –

କର୍ମକ୍ଷେତ୍ରରେ ନିଜ କର୍ମ ଯୋଗକୁ  ଅଧିକ ମହତ୍ତ୍ୱ ଦେବେ। ତଳୁ ଉପର ସ୍ତର ଯାଏଁ ଆଦୃତି ଓ ମାନ୍ୟତା ଅର୍ଜ୍ଜନ କରିବେ । ବିଦ୍ୟାର୍ଥୀଙ୍କର ବିଦ୍ୟାରେ ଉନ୍ନତି ହେବାରୁ ମନ ଖୁସି ରହିବ। ସରକାରୀ କର୍ମଚାରୀମାନେ କର୍ମ କ୍ଷେତ୍ରରେ ସୁନାମ ଅର୍ଜନ କରିବେ । ବନ୍ଧୁ ବାନ୍ଧବଙ୍କ ଦ୍ଵାରା କୌଣସି ଜଟିଳ ସମସ୍ୟାର ସମାଧାନ ହେବ। ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବା ସହିତ ଦାମ୍ପତ୍ୟ  ଜୀବନ ସୁଖମୟ ହେବ। ପୈତୃକ ସମ୍ପତ୍ତିକୁ ନେଇ ଭାତୃ ବିବାଦ ଦେଖାଦେଇ ପାରେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button