ଆପଣ ବାହାରୁ ଯେଉଁ ମେଡ଼ିସିନ 200ଟଙ୍କାରେ କିଣିବେ, ଆମ ମେଡିସିନ ଆପଣଙ୍କୁ ମିଳିବ ମାତ୍ର 25 ଟଙ୍କାରେ

ନମସ୍କାର ବନ୍ଧୁଗଣ, ଆମ ଓଡିଶାରେ ବିଭିନ୍ନ ପ୍ରକାରର ମେଡ଼ିସିନ ଅନେକ ସ୍ଥାନରେ ମିଳୁଛି । କିଛି ମେଡ଼ିସିନ ଦୋକାନ ରେ ରିହାତି ମଧ୍ୟ ଦିଆ ଯାଉଛି । କିନ୍ତୁ ଅନେକ ସମୟରେ ଏମିତି କିଛି ମେଡ଼ିସିନ ଦୋକାନ ଖୋଲା ଯାଉଛି ଯାହାକୁ ନେଇ ଲୋକ ମାନେ ବେଶ ଉପକୃତ ହେଉଛନ୍ତି । ଏଭଳି ଏକ ଘଟଣା ବର୍ତ୍ତମାନ ସାମନା କୁ ଆସିଛି । ଆସନ୍ତୁ ଜାଣିବା ଏହା ବିଷୟରେ ଆଉ ଡେରି ନ କରି ସଂପୂର୍ଣ୍ଣ ବିବରଣୀ ।
ଏ ନେଇ ମେଡ଼ିସିନ ଦୋକାନୀ ଜଣକ କହୁଛନ୍ତି ଯେ “ଏଲୋପାତି ର ସବୁ ଜେନେରିକ ମେଡ଼ିସିନ ଏଠାରେ ମିଳୁଛି । କମ୍ପାନୀର ନାମ ଅନୁଯାୟୀ ଆମେ ମେଡ଼ିସିନ କମ୍ପୋଜିସନ ବାହାର କରି ଆମେ ଲୋକଙ୍କୁ ଦେଉଛୁ କିନ୍ତୁ ଡାକ୍ତର ମାନେ ପ୍ରେକ୍ସିସନ ଲେଖିକି ଦିଅନ୍ତି । ଯଦି ଜଣେ 200 ଟଙ୍କାର ମେଡ଼ିସିନ କିଣୁଛନ୍ତି ଏଥିକାଲ ର ଏଠାରେ ଆମେ ମାତ୍ର 25 ଟଙ୍କାରେ ଦେଉଛୁ । ସବୁ ମେଡ଼ିସିନ 100% ଇଫେକ୍ଟିଭ ।
ଜଣେ ଯଦି 500 ଟଙ୍କାର ମାସକୁ ମେଡ଼ିସିନ ନିଅନ୍ତି ତେବେ ଏଠାରେ 1200-1300 ଟଙ୍କା ଭିତରେ ମିଳିଯିବ । ବାହାରେ ମିଳିଥିବା ମେଡ଼ିସିନ ଯେମିତି କାମ ଦେଉଛି ଏଟା ମଧ୍ୟ ସେମିତି କାମ ଦେବ । ଏଠାରେ ସୁଲଭ ମୂଲ୍ଯରେ ଦିଆ ଯାଉଛି । ଜାଭା ଇଣ୍ଡିଆର କୌଣସି ହୋଲ ସେଲର ନୁହେଁ କି ଡିଷ୍ଟ୍ରି ବ୍ୟୁଟର ନୁହେଁ । ଡାଇରେକ୍ଟ କମ୍ପାନୀ ଆମ ପାଖକୁ ଜିନିଷ ପଠାଉଛି । ଟ୍ରାନ୍ସପୋର୍ଟଶେସନ ଖର୍ଚ୍ଚ ଆମକୁ ପଡୁ ନାହି ।
ଏମିତିକି ଡାକ୍ତର କି ରିପ୍ରେଜେଣ୍ଟିଭ ନାହାନ୍ତି କି ଲେଖିବେ ଯେ ଏଟା କମିଶନ ଦିଆଯିବ । କମିଶନ ବେଶରେ ନୁହେଁ କୌଣସି ଡାକ୍ତରଙ୍କର । ଜନ ଔଷଧୀରେ 700ରୁ 800 ପ୍ରଡ଼କ୍ଟ ଅଛି କିନ୍ତୁ ଆମର ଏଠାରେ 4000 ରୁ ପ୍ରଡ଼କ୍ଟ ଅଛି । ଖଦି ଇଣ୍ଡିଆର ସବୁ ପ୍ରାଡ଼କ୍ଟ ସହ ଏହା ଟାୟାପ ହୋଇଛି । ପ୍ରଡ଼କ୍ଟ ଗୁଡାକ ମାର୍କେଟିଙ୍ଗ କରୁଛି । ଆୟୁର୍ବେଦିକ ଟାଇପ ଯେମିତି ଜୁସ, ସାବୁନ, ପେଷ୍ଟ ଯାହା ଖଦି ଇଣ୍ଡିଆର ଏହି କମ୍ପାନୀ ମାର୍କେଟିଙ୍ଗ କରୁଛି ।
ଆମ କମ୍ପାନୀ କହିଛି ମିନିମମ 2ରୁ 3କିମି ଦୂରରେ ଦୋକାନ ରହିଲେ ଲୋକଙ୍କୁ ଆଭଲେବଲ ହେବ । ବରମୁଣ୍ଡା ରେ ଗୋଟେ ବ୍ରାଞ୍ଚ ଅଛି । ଏହି ମେଡ଼ିସିନ ଖାଇଲେ ରୋଗ ବି ଉପଶମ ହେବ । ଏଠାରେ ଲୋକଙ୍କୁ ସୁଲଭ ମୂଲ୍ଯରେ ଉପଲବ୍ଧ ହେବ । ସବୁ ମେଡ଼ିସିନରେ 100% ରିହାତି ମିଳିବ ନାହି । କେଉଁଥି ରେ 50,70,90 ପ୍ରତିଶତ ରିହାତି ମିଳିବ ।
ଲୋକ ମାନେ ଏହି ମେଡିସିନ ବହୁତ ଉପକୃତ ହେଉଛନ୍ତି । ଜଣେ ଡାକ୍ତର ମଧ୍ୟ ନିଜେ ଉପକୃତ ହୋଇଛନ୍ତି ଏଠାରୁ ମେଡ଼ିସିନ ନେଇକି” ।