ମନୋରଞ୍ଜନ

ଦୁନିଆରେ ବହୁତ ସାରା ଝିଅ ଅଛନ୍ତି ଯେଉଁମାନେ ପୁଅ ମାନଙ୍କୁ ଠକିଛନ୍ତି, ‘ମୁଁ ମୋ ସାଙ୍ଗର Relationship ଭାଙ୍ଗି ଦେଇଛି, କାହିଁକି ନା ତା ବୟଫ୍ରେଣ୍ଡ ତାକୁ…’ ଅଭିନେତ୍ରୀ Trisha

ଦର୍ଶକ ବନ୍ଧୁ ଆପଣମାନେ ସମସ୍ତେ ଟେଲି ଅଭିନେତ୍ରୀ ତ୍ରିଶା ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ “ତାରା ତାରିଣୀ” ସିରିଏଲରେ ନେଗେଟିଭ ଚରିତ୍ରରେ ଖୁବ ସୁନ୍ଦର ଅଭିନୟ କରୁଛନ୍ତି । ସେ ଏକ ସାକ୍ଷାତକାରରେ ଭଲ ପାଇବାକୁ ନେଇ ଏମିତି କିଛି ବାୟନ ଦେଇଛନ୍ତି । ସେ କହିଛନ୍ତି “ପ୍ରେମରେ ଅନ୍ୟକୁ ନିସ୍ଵାର୍ଥପର ହୋଇ ଭଲପାଇବା ନିହାତି ଭାବରେ ଆବଶ୍ୟକ । ତମେ କାହାକୁ ଭଲ ପାଉଛ ତମର ବି ସ୍ଵାର୍ଥ ଥିବ ସେ ତୁମକୁ ସେତିକି ଭଲ ପାଉ ।

ମୋଟ ଉପରେ କହିବାକୁ ଗଲେ ସମସ୍ତଙ୍କ ପାଖରେ ସ୍ଵାର୍ଥ ଥାଏ ଯେ କିଛି ସ୍ଵାର୍ଥ ବଦଳରେ ନିହାତି ଭାବରେ କିଛି ସ୍ଵାର୍ଥ ଆସିବ । ମାତ୍ର ଆଜିକାଲି ଦୁନିଆରେ ଭଲ ପାଇବା ଗୋଟିଏ ଧନ୍ଦା ଭଳି ହୋଇଗଲାଣି । ଦୁନିଆରେ ବହୁତ ସାରା ଝିଅ ଅଛନ୍ତି ଯେଉଁ ମାନେ ପୁଅ ମାନଙ୍କୁ ଠକିଛନ୍ତି । ଯେମିତିକି ମୋର ଜଣେ ଝିଅ ସାଙ୍ଗ ନିଜ ବୟଫ୍ରେଣ୍ଡ କୁ ଫୋନ କରି କହିଲା ଯେ ମୋ ମା’ ଙ୍କ ଦେହ ବହୁତ ଖରାପ ମୋତେ ୩ ହଜାର ଟଙ୍କା ଦେବ ? ଏହାପରେ ଯେତେବେଳେ ତ୍ରିଶା ସାଙ୍ଗର ମା’ ଙ୍କୁ ପଚାରିଲେ ଆପଣଙ୍କ ଦେହ କେମିତି ଅଛି ? ମା’ କୁହନ୍ତି ମୋର ତ କିଛି ହୋଇ ନ ଥିଲା ।

ଏହା ପରେ ପଚାରୁ ପଚାରୁ ସବୁ ସତ କଥା ଧରା ପଡିଗଲା । ମୋ ସାଙ୍ଗ ମିଛ କହୁଛନ୍ତି ତା ପରେ ସମ୍ପର୍କ ଭାଙ୍ଗି ଯାଇଥିଲା । ଦିନେ ମୋ ସାଙ୍ଗର ମାମା ହଷ୍ଟେଲ ଆସିଥିଲେ ଆଉ ମୁଁ ଭୁଲରେ ପଚାରି ଦେଇଥିଲି ଆଣ୍ଟି ଆପଣଙ୍କ ଦେହ କେମିତି ଅଛି ଯାହାକୁ ଶୁଣିବା ପରେ ସେ ସକ ହୋଇଗଲେ । ମୋ ଠାରୁ ବି ମୋ ସାଙ୍ଗ ୨ହଜାର ଟଙ୍କା ନେଇଥିଲା । ତ ପରେ ମୋ ସାଙ୍ଗର ମାମା କହିଲେ ତୁମଠୁ ବି ପଇସା ନେଇଛି । ସେଠାରେ ସାଙ୍ଗର ବଏଫ୍ରେଣ୍ଡ ଥିଲା ସେ ବି କହିଲା ମୋ ଠାରୁ ୩ହଜାର ଟଙ୍କା ନେଇଛି ।

ମୁଁ ନିଜେ ହିଁ ମୋ ସାଙ୍ଗର ସମ୍ପର୍କ ଭାଙ୍ଗିଛି । ମୋର ସ୍ଵପ୍ନ ଥିଲା ଏୟାରଫୋର୍ସ ପାଇଁ ଯାହା ପାଇଁ ମୁଁ ବାପାଙ୍କର ବହୁତ ପଇସା ଖର୍ଚ୍ଚ କରି ଦେଇଛି । ଏବେ ଇଚ୍ଛା ଅଛି ଯେଉଁ କ୍ଯାରିୟରରେ ଏବେ ମୁଁ ଅଛି ସେଥିରେ ଆଗକୁ ବଢିବାକୁ ଚାହେଁ । ମୋର ରିୟଲ ନାମ ହେଉଛି ଭାଗ୍ୟଶ୍ରୀ । ମୋତେ ଅଭିନୟ ଆଦୌ ଆସୁ ନ ଥିଲା । ମାତ୍ର ମୁଁ ନିଜର କୋ-ଆର୍ଟିଷ୍ଟ ଏବଂ ଡ଼ିରେକ୍ଟର ପାଇଁ ଆଜିଭଳି ଦିନରେ ଅଭିନୟ କରିପାରୁଛି । ମୁଁ ବାହାରେ ଖାଇବାକୁ ଭଲ ଲାଗେ ନାହି କିନ୍ତୁ ଦେଖିବାକୁ ଭଲ ଲାଗେ ।

ମୋର ସବୁଠୁ ପ୍ରିୟ ହେଉଛନ୍ତି ସୁମନ ପଟ୍ଟନାୟକ ତାଙ୍କ ସହ ମୋର ସମ୍ପର୍କ ବହୁତ ଭଲ । ଆମେ ଦୁହେଁ କାର ରେ ବସି ବି ନାଚିଥାଉ । ମୋତେ କେହି ଭାଗ୍ୟଶ୍ରୀ ଡାକିଲେ ମୁଁ ସକ ହୋଇଯାଏ ତ ପରେ ଭାବେ ମୁଁ ତ୍ରିଶା ଅଛି । ମୋ ସହ ସେଲଫି ନେଲେ ମୁଁ ଗର୍ବ ଅନୁଭବ କରେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button