ସ୍ଵାମୀ ହାତରେ ରାକ୍ଷୀ ବାନ୍ଧି କରିଲା ଭାଇ, ଆଉ ତା ପରେ ଯାହା ହେଲା…

ନମସ୍କାର ବନ୍ଧୁଗଣ । ସୂଚନା ମୁତବାକ ସ୍ଵାମୀ ହାତରେ ରାକ୍ଷୀ ବାନ୍ଧି ଭାଇ କରିଲା ସ୍ତ୍ରୀ । ଶୁଣିବକକୁ ବିଶ୍ଵାସଯୋଗ୍ୟ ହେଉନଥିବା ଏହି ଘଟଣା ଟି ହେଉଛି ରାଜସ୍ଥାନ ଜୋତପୁରର ତରୁଣା ନାମକ ଯୁବତୀ ପ୍ରେମିକଙ୍କ ପାଇଁ ସ୍ଵାମୀ ହାତରେ ରାକ୍ଷୀ ବାନ୍ଧି ବାର ନିଷ୍ପତି ନେଇଥିଲେ । କାରଣ ତରୁଣା ଘରଲୋକେ ତାଙ୍କ ଇଛା ବିରୁଦ୍ଧରେ ଏହି ବିବାହ ଟି କରିଥିଲେ ମାତ୍ର ତରୁଣା ତାଙ୍କ ଛୋଟ ବେଳସାଙ୍ଗ ସୁରେନ୍ଦ୍ରକୁ ଭଲ ପାଇଥିବା ହେତୁ ସ୍ଵାମୀଙ୍କୁ କରିଥିଲେ ଭାଇ ।

ତେବେ ଖବର ମୁତାବକ ତରୁଣା ଯୁବତୀ ଜଣକଙ୍କର ପ୍ରଥମେ ସୁରେନ୍ଦ୍ରଙ୍କ ସହ ବିବାହ ହୋଇଥିଲେ । ମାତ୍ର ତରୁଣାଙ୍କ ଘରଲୋକେ ତାଙ୍କ ଜାତିର ପୁଅ ହୋଇନଥିବା କାରଣରୁ ଜୋରଜବାଦସ୍ତି କରି ତରୁଣାକୁ ତାଙ୍କ ପ୍ରଥମ ସ୍ଵାମୀ ସୁରେନ୍ଦ୍ରଙ୍କ ଘରୁ ଉଠାଇ ଆଣିଥିଲେ ଏବଂ ଦୀର୍ଘ ପାଞ୍ଚ ମାସ ଯାଏ ତାଙ୍କୁ ବାହାରକୁ ଆସିବାକୁ ମନାକରିଥିଲେ ।

ତରୁଣା ଯେବେ ତାଙ୍କ ଦ୍ଵିତୀୟ ସ୍ଵାମୀଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ ତେବେ ସେ ତାହାକୁ ଅସ୍ଵୀକାର କରି ମୁଁ ତୁମ ପ୍ରଥମ ବିବାହ ସମ୍ବନ୍ଧରେ କିଛି ଜାଣି ବୋଲି କହିଥିଲେ । ସେ ଚାହିଲେ ପ୍ରଥମରୁ ମନା କରିଥାନ୍ତେ । କେବେ ବି ବାଧ୍ୟ କରି ବିବାହ କରି ନ ଥାନ୍ତେ ବୋଲି କହିଥଲେ । ତେବେ ତରୁଣାଙ୍କ ପ୍ରଥମ ବିବାହ ଓ ସ୍ଵାମୀ ସମ୍ପର୍କରେ କୋଣସି ସୂଚନା ଏବେ ଯାଏ ମିଳିନି ।



