ମନୋରଞ୍ଜନ

ବାଲେଶ୍ଵର ପାରମ୍ପରିକ ଆଖଡ଼ା ଖେଳକୁ ପୁରିଛି ୧୦୦ ବର୍ଷ, ଦଶହରାରେ ଜାକଜମକରେ ହେବ ପାଳନ

ବାଲେଶ୍ଵର ପାରମ୍ପରିକ ଆଖଡ଼ା ଖେଳକୁ ୧୦୦ ବର୍ଷ ପୁରିଛି । ଚଳିତ ବର୍ଷ ଆଖଡ଼ା ଖେଳ ପାଇଁ ମହାବୀର ଆଖଡ଼ା ସଂଘ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ବିଧି ଅନୁସାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ସମସ୍ତ ପଡ଼ାରୁ ଆଖଡ଼ା ଦଳ ମାନେ ମହାବୀର ମଠରୁ ସଲାମୀ ନେଇ ଆଖଡ଼ା ପ୍ରଦର୍ଶନ କରୁଛନ୍ତି । ଦଶହରାରେ ଆଖଡ଼ା ଖେଳ ଜାକଜମକରେ ପାଳନ ହେବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button