ବିଚାର

କାନ୍ଦି କାନ୍ଦି ଗଡୁଛନ୍ତି Pintuଙ୍କ ମା’, “ତୁ କୁଆଡେ ଗଲୁରେ ଧନ, କହିଥିଲୁ ଫେରିଆସିବୁ ବୋଲି ଆଜି ମତେ ଏକା କରିଦେଲୁ…” Video ଦେଖି ନିଜ କୋହ ସମ୍ଭାଳି ପାରିବେନି

ବନ୍ଧୁଗଣ ଏବେ ଓଡିଆ ଅଭିନେତା ପିଣ୍ଟୁ ନନ୍ଦ ଆଉ ନାହାନ୍ତି । ତାଙ୍କୁ ଝୁରୁଛି ତାଙ୍କ ପରିବାର ଓଡିଆ ଇଣ୍ଡଷ୍ଟ୍ରି ଆଉ ପରିବାର ଜନ । ମାତ୍ର ୪୫ ବର୍ଷ ବୟସରେ ପିଣ୍ଟୁ ଏ ଦୁନିଆ ରୁ ବିଦାୟ ନେଇଛନ୍ତି । ତେବେ ଗତ ବୁଧବାର ଦିନ ରାତି ୧୧ ଟା ୨୫ ମିନିଟରେ ସେ ଅଫେରା ରାଇଜକୁ ଚାଲି ଯାଇଛନ୍ତି । ଗତ ବୁଧବାର ଦିନ ରାତିରେ ସେ ହାଇଦ୍ରାବାଦରେ ଯଶୋଦା ହସ୍ପିଟାଲରେ ଆ-ଖି ବୁ-ଜି ଛନ୍ତି ।

ଆଉ ତାଙ୍କ ଅ-କା-ଳ ବି-ୟୋ-ଗ-ରେ ପୁରା ଓଲିଉଡ ଇଣ୍ଡଷ୍ଟ୍ରିକୁ ଶକ୍ତ ଝଟକା ଲାଗିଛି । ତେବେ ପିଣ୍ଟୁ ଙ୍କୁ ପ୍ରଥମେ ଦିଲ୍ଲୀ ନିଆ ଯାଇଥିଲା । ଲିଭର ଟ୍ରାନ୍ସ ପ୍ଳାଣ୍ଟ କରିବାକୁ ଡାକ୍ତର ତାଙ୍କୁ ପରାମର୍ଶ ଦେଇଥିଲେ । ଆଉ ଡେରି ହେଲେ ତାହା ପିଣ୍ଟୁ ଙ୍କ ପାଇଁ ଘାତକ ହୋଇପାରେ ବୋଲି ଦିଲ୍ଲୀ ଡାକ୍ତର କହି ଦେଇଥିଲେ ପରିବାର ଲୋକଙ୍କୁ । ଏହା ପରେ ଫେବୃୟାରି ୭ ତାରିଖରେ ତାଙ୍କୁ ଦିଲ୍ଲୀ ନିଆ ଯାଇଥିଲା ।

ସେଠାରେ ତାଙ୍କ ଲିଭର ଟ୍ରାନ୍ସପ୍ଳାଣ୍ଟ ନ ହେବାରୁ ତାଙ୍କୁ ହାଇଦ୍ରାବାଦ ନିଆ ଯାଇଥିଲା । ହେଲେ ହାଇଦ୍ରାବାଦରେ ପିଣ୍ଟୁ ସବୁ ଦିନ ପାଇଁ ଆ-ଖି ବୁ-ଜି ଦେଇଛନ୍ତି । ତେବେ ପିଣ୍ଟୁ ଙ୍କୁ ହ-ରା-ଇ-ବା ପରେ ତାଙ୍କ ପୁରା ପରିବାର ଦୁଖରେ ଭାଙ୍ଗି ପଡିଛନ୍ତି । ବିଶେଷ କରି ତାଙ୍କ ମା । ତାଙ୍କ ମା ପିଣ୍ଟୁ ଙ୍କୁ ଦେଖି କେମିତି ଦୁଖରେ ଭାଙ୍ଗି ପଡିଛନ୍ତି ତାହାର ଭିଡିଓ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ପିଣ୍ଟୁ ଙ୍କ ମୃ-ତ ଶ-ରୀ-ର କୁ ଦେଖିବା ପରେ କୋହ ସମ୍ଭାଳି ପାରୁ ନାହାନ୍ତି ପିଣ୍ଟୁ ଙ୍କ ମା । ସେ ଆମ୍ବୁଲାନ୍ସ ଭିତରେ ପସିଯାଇ ନିଜ ପୁଅ ପାଖକୁ ଯାଉଛନ୍ତି । ଆଉ ତାକୁ ଦେଖି କାନ୍ଦି କାନ୍ଦି ବେହୋସ ହୋଇ ଯାଉଛନ୍ତି । କାରଣ ସେ ଗୋଟେ ମା । ଗୋଟେ ମା ତାର ଜନ୍ମ କଲା ପୁଅକୁ ହରାଇଛି ଆଜି କେମିତି ବା କୋହ ସମ୍ଭାଳିବ । ପିଣ୍ଟୁ ଙ୍କ ମା ଙ୍କର ବୟସ ବହୁତ ମନେ ହେଉଛି ।

ଭାଇରାଲ ହୋଇଥିବା ଭିଡିଓ ରେ ପିଣ୍ଟୁ ଙ୍କୁ ଶେଷ ଥର ପାଇଁ ଦେଖିବାକୁ ତାଙ୍କ ମା ଆମ୍ବୁଲାନ୍ସ ଭିତରକୁ ଯାଉଛନ୍ତି । ହେଲେ ନିଜକୁ ଆଉ ସମ୍ଭାଳି ପାରୁ ନାହାନ୍ତି । କାରଣ ମା ଥାଉ ଥାଉ ଆଜି ମା ଆଗରେ ପୁଅ ଟା ଚାଲିଗଲା କେଉଁ ମା ବା ସହି ପାରିବ । ଏ ଦୁନିଆରେ ଏମିତି କେଉଁ ମା ନାହି ଯିଏ ନିଜ ପୁଅକୁ ମ-ରି-ବା-ର ଦେଖି ପାରିବ । ସତରେ ଏ ଦୃଶ୍ୟ ଦେଖିଲେ ଛାତି ଫାଟି ପଡିବ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button