ବିଚାର

“ଏବେ ସବୁ ସିକ୍ରେଟ୍ ଅଛି, ଯାହା କହିବି ବାହାଘର ପରେ କହିବି… କାହିଁକି ଏମିତି କହିଲେ Lipsa Mishra, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଆପଣ ମାନେ ସମସ୍ତେ ଟେଲି ଅଭିନେତ୍ରୀ ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର ସୁନ୍ଦରତା ପାଇଁ ବେଶ ଚର୍ଚ୍ଚା ରେ ରହିଥାନ୍ତି । ସୋସିଆଲ ମିଡିଆର ଏ ଟେଲି ଅଭିନେତ୍ରୀ ମାନେ ନିଜର ବ୍ୟକ୍ତିଗତ ଲାଇଫ ବିଷୟରେ ଅନେକ କଥା ସେୟାର କରିଥାନ୍ତି । ଯାହା ସେମାନଙ୍କର ଫ୍ୟାନ୍ସ ମାନେ ଜାଣିବାକୁ ଆଗ୍ରହୀ ହୋଇଥାନ୍ତି ।

ଆଜି ଆମେ ଆପଣଙ୍କୁ ସେମିତି ଜଣେ ଖାସ ଅଭିନେତ୍ରୀ ଙ୍କ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ସେହି ହିରୋଇନ ଜଣକ ହେଉଛନ୍ତି ତୁଳସୀ ସିରିଏଲ ରୁ ଫ୍ୟାମ୍ସ ହୋଇଥିବା ଲିପ୍ସା ମିଶ୍ର । ଯିଏ କି ସାର୍ଥକ ଚ୍ଯାନେଲ ରେ ପ୍ରସାରିତ ହୋଇଥିବା ତୁଳସୀ ସିରିଏଲରେ ଅଭିନୟ କରି ଘରେ ଘରେ ପରିଚିତ ହୋଇ ପାରିଛନ୍ତି । ତାଙ୍କର ଅଭିନୟ ଦର୍ଶକ ମାନଙ୍କୁ ଖୁବ ପସନ୍ଦ ଆସିଥାଏ ।

ତେବେ ଅଭିନେତ୍ରୀ ଲିପ୍ସା ଅନେକ ସାରା ସିରିଏଲ ଓ ଫିଲ୍ମ ରେ ନଜର ଆସିଛନ୍ତି । ତାଙ୍କର ସବୁ ସିରିଏଲ ଓ ଫିଲ୍ମ ବେଷ୍ଟ ମଧ୍ୟ ହୋଇଛି । ଗତ କିଛି ଦିନ ତଳେ ତାଙ୍କର ନିର୍ବନ୍ଧ ଶେଷ ହୋଇଛି ଯାହାର କିଛି ଭିଡିଓ ଓ ଫୋଟୋ ସେ ସୋସିଆଲ ମିଡିଆରେ ସେୟାର କରିଥିଲେ । ଯାହାକୁ ନେଇ ଏବେ ଲିପ୍ସା ଖୁବ ଚର୍ଚ୍ଚା ରେ ଅଛନ୍ତି । ତେବେ ଏକ ସାକ୍ଷାତକାର ରେ ଅଭିନେତ୍ରୀ ଲିପ୍ସା ନିଜର ବିବାହକୁ ନେଇ ବଡ ବୟାନ ଦେଇଛନ୍ତି ।

ଆସନ୍ତୁ ଜାଣିବା ସେହି ବିଷୟରେ ବିସ୍ତାର ଭାବେ । ଅଭିନେତ୍ରୀ ଲିପ୍ସା ମିଶ୍ର କହିଛନ୍ତି ଯେ “ମୁଁ  ଡାଇରେକ୍ଟ ଶୁଟିଙ୍ଗ ସେଟ ରୁ ଫେରୁଛି ସେଥିପାଇଁ ନାଲି ଶାଢୀ ଆଉ ମଥାରେ ସିନ୍ଦୁର ପିନ୍ଧିଛି । ମୁଁ ଏ ଯାଏଁ ବାହା ହୋଇ ନାହି । ମୁଁ ମୋ ଭାବି ସ୍ଵାମୀଙ୍କୁ ମୋ ସହ ଶୁଟିଙ୍ଗ ପାଇଁ ଆସିବାକୁ କହିଥିଲି କିନ୍ତୁ ସେ ମନା କରିଲେ ଆଉ କହିଲେ ବାହା ହେଲା ପରେ ମୁଁ ତୁମ ସହ ଯୁଆଡେ ଯିବୀ ।

ମୁଁ ଯାହା କହିବି ମୋ ସୋସିଆଲ ସାଇଡ ଜରିଆରେ କହିବି ଏବେ ଇଛି କହିବି ନାହି । ଏବେ ସବୁ ଶିକରେଟ ଅଛି ବାହାଘର ପରେ ଆମେ ଦୁଇ ଜଣ ଛିଡା ହୋଇକି କହିବୁ । ଏବ କିଛି କହିବାକୁ ମୋତେ ଡାଇରେକ୍ଟ ମନା ହୋଇଛି । ରିୟଲ ଲାଇଫରେ ମୋର ପ୍ରଥମେ ପ୍ରେମ ହେଉଛି ମୋ କ୍ଯାରିୟର ଆଉ କାମ । ତାରି ପାଇଁ ସବୁବେଳେ ମୋର ତୃଷା ଥାଏ ।

ଏବେ ଯେଉଁ ଯାତ୍ରା ଆରମ୍ଭ ହେବ ବିବାହ ପରେ ତାହା ନୂଆ ହେବ । ତୃଷା ଫିଲ୍ମ ରେ ମୁଁ ଆଇଟମ ଡ୍ୟାନ୍ସ କରିଛି । ଏହି ଫିଲ୍ମ କୁ ଲୋକ ମାନେ ସମାନ ଦିଅନ୍ତୁ ଭଲ ପାଆନ୍ତୁ । ସେଟା ମୁଁ ଦେଖାଇବାକୁ ଚାହିଁବି” । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ଲିପ୍ସା ମିଶ୍ର ଙ୍କ ଅଭିନୟ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button