ଧର୍ମ

ଖରାପ ସମୟ ଆସିବା ପୂର୍ବରୁ କଳାମୁଷା ଦେଇଥାଏ ଏହି 3 ଟି ସଙ୍କେତ! ଆପଣଙ୍କୁ ମିଳୁଛି କି ଏଭଳି ସଂକେତ

ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ମୂଷା ମାନଙ୍କ ବିଷୟରେ କିହୀ ଶୁଭ ଅଶୁଭ କଥା ରହିଛି ଯାହା ବିଷୟରେ ଖୁବ କମ ଲୋକ ଜଣାଇଥାନ୍ତି । ଗଣେଶ ଜୀ ଙ୍କୁ ବୁଦ୍ଧିର ଦେବତା ବୋଲି କୁହ ଯାଇଥାଏ ଓ ତାଙ୍କର ବାହନ ହେଉଛି ମୂଷା । ଯେଉଁ ପ୍ରକାରର କୌଣସି ବସ୍ତୁ କୁ ମୂଷା କାଟି କରି ଛୋଟିଆ ଛୋଟିଆ କରି ଦେଇଥାନ୍ତି ସେହି ପ୍ରକାରର ଆମକୁ ବି ଜୀବନର ପ୍ରତେକ ସମସ୍ୟାର ସମାଧାନ ବିଶ୍ଳେଷଣ କରିବା ଆବଶ୍ୟକ । ଯାହା ଦ୍ଵାରା ବୁଦ୍ଧି ଓ ଜ୍ଞାନ ପାଖରେ ସମସ୍ଯା ଯାଇ ପାରିବ । ଏବେ ଆସନ୍ତୁ ଜାଣିବା କଳା ମୂଷା ଙ୍କ ବିଷୟରେ କିଛି ଶୁଭ ଅଶୁଭ ସଂକେତ ।

ଯଦି ଘରେ କଳା ମୂଷା ଏକଦମ ଭାବେ ବହୁତ ଅହଡିକ ହୋଇ ଯାଆନ୍ତି ତେବେ ଜଣାଇ ନିଅନ୍ତୁ ଘରର କୌଣସି ସଦସ୍ୟ ଙ୍କର ବଡ ରୋଗ ହେବାର ସମ୍ଭାବନା ରହିଛି । ଏଥିପାଇଁ କଳା ମୂଷା ଙ୍କୁ ଘରୁ ବାହାର କରିବା ପାଇଁ କୌଣସି ନା କୌଣସି ଉପାୟ ନିଶ୍ଚୟ କରନ୍ତୁ । ଏହା ସହ ଯେବେ ମୂଷା ଘରେ ଥିବା କାଠ ର ଫର୍ଣ୍ଣିଚର କାଟିବା ଆରମ୍ଭ କରି ଦିଏ ତେବେ ଜାଣିବେ ସେହି ଘରେ କୌଣସି ଘଟଣା ଘଟିପାରେ କିମ୍ବା କୌଣସି ଦୁଖଦ ସମାଚାର ମିଳିପାରେ ।

ଯଦି ଘରେ କୌଣସି ଛୋଟ ପିଲା ଅଛି ଓ ତାର ପ୍ରଥମ ଦାନ୍ତ ଟି ଝଡି ଯାଇଥାଏ ଓ ତାର ଝଡି ଯାଇଥିବା ଦାନ୍ତ ଟି କୌଣସି ମୂଷା ନେଇଯାଏ ତେବେ ଜାଣି ନିଅନ୍ତୁ ପିଲାର ଦାନ୍ତ ଜୀବନ କାଳରେ ମଜବୁତ ରହିବ । କାରଣ ଏହାକୁ ଏକ ଶୁଭ ସଂକେତ ବିଚାର କରା ଯାଇଥାଏ । ଏମିତି ବି ବିଚାର କାରଜାଏ କି କୌଣସି ଜାହାଜ ରେ ମୂଷା ମାନେ ଦୌଡିବାକୁ ଲାଗିଥାନ୍ତି ତେବେ ଜାଣି ନିଅନ୍ତୁ ସେହି ଜାହାଜ ରେ କୌଣସି ଦୁର୍ଘଟଣା ଘଟିପାରେ ଏବଂ ଏମିତି ବି ହୋଇପାରେ ଜାହାଜ ପାଣିରେ ଡୁବି ବି ଯାଇପାରେ ।

ତେଣୁ ସେହି ସମୟରେ ଧ୍ୟାନ ଦେବା ଉଚିତ । କିନ୍ତୁ ସର୍ବଦା ଗୋଟେ କଥା ପ୍ରତି ଧ୍ୟାନ ଦେବେ ବି ମୂଷା ମାନଙ୍କୁ କୌଣସି ବି ସ୍ଥିତି ରେ ମାରନ୍ତୁ ନାହି । ଆପଣ ମାନେ ଜାଣିଥିବେ ଭଗବାନ ଗଣେଶ ଙ୍କର ବାହନ ହେଉଛି ମୂଷା । ତେଣୁ ମୂଷା ମାରିବା ଦ୍ଵାରା ଗଣେଶ ଜୀ ଆପଣଙ୍କ ଉପରେ ରୁଷ୍ଟ ହୋଇ ପାରନ୍ତି ଏବଂ ମୂଷା ଙ୍କୁ ମାରିବା ଦ୍ଵାରା ପାପ ଲାଗିଥାଏ । ସେମାନଙ୍କୁ ଘରୁ ବାହାର କରିବାର ଅନ୍ୟ କୌଣସି ଉପାୟ ଅବଲମ୍ବନ କରନ୍ତୁ ।

ମୂଷା ପରି ଦେଖା ଯାଉଥିବା ଚୁଚୁନ୍ଦ୍ରା ଘରେ ଦେଖାଗଲେ ଏହା ଶୁଭ ସଂକେତ ଦେଇଥାଏ । ଏହା ଦ୍ଵାରା ଧାରଣ ବୃଦ୍ଧି ହୋଇଥାଏ । ତେଣୁ ଏହି ସବୁ ଛୋଟ ଛୋଟ କଥା ପ୍ରତି ଧ୍ୟାନ ଦେବା ନିହାତି ଜରୁରି ଅଟେ ।ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button