ବିଚାର

ଗୋବିନ୍ଦଙ୍କ ମୃତ୍ୟୁକୁ ନେଇ ଏଭଳି ପ୍ରତିକ୍ରିୟା ଦେଲେ ମମିତାଙ୍କ ପରିବାର, କହିଲେ” ଆମେ ଯାହା ଚାହୁଁଥିଲୁ….” ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଆପଣ ମାନେ ସମସ୍ତେ ମମିତା ହ-ତ୍ୟା-କା-ଣ୍ଡ ମାମଲା ନେଇ ଗତ କିଛି ଦିନ ତଳେ ସାରା ରାଜ୍ୟ ରେ ଚାଞ୍ଚଲ୍ୟ କର ସ୍ଥିତି ସୃଷ୍ଟି ହୋଇଥିଲା । କାରଣ ଶିକ୍ଷୟତ୍ରୀ ମମିତା ଙ୍କୁ ଏମିତି ନୃଶଂସ ଭାବେ ହ-ତ୍ୟା  କରା ଯାଇଥିଲା ଯାହାକୁ ନେଇ ସବୁ ଆଡେ ଚହଳ ସୃଷ୍ଟି ହୋଇଥିଲା । ଆଉ ତଦନ୍ତ ପରେ ତାଙ୍କ ହ-ତ୍ୟା-କା-ରୀ ଗୋବିନ୍ଦ ସାହୁ କୁ ପୋଲିସ ଗିରଫ କରି ଜେଲ ରେ ମଧ୍ୟ ରଖିଥିଲା ।

ତେବେ ସଜା କାଟୁଥିବା ଗୋବିନ୍ଦ ସାହୁ ଜେଲ ଭିତରେ ଏକ ଛୋଟିଆ ଗଛରେ ଗାମୁଛା ଲଗାଇ ଆ-ତ୍ମ-ହ-ତ୍ୟା କରିଛି ଯାହାକୁ ନେଇ ଏବେ ସାରା ରାଜ୍ୟ ରେ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ଗୋବିନ୍ଦ ସାହୁ ଙ୍କ ଆ-ତ୍ମ-ହ-ତ୍ୟା ଘଟଣା ସହଜରେ ଗ୍ରହଣ କରିପାରୁ ନାହନ୍ତି ତାନ ସ୍ତ୍ରୀ ଓ ପରିବାର ଲୋକେ । ଗୋବିନ୍ଦ ମୃ-ତ୍ୟୁ ପୂର୍ବରୁ ନିଜେ ଏକ ଚିଠି ଛାଡି ଦେଇଛନ୍ତି ଯାହାକୁ ପୋଲିସ ତାଙ୍କ ପକେଟ ରୁ ଜବତ କରିଛି ।

ତେବେ ସେ ଚିଠି ରେ ଅନେକ ଗୁମର କଥା ଲେଖା ଅଛି ବୋଲି ପରିବାର ଲୋକେ ଦାବି କରିଛନ୍ତି ଆଉ ସେହି ଚିଠି କୁ ସମସ୍ତ ସାମ୍ନା କୁ ଅଣାଯାଉ ବୋଲି ଗୋବିନ୍ଦ ଙ୍କ ପରିବାର ଦାବି କରିଛନ୍ତି । ତେବେ ଏ ନେଇ ପୋଲିସ ମୁହଁ ଖୋଲି ନାହି । ଏହାରି ମଧ୍ୟ ନିଜ ଝିଅ ମମିତା ର ହ-ତ୍ୟା-କା-ରୀ ଆ-ତ୍ମ-ହ-ତ୍ୟା କରିଥିବା ଖବର ଶୁଣିବା ପରେ ଗଣ ମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି ମମିତା ଙ୍କ ବାପା ମା । ମମିତା ଙ୍କ ମା କହିଛନ୍ତି ଯେ “ଆମର ମନସ୍କାମନା ପୂର୍ଣ୍ଣ ହେଲା ଆମେ ବହୁତ ଖୁସି ଅଛୁ ।

ଆମେ ଆମ ଝିଅକୁ ବହୁତ ପାଠ ପଢାଇ ଥିଲୁ ପଇସା ଖର୍ଚ୍ଚ କରି । ହେଲେ ମୋର ପୁଅ ପାଇଁ ସରକାରୀ ଚାକିରି ଟିଏ ମିଳୁ ଏତିକି ଚାହୁଁଛି । ମୋ ଝିଅ ଏତ କମ ବୟସରୁ ମରିଗଲା । ଆଉ ତାର ଅଭିଯୁକ୍ତ ଗୋବିନ୍ଦ ସାହୁ କୁ ଫା-ଶୀ ହେଉ ସେତିକି ଆମେ ଚାହୁଁ ଥିଲୁ” । ଅନ୍ୟ ପକ୍ଷରେ ମମିତା ଙ୍କ ବାପା କହିଛନ୍ତି “ପୋଲିସ ଓ ମିଡିଆ ଭାଇ ଆମେ ଆମକୁ ବହୁତ ସାହାଜ୍ଯ କରିଛନ୍ତି ସେଥିପାଇଁ ମୁଁ ତାଙ୍କୁ ଧନ୍ୟବାଦ ଦେଉଛି ।

ଏଥିରେ ମୁଁ ବହୁତ ଖୁସି ହେଲି । ଆଉ ମୋ ଝିଅର ହ-ତ୍ୟା-କା-ରୀ ଗୋବିନ୍ଦ ସାହୁ ଆ-ତ୍ମ-ହ-ତ୍ୟା କରିଲା ଯାହା କୋର୍ଟ ତାକୁ ସଜା ଦେବା କଥା । କିନ୍ତୁ ଉପର ବାଲା ଗୋବିନ୍ଦ କୁ ସଜା ଦେଇ ଦେଲା । ତଥାପି କୋର୍ଟ ଯଦି ତାକୁ ଫା-ଶୀ ଦେଇଥାନ୍ତା ଆମେ ବହୁତ ଖୁସି ହୋଇଥାନ୍ତୁ” । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button