ଶିକ୍ଷା

ଇଣ୍ଟରଭିଉରେ ପଚରାଗଲା କି ସେ ଜିନିଷ କଣ ଯାହାକୁ ପଚ୍ଛରୁ ମଣିଷ ଓ ଆଗରୁ ଭଗବାନ ତିଆରି କରିଛନ୍ତି

ସାରା ଦୁନିଆରେ ଯେତେ ବି ପରୀକ୍ଷା ଅଛି ସେଥି ମଧ୍ୟରୁ ଆଇଏଏସ ଏବଂ ଆଇପିଏସ ସବୁଠାରୁ କଠିନ ପରୀକ୍ଷା ଅଟେ । ଏହି ପରୀକ୍ଷାକୁ ଦେଉଥିବା ଛାତ୍ର ଛାତ୍ରୀ ଦିନ ରାତି ବହୁତ ପରିଶ୍ରମ କରିଥାନ୍ତି କାରଣ ଏହି ପରୀକ୍ଷାରେ ଏମିତି ପ୍ରଶ୍ନ ପଚରା ଯାଇଥାଏ ଯାହାର ଉତ୍ତର ଦେବା ବହୁତ କଷ୍ଟ ହୋଇଥାଏ । ଏହି ପରୀକ୍ଷାରେ ଏମିତି ଅଙ୍କା ବଙ୍କା ପ୍ରଶ୍ନ ପଚରା ଯାଇଥାଏ ଯାହା ବିଷୟରେ କେହି ଭାବି ବି ପାରିବେ ନାହିଁ । ଆଜି ଆମେ ଆପଣଙ୍କ ପାଇଁ କିଛି ଏମିତି ହିଁ ପ୍ରଶ୍ନ ଆଣି ଆସିଛୁ ଯାହା ଆଇଏଏସ ଏବଂ ଆଇପିଏସ ଇନ୍ଟରଭିଉ ରେ ପଚରା ଯାଇଥାଏ ।

ପ୍ରଥମ ପ୍ରଶ୍ନ

ଭାରତରେ ସମୁଦାୟ କେତେ ପ୍ରତିଶତ ଭୂଭାଗ ଉପରେ କୃଷି ହୋଇଥାଏ ?

ଉତ୍ତର :

ଭାରତରେ ସମୁଦାୟ ୪.୫୧ ପ୍ରତିଶତ ଜମିରେ କୃଷି କାର୍ଯ୍ୟ କରାଯାଉଛି।

ଦ୍ଵିତୀୟ ପ୍ରଶ୍ନ

ଭାରତ ରେ କୃଷି ଜମିରେ ପାଣି ପହଞ୍ଚିବା ପାଇଁ ସବୁଠାରୁ ବଡ ଉପାୟ କଣ?

ଉତ୍ତର

ନଦୀ ଏବଂ ନାଳ ଦ୍ଵାରା ପାଣି ପହଞ୍ଚା ଯାଇଥାଏ।

ତୃତୀୟ ପ୍ରଶ୍ନ

ସେ କିଏ ଯିଏ ଏକ ମାସ ପରେ ଆସିଥାଏ ଏବଂ ୨୪ ଘଣ୍ଟା ରହି ଚାଲି ଯାଇଥାଏ ?

ଉତ୍ତର

ଏହାର ଉତ୍ତର ତାରିଖ ଅଟେ । କାରଣ ଯେକୌଣସି ତାରିଖ ହେଉ ନା କାହିଁକି ସେ ମାସକୁ ଥରେ ମାତ୍ର ଆସିବା ସହ ଗୋଟିଏ ଦିନ ପରେ ବଦଳି ଯାଇଥାଏ ।

ଚତୁର୍ଥ ପ୍ରଶ୍ନ

ଏମିତି କେଉଁ ଜିନିଷ ଅଛି ଯାହାକୁ ପଛପଟୁ ମଣିଷ ଏବଂ ଆଗପଟୁ ଭଗବାନ ତିଆରି କରିଛନ୍ତି ?

ଉତ୍ତର

ବଳଦ ଗାଡି ଏହାର ସଠିକ ଉତ୍ତର କାରଣ ବଳଦ ଗାଡି ର ଆଗ ପଟ ରେ ବଳଦ ଦୁଇଟି ଭଗବାନ ଏବଂ ଶଗଡ ଟି ମଣିଷ ଦ୍ଵାରା ତିଆରି ହୋଇଥାଏ ।

ପଞ୍ଚମ ପ୍ରଶ୍ନ

ଯଦି କୌଣସି କୋଠରି ଭିତରେ ଫ୍ରିଜକୁ ଖୋଲା ରଖିବା ଦ୍ଵାରା କୋଠରି ଥଣ୍ଡା ହେବ ନା ଗରମ ହେବ ?

ଉତ୍ତର

ଫ୍ରିଜ ର ଦ୍ଵାର ଖୋଲା ରଖିବା ଦ୍ଵାରା କୋଠରି ଗରମ ହେବାକୁ ଲାଗିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button