ମନୋରଞ୍ଜନ

‘ତାରକ ମେହତା କା ଉଲ୍ଟା ଚଷମା’ ର ଚମ୍ପକ ଚାଚାଙ୍କ ସ୍ତ୍ରୀ ଅଟନ୍ତି ବହୁତ ଗ୍ଲାମରସ, ଫଟୋ ନ ଦେଖିଲେ ବିଶ୍ଵାସ କରି ପାରିବେନି

ଯେବେ ବି ଆମେ କମେଡି ବିଷୟରେ କଥା ହେବା ତେବେ ଆମ ମୁଣ୍ଡରେ ସର୍ବ ପ୍ରଥମେ ନା ଆସିଥାଏ ସିରିୟଲ ‘ତାରକ ମେହେତା କା ଉଲ୍ଟା ଚଷମା ‘ ର । ଏହି ସିରିୟଲ ଏହି କିଛି ବର୍ଷ ହେବ ଆମକୁ ବହୁତ ମନୋରଞ୍ଜନ କରେଇ ଆସୁଛି , ଏହି ସିରିୟଲ କମେଡି କ୍ଷେତ୍ରରେ କିଛି ଅଲଗା ନାଁ ବନେଇ ସାରିଛି । ଏହି ସିରିୟଲରେ ସବୁଯାକ କ୍ୟାରେକ୍ଟର ଅଦ୍ଭୁତ ଅଟେ , ଏମାନଙ୍କର ଏକ ଅଲଗା ବିଶେଷତ୍ଵ ଅଛି । ସିରିୟଲର ସବୁ କ୍ୟାରେକ୍ଟର ଆମକୁ ହସିବା ପାଇଁ ବାଧ୍ୟ କରିଦେଇଥାନ୍ତି , କିନ୍ତୁ ଗୋଟେ ଏମିତି କ୍ୟାରେକ୍ଟର ଅଛି ଯିଏ ସବୁବେଳେ ଅସୁବିଧାରେ ଘେରି ହୋଇ ରହିଥାଏ ଓ ତାଙ୍କୁ ଅସୁବିଧାରେ ଦେଖି ଆମେ ହସ କଣ୍ଟ୍ରୋଲ କରିପାରି ନଥାଉ ।

ଆଜ୍ଞା ହଁ , ଆପଣ ଠିକ ଜାଣିପାରିଲେ ଆମେ କଥା ହେଉଛୁ ଜେଠା ଲାଲଙ୍କର , ଜେଠା ଲାଲ ଓ ବିପଦର ସମ୍ପର୍କ ଯେମିତି ବିପଦ ତାଙ୍କ ପିଛା ଛାଡୁନି ।କିନ୍ତୁ ସିରିୟଲରେ ଜଣେ ବ୍ୟକ୍ତି ଏମିତି ଅଛି ଯାହାକୁ ଜେଠା ଲାଲ ସବୁଠୁ ଅଧିକ ଡରନ୍ତି ଓ ତାଙ୍କର ସବୁଠୁ ଅଧିକ ସମ୍ମାନ କରିଥାନ୍ତି । ସେ ତାଙ୍କ ପିତା ନାମ ଚମ୍ପକଲାଲ ଜୟନ୍ତୀଲାଲ ଗଡା ଅଟନ୍ତି । ସିରିୟଲରେ ସମସ୍ତେ ତାଙ୍କୁ ଚମ୍ପକ ଚାଚା କହି ଡାକି ଥାଆନ୍ତି ।

କିନ୍ତୁ କଣ ଆପଣ ଜାଣିଛନ୍ତ ଚମ୍ପକ ଚାଚାଙ୍କ ଅଭିନୟ କରିଥିବା ବାଲା ଅଭିନେତା ଅମିତ ପ୍ରକୃତ ଜୀବନରେ ବୟସ୍କ ନୁହନ୍ତି ସେ ବହୁତ ୟଙ୍ଗ ଅଟନ୍ତି , ବହୁତ କମ ଲୋକ ହିଁ ତାଙ୍କ ବିଷୟରେ ଜାଣିଥିବେ , କହିଦେଉଛୁ କି ବୟସ୍କର ଅଭିନୟ କରିଥିବା ଅମିତ ଭଟ୍ଟ ପ୍ରକୃତ ଜୀବନରେ ୟଙ୍ଗ ଓ ଖୁସ ମିଜାସର ଅଟନ୍ତି ଓ ଚମ୍ପକ ଚାଚାଙ୍କ ସ୍ତ୍ରୀ ତାଙ୍କଠୁ ମଧ୍ୟ ଆହୁରି କମ ୟଙ୍ଗ ଓ ସୁନ୍ଦର ଅଟନ୍ତି ।

ଚମ୍ପକ ଚାଚାଙ୍କ ସ୍ତ୍ରୀ ହେଉଛନ୍ତି ବହୁତ ସୁନ୍ଦର

ଚମ୍ପକ ଚାଚାଙ୍କ ସ୍ତ୍ରୀ ଏତେ ହଟ କି ତାଙ୍କୁ ଦେଖିଲେ ଆପଣଙ୍କ ଆଖି ଚକର ଖାଇଯିବ ,ଆପଣ ସ୍ୱପ୍ନରେ ମଧ୍ୟ ଭାବି ନଥିବେ ବୟସ୍କ ଚମ୍ପକ ଲାଲଙ୍କର ଅଭିନୟ କରୁଥିବା ଅମିତ ଙ୍କ ସ୍ତ୍ରୀ ଏତେ ହଟ ଓ ଗ୍ଲାମରସ ହୋଇ ପାରନ୍ତି । ତାଙ୍କର ସୁନ୍ଦରତା କୌଣସି ଅଭିନେତ୍ରୀଙ୍କ ଠାରୁ କମ ନୁହେଁ । ସେ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି, ଆଜି ଆମେ ଆପଣକୁ ଅମିତ ଭଟ୍ଟ ଉର୍ଫ୍ ଚମ୍ପକ ଚାଚାଙ୍କ ସୁନ୍ଦର ସ୍ତ୍ରୀଙ୍କ ସହିତ ମିଳେଇବାକୁ ଯାଉଛୁ , ତାଙ୍କର ଫଟୋ ଦେଖିବା ପରେ ଆମକୁ ବିଶ୍ଵାସ ଅଛି ଆପଣ ବି ତାଙ୍କର ଦିୱାନା ହେଇଯିବେ ।

ଅମିତ ଭଟ୍ଟଙ୍କ ସ୍ତ୍ରୀ ଏତେ ସୁନ୍ଦର ଅଟନ୍ତି କି ସେ ତାଙ୍କର ସୁନ୍ଦରତା ଦ୍ଵାରା କୌଣସି ବି ମଡେଲକୁ ପଛରେ ପକାଇ ପାରିବେ । ସିରିୟଲରେ ଚମ୍ପକ ଚାଚାଙ୍କ ସ୍ତ୍ରୀଙ୍କୁ କେହି ଦେଖି ନାହାନ୍ତି କିନ୍ତୁ ଅସଲ ଜୀବନରେ ତାଙ୍କ ସ୍ତ୍ରୀକୁ ଦେଖିଲେ ଆପଣଙ୍କର ଝାଳ ବାହାରିଯିବ ,ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଅମିତ ଭଟ୍ଟଙ୍କ ସ୍ତ୍ରୀଙ୍କର କିଛି ଏକ୍ସକ୍ଳୁସିଭ ଫଟୋ ଆଣି ଆସିଛୁ, କହି ଦେଉଛୁ କି ବୟସ୍କ ଦେଖା ଯାଉଥିବା ଚମ୍ପକ ଚାଚାଙ୍କ ବୟସ ମାତ୍ର୪୩ ବର୍ଷ । ତାଙ୍କର ଦୁଇଟି ଯାଁଳା ପିଲା ମଧ୍ୟ ଅଛନ୍ତି ଓ ସେ କେତେ ହିନ୍ଦୀ ଓ ଗୁଜୁରାଟି ପ୍ଲେରେ କାମ କରିଛନ୍ତି ।

ତାରକ ମେହେତା କା ଉଲ୍ଟା ଚଷମା ବର୍ଷ ୨୦୦୮ ରେ ଆରମ୍ଭ ହୋଇଥିଲା , ଏହି ସିରିୟଲର ଡାୟରେକ୍ଟରଙ୍କ ନାମ ହର୍ଶଦ୍ ଯୋଶୀ ଅଟେ , ଗତ ୧୨ ବର୍ଷ ହେଲାଣି ଏହି ସିରିୟଲ ଟେଲିକାଷ୍ଟ କରା ଯାଉଛି , କହି ଦେଉଛୁକୁ ଭାରତୀୟ ଟେଲିଭିଜନର ଇତିହାସରେ ଏହା ଦ୍ଵିତୀୟ ସବୁଠୁ ଲମ୍ବା ସମୟ ପ୍ରଯ୍ୟନ୍ତ ଚାଲିଥିବା ସିରିୟଲ ଅଟେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button