ଜୀବନଶୈଳୀ

ପେଟର ଭୋକ ଆଗରେ ହାର ମାନିଲି, ବ୍ୟାଙ୍କ ମ୍ୟାନେଜର ପାଖରେ ଶୋଇଲିନି ବୋଲି ସାହାର୍ଯ୍ୟ କରିଥିବା 200 ଟଙ୍କା ସେ ମୋ ହାତରୁ ଛଡେଇ ନେଇ ମତେ ସେ…

ବନ୍ଧୁଗଣ, ଏଭଳି ଏକ ମହିଳା ଙ୍କ କାହାଣୀ ଯାହାକୁ ଆପଣ ମାନେ ଶୁଣିଲେ ଧର୍ଯ୍ୟହରା ହୋଇଯିବେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ଜଣେ ଦେହଜୀବୀ ନିଜର ବ୍ୟକ୍ତିଗତ ଜୀବନର କାହାଣୀ କହିଛନ୍ତି ଯେ ସେ ଯେଉଁଠାରେ ରହୁଥିଲେ ସେଠାରେ ଜଣେ ବ୍ୟାଙ୍କ ମ୍ୟାନେଜର ଥିଲେ, ସେ ସେତେବେଳେ ମହିଳା ଜଣଙ୍କ ପାଖକୁ ଆସନ୍ତି । ସେତେବେଳେ ୩୦ ବର୍ଷ ବୟସ ହୋଇଥିବାରୁ ଚେହେରା ବହୁତ ଭଲ ଥିଲା ।

ସେହି ମ୍ୟାନେଜର ଙ୍କୁ ଘରେ ଖାଇବାକୁ ନଥିବା ବେଳେ ମହିଳା ତାଙ୍କୁ ୨୦୦ ଟଙ୍କା ମାଗିଥିଲେ ଏବଂ କହିଥିଲେ ଯେ ମୋତେ ୨୦୦ ଟଙ୍କା ଦେବେ  ? ଘରେ କିଛି ଖାଇବାକୁ ନାହିଁ ମୁଁ କିଛି ଚାଉଳ ନେଇ ଆସିବି ଘର ପାଇଁ ଭାତ ରାନ୍ଧି ଆଳୁ ଗୋଟିଏ ପକାଇ ଖାଇଦେବି । ଏହାପରେ ମ୍ୟାନେଜର ପ୍ରଧାନ ବାବୁ ମହିଳା ଙ୍କୁ ୨୦୦ ଟଙ୍କା ସାହାର୍ଯ୍ୟ କରିଥିଲେ ।

ଏହା ପରେ ସେ ଟଙ୍କା ବଦଳରେ କହିଲେ ଛୁଆ କୁ ଟିକିଏ ବାହାରକୁ ଛାଡ ଚକୋଲେଟ ଖାଇବା ପାଇଁ ଜାଣି ପାରୁନ କ’ଣ ପାଇଁ କହୁଛି ? ମହିଳା ଜଣଙ୍କ କହିଲେ ଯେ ଏ ସବୁ ମୋ ଦ୍ଵାରା ହେଇ ପାରିବ ନାହିଁ । ଏହା ପରେ ସେହି ବ୍ୟକ୍ତି ଜଣଙ୍କ ୨୦୦ ଟଙ୍କା ଛଡାଇ ନେଇଥିଲେ ମହିଳା ଙ୍କ ହାତରୁ । ଏହାପରେ ମହିଳା ଚିନ୍ତା କରିଲେ ଯେ ପିଲା ଖାଇବ କ’ଣ ପୁଣି ଆର ଦିନ ଆଉ ଜଣଙ୍କ ଘରକୁ ଗଲେ, ଖାଇବାକୁ ମାଗିଲେ ।

ଘର ମାଲିକ କହିଥିଲା ଯେ ଘର ଟିକିଏ ପୋଛିଦିଅ, ଏହାପରେ ମହିଳା  ଘର ପୋଛି ଦେବାରୁ ତାଙ୍କୁ ମିଲ୍କ ବିସ୍କୁଟ ଖାଇବାକୁ ଦେଇ ୫ ଟଙ୍କା ଦେଇଥିଲେ । ଏହିଭଳି ଭୋକ ଉପାସ ନ ସହିପାରି ମହିଳା ଜଣକ ପୁନ୍ନର୍ବାର ସେହି ମ୍ୟାନେଜର ବାବୁ ଙ୍କୁ ଡାକିଲେ ଏବଂ ନିଜ ପିଲାକୁ ଠେଲି ବାହାରକୁ ପଠାଇଲେ ସମ୍ଭୋବ ପାଇଁ ।

ମ୍ୟାନେଜର ସାର ଏହାପରେ ୨୦୦ ଟଙ୍କା ବଢାଇଦେଇଥିଲେ ମହିଳାଙ୍କୁ, ଏହା ଦେଖି ସେ କହିଲେ ପାଖରେ ୫୦ ପାଇସା ନଥିଲା ବର୍ତ୍ତମାନ ଏହା କରିବାରୁ ୨୦୦ ଟଙ୍କା ମିଳିଲା । ଏହାପରେ ମହିଳା ଜଣଙ୍କ ନିଜ ଝିଅ କୁ ମଣିଷ କରିବାକୁ ଯାଇ ଏହି ରାସ୍ତା ଆପଣାଇ ଥିଲେ ।

ମହିଳା ଜଣକ କାନ୍ଦି କାନ୍ଦି କହିଥିଲେ ଯେ ଭୋକ ଉପାସ ଏବଂ ନିଜ ଛୁଆ କୁ ମଣିଷ କରିବାର ଆଶା ତାଙ୍କୁ ଦେହଜୀବୀ ହେବାରେ ପରିଣତ କରିଦେଇଥିଲା । କିନ୍ତୁ ବର୍ତ୍ତମାନ ମହିଳା ଜଣଙ୍କ ବହୁତ ଝିଅ ମାନଙ୍କୁ ଏହି ରାସ୍ତାକୁ ଯିବାକୁ ମନା କରୁଛନ୍ତି, କାରଣ ସେ ଜାଣିଛନ୍ତି ଯେ ଏଥିରେ କେତେ କଷ୍ଟ ଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button