ବିଚାର

ଚଳନ୍ତା ଗାଡିରେ ଲାଗିଲା ନିଆଁ

ଆଇଟିଆଇ ଛକରେ ଚଳନ୍ତା ଓମିନିରେ ଅଗ୍ନିକାଣ୍ଡ । ଓମନିଟି କୁରୁଡ଼ାରୁ ବାଲେଶ୍ୱର ସହର ଅଭିମୁଖେ ଯାଉଥିଲା । ହଠାତ୍‌ ନିଆଁ ଲାଗିବାରୁ ଚାଳକ ଓ ଯାତ୍ରୀ କାରରୁ ଓହ୍ଲାଇ ପଡ଼ିଥିଲେ । ସ୍ଥାନୀୟ ଲୋକମାନେ ପାଣି ପକାଇ ନିଆଁ କାବୁ କରିଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button